ମାସ୍କ୍ ପାଇଁ ଜୋରିମାନା ରାଶି ବୃଦ୍ଧି ନିଷ୍ପତ୍ତିକୁ ଚାଲେଞ୍ଜ: ହସ୍ତକ୍ଷେପ ପାଇଁ ମନାକଲେ ହାଇକୋର୍ଟ
ମାସ୍କ୍ ପାଇଁ ଜୋରିମାନା ରାଶି ବୃଦ୍ଧି ନିଷ୍ପତ୍ତିକୁ ଚାଲେଞ୍ଜ: ହସ୍ତକ୍ଷେପ ପାଇଁ ମନାକଲେ ହାଇକୋର୍ଟ କଟକ (ଏନ୍.ଏମ୍.): ମାସ୍କ ନପିନ୍ଧିଲେ ଜୋରିମାନା ନିଷ୍ପତ୍ତିକୁ ହାଇକୋର୍ଟରେ ଚାଲେଞ୍ଜ କରାଯାଇଥିବାବେଳେ ଏଥିରେ ହସ୍ତକ୍ଷେପ ପାଇଁ କୋର୍ଟ ମନା କରିଦେଇଛନ୍ତି । କରୋନା ଭୂତାଣୁ ସଂକ୍ରମଣ ଜନିତ ସ୍ଥିତିରେ ମାସ୍କ ନପିନ୍ଧିଥିବା ବ୍ୟକ୍ତିଙ୍କୁ ଦଣ୍ଡିତ କରିବା ପାଇଁ ଧାର୍ୟ୍ୟ କରାଯାଇଥିବା ଜୋରିମାନା ରାଶି ବୃଦ୍ଧି ବିଜ୍ଞପ୍ତିକୁ ଚାଲେଞ୍ଜ କରି ଦାୟର ମାମଲାରେ ହାଇକୋର୍ଟ ହସ୍ତକ୍ଷେପ କରିବାକୁ ମନା କରିଛନ୍ତି । ତେବେ…
