Nishkarsha

ନରସିଂହପୁରରେ ବିଶ୍ୱ ବରିଷ୍ଠ ନାଗରିକ ଦିବସ 

ନରସିଂହପୁରରେ ବିଶ୍ୱ ବରିଷ୍ଠ ନାଗରିକ ଦିବସ  #ନରସିଂହପୁର (ଏନ.ଏମ.): ନରସିଂହପୁର ବ୍ଲକ ଅନ୍ତର୍ଗତ କମଳାଡିହ ଗ୍ରାମର ମା ଭୁବନେଶ୍ୱରୀ ବରିଷ୍ଠ ନାଗରିକ ମଞ୍ଚ ଆନୁକୂଲ୍ୟରେ ବିଶ୍ୱ ବରିଷ୍ଠ ନାଗରିକ ଦିବସ କୋଭିଡ କଟକକଣା ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ଗ୍ରାମର ଅଧିଷ୍ଟାତ୍ରୀ ଦେବୀ ମା’ ଭୁବନେଶ୍ୱରୀ ଏବଂ ସୋମନାଥ ମହାଦେବଙ୍କ ମନ୍ଦିର ପରିସରରେ ପ୍ରଥମେ ପୂଜାର୍ଚ୍ଚନା କରିଥିଲେ । ମଞ୍ଚର ସଭାପତି ସଞ୍ଜୟ କୁମାର ଡାଳୁଆଙ୍କ ପୌରହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ କମଳାଡିହ ସରପଞ୍ଚ…

Read More

ଏସସିବି ଇକ୍‌ମୋ ୟୁନିଟରେ ଡାକ୍ତରଙ୍କ ପୁଅର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ

ଏସସିବି ଇକ୍‌ମୋ ୟୁନିଟରେ ଡାକ୍ତରଙ୍କ ପୁଅର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ #କଟକ(ଏନ୍‌.ଏମ୍‌.): କଟକ ବଡ଼ମେଡ଼ିକାଲ (ଏସସିବି) ଇକ୍‌ମୋ ୟୁନିଟରେ ଚିକିତ୍ସାଧୀନ ଥିବା ଆଉ ଜଣେ ରୋଗୀଙ୍କ ମୃତ୍ୟୁ ହୋଇ ଯାଇଛି । ତେବେ ମୃତକ ଜଣଙ୍କ ଜଣେ ଡାକ୍ତରଙ୍କ ପୁଅ ବୋଲି ଜଣାପଡ଼ିଛି । କଟକ ବଡ଼ମେଡ଼ିକାଲ ଇକମୋ ୟୁନିଟରେ ଆଜି ପର୍ଯ୍ୟନ୍ତ ୬ଜଣ ରୋଗୀ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିବାବେଳେ ଏ ଯାବତ ୫ଜଣ ରୋଗୀଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ମୃତ ଯୁବକ ଜଣକ…

Read More

ଅକ୍ଟୋବର ୪ ତାରିଖରୁ ମିଳିବ ମାଟ୍ରିକ ପ୍ରମାଣପତ୍ର: ବୋର୍ଡ

ଅକ୍ଟୋବର ୪ ତାରିଖରୁ ମିଳିବ ମାଟ୍ରିକ ପ୍ରମାଣପତ୍ର: ବୋର୍ଡ #କଟକ(ଏନ୍‌.ଏମ୍‌.): ଚଳିତବର୍ଷ ମାଟ୍ରିକ ପାସ କରିଥିବା ଛାତ୍ରଛାତ୍ରୀଙ୍କ ପ୍ରମାଣପତ୍ର ଆସନ୍ତା ଅକ୍ଟୋବର ୪ ତାରିଖରୁ ପ୍ରଦାନ କରାଯିବ । ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ପ୍ରମାଣପତ୍ର ଦିଆଯିବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ସମସ୍ତ ସ୍କୁଲର ମୁଖ୍ୟମାନେ ଆବଶ୍ୟକୀୟ ପ୍ରମାଣପତ୍ର ଦାଖଲ କରି ଛାତ୍ରଛାତ୍ରୀଙ୍କ ମାଟ୍ରିକ ପ୍ରମାଣପତ୍ର ନେଇ ପାରିବେ । ୫ ତାରିଖ ପର୍ଯ୍ୟନ୍ତ ଅଫଲାଇନ ଏବଂ ବିକଳ୍ପ ମୂଲ୍ୟାୟନ ପଦ୍ଧତି ଦ୍ୱାରା…

Read More

ବିଏମଏସ ପକ୍ଷରୁ କଟକ ଜିଲ୍ଲା ପ୍ରଭାଗୀୟ ଶ୍ରମ ଆୟୁକ୍ତଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା

ବିଏମଏସ ପକ୍ଷରୁ କଟକ ଜିଲ୍ଲା ପ୍ରଭାଗୀୟ ଶ୍ରମ ଆୟୁକ୍ତଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା #କଟକ(ଏନ୍‌.ଏମ୍‌.): କଟକ ଜିଲ୍ଲା ଶ୍ରମ କାର୍ଯ୍ୟାଳୟରେ ପ୍ରଭାଗୀୟ ଶ୍ରମଆୟୁକ୍ତ ବନମାଳୀ ମହାପାତ୍ରଙ୍କୁ ଭାରତୀୟ ମଜଦୂର ସଂଘ ପକ୍ଷରୁ ଅବସର କାଳୀନ ସମ୍ବର୍ଦ୍ଧନା ଦିଆଯାଛି । ଏହି ଅବସରରେ ଶ୍ରମ କାର୍ଯ୍ୟାଳୟରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଜଏଣ୍ଟ ଲେବର କମିଶନର ନୀଳାମ୍ବର ମିଶାଲ୍ ଉପସ୍ଥିତଥିଲେ । ଭାରତୀୟ ମଜଦୂର ସଂଘ ରାଜ୍ୟ କମିଟି ସଦସ୍ୟ ବସନ୍ତ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ…

Read More

କଟକ ସହରରେ ବଢ଼ୁଛି ଦୁର୍ନୀତି: ସରକାରଙ୍କ ଜନକଲ୍ୟାଣ ଯୋଜନା ଦିଗହରା

କଟକ ସହରରେ ବଢ଼ୁଛି ଦୁର୍ନୀତି: ସରକାରଙ୍କ ଜନକଲ୍ୟାଣ ଯୋଜନା ଦିଗହରା #କଟକ(ଏନ୍‌.ଏମ୍‌.): କଟକ ସହରରେ ସରକାରଙ୍କ ଜନକଲ୍ୟାଣ ଯୋଜନା ଦିଗହରା ହେବାରେ ଲାଗିଛି । ବିଶେଷ କରି କଟକ ମହାନଗର ନିଗମରେ କାର୍ଯ୍ୟରତ ଅସାଧୁ କର୍ମଚାରୀଙ୍କ ଯୋଗୁଁ ସରକାରୀ ସୁବିଧା ସୁଯୋଗରୁ ପ୍ରକୃତ ହିତାଧିକାରୀ ବଞ୍ôଚତ ରହୁଥିବା ଆମ୍ବେଦକର ସ୍ମୃତିପରିଷଦ ପକ୍ଷରୁ ଅଭିଯୋଗ ହୋଇଛି । ସିଏମସି ଅନ୍ତର୍ଗତ ବିଭିନ୍ନ ୱାର୍ଡ଼ରେ ଗରିବ ଲୋକଙ୍କୁ ସ୍ଥାୟୀ ବାସ ବ୍ୟବସ୍ଥା ଯୋଗାଇଦେବା କ୍ଷେତ୍ରରେ ସରକାର ଆବାସ ଯୋଜନା ପ୍ରଚଳନ…

Read More

ପ୍ରାଧ୍ୟାପିକା ଖୁଲଣା ସୁନ୍ଦରୀ ଦେଇଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା

ପ୍ରାଧ୍ୟାପିକା ଖୁଲଣା ସୁନ୍ଦରୀ ଦେଇଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା #ଜଗତସିଂହପୁର(ଏନ୍‌.ଏମ୍‌.): ଜଗତସିଂହପୁର ଜିଲ୍ଲା ସ୍ୱାମୀ ବିବେକାନନ୍ଦ(ସ୍ୱୟଂଶାସିତ) ମହାବିଦ୍ୟାଳୟର ଶିକ୍ଷା ବିଭାଗର ମୁଖ୍ୟ ଏବଂ ପ୍ରାଧ୍ୟାପିକା ଖୁଲଣା ସୁନ୍ଦରୀ ଦେଇଙ୍କୁ ମହାବିଦ୍ୟାଳୟ ତରଫରୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ପ୍ରାଧ୍ୟାପିକା ଶ୍ରୀମତୀ ଦେଇ ୩୦-୦୮-୧୯୮୬ ମସିହାରେ ଶ୍ରୀ ଶ୍ରୀ ଜଗନ୍ନାଥ ମହାବିଦ୍ୟାଳୟ ଏରସମା କୋଠିରୁ ଅଧ୍ୟ୍ୟାପନା ବୃତ୍ତି ଆରମ୍ଭ କରିଥିଲେ । ୨୪-୦୬-୨୦୦୩ ରୁ ସ୍ୱାମୀ ବିବେକାନନ୍ଦ ମହାବିଦ୍ୟାଳୟରେ ଯୋଗଦାନ କରିବା ସହିତ ବିଭିନ୍ନ…

Read More

ପାର୍ବଣକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ପ୍ରକାଶ ପାଇଲା ଅକ୍ଟୋବର ଗାଇଡଲାଇନ୍‌

ପାର୍ବଣକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ପ୍ରକାଶ ପାଇଲା ଅକ୍ଟୋବର ଗାଇଡଲାଇନ୍‌ #ଭୁବନେଶ୍ୱର(ଏନ୍‌.ଏମ୍‌.): ଚଳିତ ବର୍ଷ ପାର୍ବଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ଅକ୍ଟୋବର ମାସ ନୂତନ କରୋନା ଗାଇଡଲାଇନ ଘୋଷଣା କରାଯାଇଛି । ଏହି ଗାଇଡ଼ ଲାଇନ ଅନୁଯାୟୀ ଅକ୍ଟୋବର ୧ ତାରିଖରୁ ନଭେମ୍ବର ୧ତାରିଖ ତାରିଖ ପର୍ଯ୍ୟନ୍ତ କଟକଣା ବଳବତ୍ତର ରହିବ । ଏ ନେଇ ଆଜି ଏସଆରସି ପ୍ରଦୀପ ଜେନା ରାଜ୍ୟବାସୀଙ୍କୁ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଆଗକୁ…

Read More

ସ୍ମୃତିର ଓଡିଶା ପକ୍ଷରୁ ନଭେମ୍ବର ଦ୍ୱିତୀୟ ସପ୍ତାହରେ ମିସେସ୍ ଓ ମିସ୍ ଇଣ୍ଡିଆ ଗ୍ଲେବାଲ କଣ୍ଟେଷ୍ଟ

ସ୍ମୃତିର ଓଡିଶା ପକ୍ଷରୁ ନଭେମ୍ବର ଦ୍ୱିତୀୟ ସପ୍ତାହରେ ମିସେସ୍ ଓ ମିସ୍ ଇଣ୍ଡିଆ ଗ୍ଲେବାଲ କଣ୍ଟେଷ୍ଟ #କୋଣାର୍କ(ଏନ୍‌.ଏମ୍‌.): ସ୍ମୃତିର ଓଡିଶା ଚାରିଟେୁଲ ଟ୍ରଷ୍ଟ ଇଣ୍ଡିଆ ପକ୍ଷରୁ ଆସନ୍ତା ନଭେମ୍ବର ମାସର ଦ୍ୱିତୀୟ ସପ୍ତାହରେ ମିସେସ୍ ଓ ମିସ୍ ଇଣ୍ଡିଆ ଗ୍ଲୋବାଲ କଣ୍ଟେଷ୍ଟ କୋଣାର୍କ ମୁକ୍ତାକାଶ ରଙ୍ଗମଞ୍ଚରେ ଅନୁଷ୍ଠିତଅନୁଷ୍ଠିତ ହେବ । ପ୍ରଥମ ଥର ପାଇଁ ଓଡିଶାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିବା ବେଳେ ଭାରତର ବିଭିନ୍ନ ରାଜ୍ୟର ପ୍ରତିଯୋଗୀଙ୍କ ସମେତ ୧୪ଟି ଦେଶର ପ୍ରତିଯୋଗୀ ସାମିଲ…

Read More

ମଦ ଦୋକାନ ଲାଇସେନ୍ସ ପାଇଁ ଲଟେରୀ ବ୍ୟବସ୍ଥା: ସରକାରୀ ନିଷ୍ପତିକୁ କାଏମ ରଖିଲେ ହାଇକୋର୍ଟ

ମଦ ଦୋକାନ ଲାଇସେନ୍ସ ପାଇଁ ଲଟେରୀ ବ୍ୟବସ୍ଥା: ସରକାରୀ ନିଷ୍ପତିକୁ କାଏମ ରଖିଲେ ହାଇକୋର୍ଟ #କଟକ (ଏନ୍‌.ଏମ୍‌.): ସରକାର ଅବକାରୀ ଆଇନ ଓ ନୀତିରେ ସଂଶୋଧନ ଆଣି ୨୦୨୧ ଜାନୁଆରୀ ୭ତାରିଖରେ ବିଜ୍ଞପ୍ତି ପ୍ରକାଶ କରିଥିଲେ । ଏହାପରେ ଫେବୃଆରୀ ୨୬ ତାରିଖରେ ଅବକାରୀ ବିଭାଗ ଲଟେରୀ ନିୟମାବଳୀ ଜାରି କରିଥିଲେ । ଏପରି ନିୟମାବଳୀ ଆଧାରରେ ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳ ସେମାନଙ୍କ ଜିଲ୍ଲାରେ ଥିବା ମଦ ଦୋକାନ ଲାଇସେନ୍ସ ଲଟେରୀ ବ୍ୟବସ୍ଥାରେ ପ୍ରଦାନ ପାଇଁ ବିଜ୍ଞପ୍ତି…

Read More

ଓଡ଼ିଶା ହାଇକୋର୍ଟ ପାଇଁ ୪ଜଣ ନୂତନ ବିଚାରପତିଙ୍କ ନାମଘୋଷଣା

ଓଡ଼ିଶା ହାଇକୋର୍ଟ ପାଇଁ ୪ଜଣ ନୂତନ ବିଚାରପତିଙ୍କ ନାମଘୋଷଣା #କଟକ (ଏନ୍‌.ଏମ୍‌.): ଓଡ଼ିଶା ହାଇକୋର୍ଟ ପାଇଁ ଚାରି ଜଣଙ୍କୁ ନୂଆ ବିଚାରପତି ଭାବେ ନିଯୁକ୍ତି କରାଯାଇଛି । ଗତକାଲି ସୁପ୍ରିମକୋଟ କଲେଜିୟମର ଏକ ବୈଠକରେ ୪ଜଣ ନୂତନ ବିଚାରପତିଙ୍କ ନାମ ଘୋଷଣା କରାଯାଇଥିବା ଜଣାପଡ଼ିଛି । ଏହି ୪ଜଣଙ୍କ ମଧ୍ୟରୁ ୨ ଜଣ ବରିଷ୍ଠ ଆଇଜୀବୀ ହୋଇଥିବାବେଳେଦୁଇ ଜଣ ଜୁଡ଼ିସିଆଲ ଅଫିସର ରହିଛନ୍ତି । କଲେଜିୟମ ଘୋଷଣା ଅନୁଯାୟୀ ଏହି ନବନିଯୁକ୍ତ ବିଚାରପତିମାନେ ହେଲେ ଆଦିତ୍ୟ କୁମାର…

Read More

ବିଦ୍ୟୁତ ଆଘାତରେ ଶ୍ରମିକଙ୍କ ମୃତ୍ୟୁ: ନ୍ୟାୟ ପାଇଁ ଥାନାର ଦ୍ୱାରସ୍ଥ ହେଲେ ପରିବାର ଲୋକେ

#କଟକ(ଏନ୍‌.ଏମ୍‌.): ନିର୍ମାଣ କାର୍ଯ୍ୟ କରୁଥିବାବେଳେ ବିଦ୍ୟୁତ ଆଘାତରେ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ତେବେ ଏ ସଂକ୍ରାନ୍ତରେ ବିଧିବଦ୍ଧ ଅନୁଯାୟୀ ଥାନାରେ ରିପୋର୍ଟ ନହେବା ଶବ ବ୍ୟବଛେଦ କରାନଯାଇ ଅଞ୍ଚଳର କିଛି ଲୋକ ପରିବାର ଲୋକଙ୍କ ଉପରେ ଚାପ ପ୍ରୟୋଗ କରି ଶହ ଦାହ କରାଯାଇ ଦେଇଛନ୍ତି । ମାତ୍ର ପରବର୍ତ୍ତୀ ସମୟରେ ମୃତକଙ୍କ ଭାଇ ନ୍ୟାୟ ଦାବି କରିବା ନିମନ୍ତେ ଥାନାର ଦ୍ୱାରସ୍ଥ ହେବା ସହ କ୍ଷତିପୂରଣ ଦେବାକୁ ନିବେଦନ କରିଛନ୍ତି । ଏଭଳି…

Read More

ଘାସ କାଟିବା ବେଳେ ବଜ୍ରପାତରେ ଚାଲିଗଲା ଜୀବନ!

ଘାସ କାଟିବା ବେଳେ ବଜ୍ରପାତରେ ଚାଲିଗଲା ଜୀବନ! ଚୌଦ୍ୱାର (ଏନ୍‌.ଏମ୍‌.): ଜଣେ ବ୍ୟକ୍ତି ଗାଈ ପାଇଁ ଘାସ କାଟିବା ନିମନ୍ତେ ବିଲକୁ ଯାଇଥିବା ବେଳେ ବଜ୍ରପାତ ଯୋଗୁଁ ମୃତ୍ୟୁ ହୋଇଛି! ମୃତ ବ୍ୟକ୍ତି ଜଣକ ଚୌଦ୍ୱାର ଥାନା ଅନ୍ତର୍ଗତ ନଖରା ପଞ୍ଚାୟତ ବଡ଼ଚାଞ୍ଚୋ ଗ୍ରାମର ରଘୁନାଥ ବେହେରା(୬୦) ବୋଲି ଜଣାପଡ଼ିଛି । ସୂଚନା ଅନୁଯାୟୀ ରଘୁନାଥ ଭୋରୁ ଭୋରୁ ବିଲକୁ ଘାସ କାଟିବାକୁ ଚାଲିଯାଇଥିଲେ । ହେଲେ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଘରକୁ ନଫେରିବାରୁ ଘରଲୋକ ଖୋଜାଖୋଜି…

Read More