ଆରଟିଆଇ ରିପୋର୍ଟ ଆଧାରରେ ଜଣା ପଡ଼ିଲା ଶ୍ରୀମନ୍ଦିର ରତ୍ନଭଣ୍ଡାର ବିପଦପୂର୍ଣ୍ଣ
ଆରଟିଆଇ ରିପୋର୍ଟ ଆଧାରରେ ଜଣା ପଡ଼ିଲା ଶ୍ରୀମନ୍ଦିର ରତ୍ନଭଣ୍ଡାର ବିପଦପୂର୍ଣ୍ଣ ପୁରୀ(ଏନ୍.ଏମ୍.): ଶ୍ରୀମନ୍ଦିରର ରତ୍ନ ଭଣ୍ଡାର ପ୍ରତି ବିପଦ ରହିଥିବା ନେଇ ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟରୁ ଜାଣିବାକୁ ମିଳିଛି । ବାହାର ଓ ଭିତର ଭଣ୍ଡାର କାନ୍ଥ ଓ ଛାତରେ ଫାଟ ସୃଷ୍ଟି ହୋଇଛି । ଏକଦା ପୁରୀ ଶ୍ରୀମନ୍ଦିରର ରତ୍ନଭଣ୍ଡାର ଚାବି ହଜି ଯିବା ଓ ପରେ ପୁରୀ ଟ୍ରେଜେରିରେ ପରିତ୍ୟକ୍ତ ଲଫାଫାରୁ ଉଦ୍ଧାର ହେବା ଘଟଣାକୁ ନେଇ ସମଗ୍ର ରାଜ୍ୟରେ…
