ନାଗ ସାପ କାମୁଡ଼ା ଘଟଣା: ୪ ମାସ କଲବଲ ହେବା ପରେ ମଞ୍ଜୁଳାଙ୍କ ମୁହଁରେ ଫୁଟିଲା ହସ
ନାଗ ସାପ କାମୁଡ଼ା ଘଟଣା: ୪ ମାସ କଲବଲ ହେବା ପରେ ମଞ୍ଜୁଳାଙ୍କ ମୁହଁରେ ଫୁଟିଲା ହସ ଆସନ୍ତା କାଲି ଫେରିବେ ଘରକୁ କଟକ (ଏନ୍.ଏମ୍.): ନାଗ ସାପ କାମୁଡ଼ାରେ କଲବଲ ହେଉଥିବା କୁନି ଝିଅଟି ଏବେ ସୁସ୍ଥ ହୋଇଛି । ଆସନ୍ତାକାଲି ସେ ମେଡ଼ିକାଲରୁ ଡିସଚାର୍ଜ ହୋଇ ଘରକୁ ଫେରିବ ବୋଲି କଟକ ବଡ଼ମେଡ଼ିକାଲ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ସୂଚନା ଯୋଗ୍ୟ ଯେ, ଦୀର୍ଘ ୪ମାସ ତଳେ ଜୁନମାସରେ ନବରଙ୍ଗପୁର ଜିଲ୍ଲା ଉମରକୋଟର…
