Nishkarsha

ଗ୍ୟାସ ଦର ବୃଦ୍ଧିକୁ ନେଇ କେନ୍ଦ୍ର ବିରୋଧରେ କଟକ ବିଜେଡିର ରଣ ହୁଙ୍କାର

ଗ୍ୟାସ ଦର ବୃଦ୍ଧିକୁ ନେଇ କେନ୍ଦ୍ର ବିରୋଧରେ କଟକ ବିଜେଡିର ରଣ ହୁଙ୍କାର କଟକ(ଏନ୍‌.ଏମ୍‌.): ଦୀର୍ଘଦିନ ପରେ ବିଜୁ ଜନତା ଦଳ କେନ୍ଦ୍ରର ବିଜେପି ସରକାର ବିରୋଧରେ ଆନ୍ଦୋଳନକୁ ଓହ୍ଲାଇଛି । ପେଟ୍ରୋଲ୍ ଡିଜେଲ୍ ସହ ରନ୍ଧନ ଗ୍ୟାସ ଦର ଅହେତୁକ ଭାବେ ବୃଦ୍ଧି ପାଇଥିବାରୁ କେନ୍ଦ୍ରର ବିଜେପି ନେତୃତ୍ୱାଧିନ ଏନଡିଏ ସରକାରଙ୍କୁ ଦାୟୀ କରି ବିଜେଡି ପ୍ରତିବାଦ ଆରମ୍ଭ କରିଛି । ଆଜିଠାରୁ ସମଗ୍ର ରାଜ୍ୟରେ ଯୁବ ବିଜେଡି, ଛାତ୍ର ଓ ମହିଳା ସଂଗଠନ ପ୍ରତିବାଦ…

Read More

ମହଙ୍ଗା ହେଲା ମୋବାଇଲ୍ ରିଚାର୍ଜ, ପ୍ରିପେଡ୍ ଶୁଳ୍କ ୨୦ ରୁ ୨୫ ପ୍ରତିଶତକୁ ବୃଦ୍ଧି କଲା ଏୟାରଟେଲ

ମହଙ୍ଗା ହେଲା ମୋବାଇଲ୍ ରିଚାର୍ଜ, ପ୍ରିପେଡ୍ ଶୁଳ୍କ ୨୦ ରୁ ୨୫ ପ୍ରତିଶତକୁ ବୃଦ୍ଧି କଲା ଏୟାରଟେଲ ନୂଆଦିଲ୍ଲୀ (ଏନ୍‌.ଏମ୍‌.):  ମୋବାଇଲରେ କଥାବାର୍ତ୍ତା କରି ନେଟ୍ ସର୍ଫିଂ ପାଇଁ ଆପଣଙ୍କୁ ଅଧିକ ଟଙ୍କା ଦେବାକୁ ପଡିବ । ମୋବାଇଲ୍ ଫୋନ୍ ରିଚାର୍ଜ ବର୍ତ୍ତମାନ ମହଙ୍ଗା ହୋଇଛି । ଦେଶର ଦ୍ୱିତୀୟ ବୃହତ୍ତମ ଟେଲିକମ୍ କମ୍ପାନୀ ଭାରତୀ ଏୟାରଟେଲ୍ ମୋବାଇଲ୍ ଶୁଳ୍କକୁ ୨୦ ରୁ ୨୫ ପ୍ରତିଶତ ବୃଦ୍ଧି କରିବାକୁ ଘୋଷଣା କରିଛି । ନଭେମ୍ବର ୨୬ ତାରିଖରୁ…

Read More

ଚୌଦ୍ୱାର-କଟକ ବିଜେଡି ପକ୍ଷରୁ ରନ୍ଧନ ଗ୍ୟାସ୍ ଦର ବୃଦ୍ଧି ପ୍ରତିବାଦରେ ବିକ୍ଷୋଭ ପ୍ରଦର୍ଶନ

ଚୌଦ୍ୱାର-କଟକ ବିଜେଡି ପକ୍ଷରୁ ରନ୍ଧନ ଗ୍ୟାସ୍ ଦର ବୃଦ୍ଧି ପ୍ରତିବାଦରେ ବିକ୍ଷୋଭ ପ୍ରଦର୍ଶନ ଚୌଦ୍ୱାର(ଏନ୍‌.ଏମ୍‌.): ସମ୍ପ୍ରତି ରନ୍ଧନ ଗ୍ୟାସର ଅହେତୁକ ମୂଲ୍ୟ ବୃଦ୍ଧି ରୋଷେଇ ଘରକୁ ସ୍ଥାଣୁ କରିଦେଇଛି । ବାରମ୍ବାର ଦରବୃଦ୍ଧି ଯୋଗୁଁ ମହିଳାମାନେ ପ୍ରଭାବିତ ହୋଇଛନ୍ତି । ତେବେ ଏହାର ପ୍ରତିବାଦରେ ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ଚୌଦ୍ୱାର-କଟକର ବିଧାୟକ ସୌଭିକ୍ ବିଶ୍ୱାଳଙ୍କ ନେତୃତ୍ୱରେ କେନ୍ଦ୍ର ସରକାରଙ୍କ ରନ୍ଧନ ଗ୍ୟାସ୍‌ର ଅହେତୁକ ଦର ବୃଦ୍ଧି ବିରୁଦ୍ଧରେ…

Read More

ଭିନ୍ନକ୍ଷମଙ୍କୁ ଦାଦାବଟି ମାଗି କ୍ୟାବିିନକୁ ଓଲଟାଇ ଦେଲେ ଦୁବୃର୍ତ୍ତ

ଭିନ୍ନକ୍ଷମଙ୍କୁ ଦାଦାବଟି ମାଗି କ୍ୟାବିିନକୁ ଓଲଟାଇ ଦେଲେ ଦୁବୃର୍ତ୍ତ ଜଗତପୁର(ଏନ୍‌.ଏମ୍‌.): କମିଶନରେଟ ପୁଲିସ ଅଞ୍ଚଳରେ ଦିନକୁ ଦିନ ଚୋରି, ଡକାୟତି, ଲୁଟ, ଦାଦାବଟି ଓ ହତ୍ୟାକାଣ୍ଡ ଭଳି ଘଟଣା ବୃଦ୍ଧିପାଇ ପୁଲିସକୁ ଖୋଲା ଚାଲେଞ୍ଜ କରି ଚାଲିଛନ୍ତି ଦୁର୍ବୃତ୍ତ । ଅପରାଧ ନିୟନ୍ତ୍ରଣ କରିବା ପାଇଁ କମିଶନରେଟ ପୁଲିସ ବିଭିନ୍ନ ପଦକ୍ଷେପ ନେଉଥିଲେ ମଧ୍ୟ ଦୁବୃର୍ତ୍ତମାନେ ଏହାକୁ ହଜମ କରି ଦେଉଥିବା ସାଧାରଣରେ ଚର୍ଚ୍ଚା ହେଉଛି । ବିଶେଷ କରି ଜଗତପୁର ଥାନା ଅଞ୍ଚଳରେ ଅପରାଧୀମାନେ ଏକ…

Read More

ବେଆଇନ ବାଲି ଚାଲଣ ପ୍ରତିବାଦରେ ଟାଙ୍ଗୀ-ଚୌଦ୍ୱାର ତହସିଲ ସମ୍ମୁଖରେ ସିପିଆଇ(ଏମ୍‌) ପକ୍ଷରୁ ଗଣବିକ୍ଷୋଭ

ବେଆଇନ ବାଲି ଚାଲଣ ପ୍ରତିବାଦରେ ଟାଙ୍ଗୀ-ଚୌଦ୍ୱାର ତହସିଲ ସମ୍ମୁଖରେ ସିପିଆଇ(ଏମ୍‌) ପକ୍ଷରୁ ଗଣବିକ୍ଷୋଭ କଟକ(ଏନ୍‌.ଏମ୍‌.): ବିରୂପା ନଦୀରୁ ବାଲି ମାଫିଆମାନେ ବେଆଇନ ଭାବେ ବାଲି ଚାଲଣ କରୁଥିବାବେଳେ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଛି ପ୍ରଶାସନ । ବିଭାଗୀୟ ଅଧିକାରୀଙ୍କ ଗୋଚରରେ ପ୍ରତିଦିନ ଶହ ଶହ ଟ୍ରିପ ବାଲି ହେଉଛି ଚୋରା ଚାଲଣ । ଅନ୍ୟପକ୍ଷରେ ଦୁର୍ବଳ ନଦୀବନ୍ଧ ରାସ୍ତାରେ ଭାରିଯାନ ଚଳାଚଳ ପାଇଁ ସ୍ଥାନୀୟ ତହସିଲଦାର ନିଷେଧାଦେଶ ଦେଇଥିଲେ ମଧ୍ୟ ବାଲି ମାଫିଆମାନେ ଏହାକୁ ବେଖାତିର କରିବା ସହ…

Read More

ତିନିଦିନ ଧରି ଗାନ୍ଧୀ ଯୁବଶିବିର ପାଇଁ ପ୍ରସ୍ତୁତି ବୈଠକ

ତିନିଦିନ ଧରି ଗାନ୍ଧୀ ଯୁବଶିବିର ପାଇଁ ପ୍ରସ୍ତୁତି ବୈଠକ ନିଆଳୀ(ଏନ୍‌.ଏମ୍‌.): ଓଡିଶାର ଅଗ୍ରଣୀ ସ୍ୱେଛାସେବୀ ଅନୁଷ୍ଠାନ ଗ୍ରାମୀଣ ସେବକ ସମାଜ ଟ୍ରଷ୍ଟ ପରିବାର ତରଫରୁ ଆଗାମୀ ଦିନରେ ତ୍ରିଦିବସ ଗାନ୍ଧୀଯୁବ ଶିବିର ଆୟୋଜନ ହେବା ପାଇଁ ପ୍ରସ୍ତୁତି ବୈଠକ ବଢିଆସାହି ସ୍ଥିତ କାର୍ଯ୍ୟାଳୟ ତଥା ଏଲ.ଏଚ.ଏସ କୋଚିଂ ସେଣ୍ଟର ପରିସରରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ଚେୟାରମ୍ୟାନ ଯୁବ ସମାଜସେବୀ ତଥା ଓଡିଶା ଗାନ୍ଧୀବାଦୀ ଫୋରମର ରାଜ୍ୟ ଯୁବ ସଭାପତି ସନ୍ତୋଷ କୁମାର ମାଝୀଙ୍କ ନେତୃତ୍ୱରେ ମୁଖ୍ୟ…

Read More

ସମଗ୍ର ଦେଶର ମତ୍ସ୍ୟ କ୍ଷେତ୍ରରେ ‘ଶ୍ରେଷ୍ଠ ପ୍ରଦର୍ଶନକାରୀ ସାମୁଦ୍ରିକ ଜିଲ୍ଲା’ ଭାବେ ପୁରସ୍କୃତ ହେଲା ବାଲେଶ୍ୱର ଜିଲ୍ଲା

ସମଗ୍ର ଦେଶର ମତ୍ସ୍ୟ କ୍ଷେତ୍ରରେ ‘ଶ୍ରେଷ୍ଠ ପ୍ରଦର୍ଶନକାରୀ ସାମୁଦ୍ରିକ ଜିଲ୍ଲା’ ଭାବେ ପୁରସ୍କୃତ ହେଲା ବାଲେଶ୍ୱର ଜିଲ୍ଲା ଭୁବନେଶ୍ୱର/ବାଲେଶ୍ୱର(ଏନ୍‌.ଏମ୍‌.): ଭୁବନେଶ୍ୱରଠାରେ ଭାରତ ସରକାରଙ୍କର ମତ୍ସ୍ୟ, ପ୍ରାଣୀସମ୍ପଦ ଓ ଗୋପାଳନ ବିଭାଗ ଆନୁକୂଲ୍ୟରେ ଆୟୋଜିତ ବିଶ୍ୱ ମତ୍ସ୍ୟ ଦିବସ-୨୦୨୧ ପାଳନ ଅବସରରେ ବାଲେଶ୍ୱର ଜିଲ୍ଲାକୁ ଶ୍ରେଷ୍ଠ ସାମୁଦ୍ରିକ ଜିଲ୍ଲା ଭାବେ ସମ୍ମାନ ପ୍ରଦାନ କରାଯାଇଛି । ଏହା ଫଳରେ ଓଡ଼ିଶା ମତ୍ସ୍ୟକ୍ଷେତ୍ରରେ ଆଉ ଏକ ମାଇଲ ଖୁଣ୍ଟ ଅତିକ୍ରମ କରି ଅନ୍ୟ ଏକ ସମ୍ମାନଜନକ ଜାତୀୟସ୍ତରର ମତ୍ସ୍ୟ ସମ୍ପଦ…

Read More

କିଶୋରୀ ବାଳିକାମାନଙ୍କ ନିମନ୍ତେ ରାଜ୍ୟସ୍ତରୀୟ ‘ଅଦ୍ୱିକା’ ସମ୍ମିଳନୀ

କିଶୋରୀ ବାଳିକାମାନଙ୍କ ନିମନ୍ତେ ରାଜ୍ୟସ୍ତରୀୟ ‘ଅଦ୍ୱିକା’ ସମ୍ମିଳନୀ ଭୁବନେଶ୍ୱର(ଏନ୍‌.ଏମ୍‌.): କିଶୋରୀ ବାଳିକାମାନଙ୍କ ସାମଗ୍ରିକ ବିକାଶ ଏବଂ ବିଭିନ୍ନ ପ୍ରସଙ୍ଗରେ ସେମାନଙ୍କ ମଧ୍ୟରେ ସାମାଜିକ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ମହିଳା ଓ ଶିଶୁବିକାଶ ବିଭାଗ ପକ୍ଷରୁ ୨୦୨୦ ମସିହା ଅକେଫାବର ୧୧ତାରିଖରେ ଆରମ୍ଭ ହୋଇଥିବା ‘ଅଦ୍ୱିକା’ କାର୍ଯ୍ୟକ୍ରମକୁ ଇତି ମଧ୍ୟରେ ଏକ ବର୍ଷ ପୂର୍ତ୍ତି ହୋଇଛି । ଏହି ପରିପ୍ରେକ୍ଷୀରେ ଶିଶୁ ଅଧିକାର ସପ୍ତାହର ଶେଷ ଦିନରେ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଅଙ୍ଗନବାଡ଼ି ସେବାରେ…

Read More

ମୋଦିଙ୍କୁ ଚିଠି ଲେଖିଲେ ନବୀନ: ‘ଆହୁରି ୮ ମାସ ମାଗଣା ରାସନ ଦିଅ’

ମୋଦିଙ୍କୁ ଚିଠି ଲେଖିଲେ ନବୀନ: ‘ଆହୁରି ୮ ମାସ ମାଗଣା ରାସନ ଦିଅ’ ଭୁବନେଶ୍ୱର (ଏନ୍‌.ଏମ୍‌.): ରାଜ୍ୟରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା (ପିଏମଜିକେଏୱାଇ)କୁ ବୃଦ୍ଧି କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରସ୍ତାବ ଦେଇଛନ୍ତି । ପୂର୍ବ ଘୋଷଣା ମୁତାବକ ୭ ମାସ ମାଗଣା ରାସନ୍ ଦିଆଯାଇଥିବା ବେଳେ ଆହୁରି ୮ ମାସ ଏହାକୁ ବଢ଼ାଇବାକୁ ମୁଖ୍ୟମନ୍ତ୍ରୀ ନିବେଦନ କରିଛନ୍ତି । ସମ୍ପ୍ରତି ରାଜ୍ୟରେ ମହାମାରୀର ପ୍ରଭାବ ସମ୍ପୂର୍ଣ୍ଣ ଭାବେ ଦୂର…

Read More

ସାହାରା ଜମାକର୍ତ୍ତା ସୁରକ୍ଷା ମଞ୍ଚର ସମାବେଶ: ମ୍ୟାଚୁରିଟି ପ୍ରାପ୍ୟ ତୁରନ୍ତ ପାଇବା ପାଇଁ ଆଲୋଚନା

ସାହାରା ଜମାକର୍ତ୍ତା ସୁରକ୍ଷା ମଞ୍ଚର ସମାବେଶ: ମ୍ୟାଚୁରିଟି ପ୍ରାପ୍ୟ ତୁରନ୍ତ ପାଇବା ପାଇଁ ଆଲୋଚନା କଟକ(ଏନ୍‌.ଏମ୍‌.): ଦୀର୍ଘ ଦିନ ଧରି ସାହାରା ଇଣ୍ଡିଆ ବିଭିନ୍ନ କ୍ରେଡିଟ କୋଅପରେଟିଭ ସୋସାଇଟି ଅନ୍ତର୍ଗତ ଜମା ଯୋଜନାର ମ୍ୟାଚୁରିଟି ପ୍ରାପ୍ୟ ଜମାକର୍ତ୍ତାଙ୍କୁ ଫେରାଉନଥିବା ଅଭିଯୋଗ ହୋଇଛି । ଦୀର୍ଘ ଦିନ ଧରି ସେମାନଙ୍କ ପ୍ରାପ୍ୟ ପାଉନଥିବା ଯୋଗୁ ଅସନ୍ତୁଷ୍ଟ ଜମାକର୍ତ୍ତା ଓ କାର୍ଯ୍ୟକର୍ତ୍ତା ମାନଙ୍କର ଏକ ସମାବେଶ \”ସାହାରା ଜମାକର୍ତ୍ତା ସୁରକ୍ଷା ମଞ୍ଚ’ତରଫରୁ ସ୍ଥାନୀୟ ବାଖରାବାଦ ସ୍ଥିତ \”ଗାନ୍ଧୀ ଭବନ’ଠାରେ ଏକ…

Read More

ରାଜ୍ୟ ଆଇନ ସେବା ଭବନରେ ଖୋଲିଲା ମଧ୍ୟସ୍ଥତା କେନ୍ଦ୍ର

ରାଜ୍ୟ ଆଇନ ସେବା ଭବନରେ ଖୋଲିଲା ମଧ୍ୟସ୍ଥତା କେନ୍ଦ୍ର #କଟକ(ଏନ୍‌.ଏମ୍‌.): ରାଜ୍ୟ ଆଇନ ସେବା ଭବନରେ ମଧ୍ୟସ୍ଥତା କେନ୍ଦ୍ର ଉଦଘାଟିତ ହୋଇଛି । ଆଜି ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ଏ ଏମ ଖାନଉଇଲକର ଓ ଜଷ୍ଟିସ ଏ ଏସ ବୋପାନ୍ନାଙ୍କ ଦ୍ୱାରା ଏହା ଉଦଘାଟିତ ହୋଇଯାଇଛି । ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଡକ୍ଟର ଏସ ମୁରଲୀଧର ମଧ୍ୟ ଉପସ୍ଥିତ ଥିଲେ । ଗତ ସେପ୍ଟେମ୍ବର ୨୫ରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଏନଭି ରମଣା…

Read More

ମହାନଦୀରୁ ଛାତ୍ରଙ୍କ ମୃତ ଦେହ ଉଦ୍ଧାର : ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ

ମହାନଦୀରୁ ଛାତ୍ରଙ୍କ ମୃତ ଦେହ ଉଦ୍ଧାର : ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ #କଟକ(ଏନ୍‌.ଏମ୍‌.): ଆଜି ମହାନଦୀ ବ୍ୟାରେଜ ନିକଟରୁ ଏକ ମୃତ ଦେହ ଭାସୁଥିବା ଦେଖିବାକୁ ମିଳିଛି । ଯୋବ୍ରା ଆନିକୋଟ ବ୍ରିଜ ୮୪ ନମ୍ବର ଗେଟ୍‌ରେ ଶବ ଟିଏ ଲାଗି ଥିବାର ପ୍ରାତଃ ଭ୍ରମଣ କରୁଥିବା କିଛି ଲୋକ ଦେଖି ଜଗତପୁର ଥାନାକୁ ଖବର ଦେଇଥିଲେ । ଖବରପାଇ ଜଗତପୁର ଥାନା ଘଟଣାସ୍ଥଳରେ ପହଞ୍ôଚ ଅଗ୍ନିଶମ ବିଭାଗକୁ ଜଣାଇବା ପରେ ଅଗ୍ନିଶମ କର୍ମଚାରୀ…

Read More