ପାର୍ବଣ ପାଳନକୁ ନେଇ ତେଜୁଛି ଅସନ୍ତୋଷ:୧୩ରେ କଟକ ବନ୍ଦ ଡାକରା ଦେଲା ବିଜେପି
ପାର୍ବଣ ପାଳନକୁ ନେଇ ତେଜୁଛି ଅସନ୍ତୋଷ:୧୩ରେ କଟକ ବନ୍ଦ ଡାକରା ଦେଲା ବିଜେପି କଟକ(ଏନ୍.ଏମ୍.): ରାଜ୍ୟ ସରକାରଙ୍କ ପାର୍ବଣ କଟକଣାକୁ କଟକ ନଗର ବିଜେପି ବିରୋଧ କରିଛି । ରାଜ୍ୟରେ ସମସ୍ତ ସରକାରୀ, ବେସରକାରୀ ପ୍ରତିଷ୍ଠାନ ଓ ପ୍ରେକ୍ଷାଳାୟ ଖୋଲିଥିବାବେଳେ କେଉଁ ଆଧାରରେ ପାର୍ବଣ ଉପରେ କଟକଣା ଲଗା ଯାଉଛି ବୋଲି ବିଜେପି ପକ୍ଷରୁ ପ୍ରଶ୍ନ ହୋଇଛି । ସରକାର ନିର୍ବାଚନ ପ୍ରଚାର ପାଇଁ ଯେତିକି କଟକଣା ଲାଗୁକରିଛନ୍ତି ପାର୍ବଣ ପାଇଁ ତାହା ଠାରୁ ଅଧିକ କଟକଣା…
