ଜୁନିୟର ହକି ବିଶ୍ୱକପ୨୦୨୧: ଯୁବ ବୃତ୍ତିଗତ କ୍ରୀଡ଼ାବିତଙ୍କ ପାଇଁ ଏକ ଶିକ୍ଷଣ ପ୍ଲାଟଫର୍ମ
ଜୁନିୟର ହକି ବିଶ୍ୱକପ୨୦୨୧: ଯୁବ ବୃତ୍ତିଗତ କ୍ରୀଡ଼ାବିତଙ୍କ ପାଇଁ ଏକ ଶିକ୍ଷଣ ପ୍ଲାଟଫର୍ମ ଭୁବନେଶ୍ୱର(ଏନ୍.ଏମ୍.): ଯେତେବେଳେ ଏଫଆଇଏଚ୍ ଓଡ଼ିଶା ହକି ପୁରୁଷ ଜୁନିୟର ବିଶ୍ୱକପ ୨୦୨୧ର କ୍ୱାର୍ଟର ଫାଇନାଲରେ ଭାରତ, ବେଲଜିୟମକୁ ପରାସ୍ତ କଲା, ସେତେବେଳେ ଏହା ସମସ୍ତଙ୍କ ପାଇଁ ଏକ ଖୁସିର ମୂହୁର୍ତ୍ତ ଥିଲା । ବିଶେଷ କରି କଳିଙ୍ଗ ଷ୍ଟାଡିୟମରେ ନିୟୋଜିତ ହୋଇଥିବା ସ୍ୱେଚ୍ଛାସେବୀମାନଙ୍କ ଭିତରେ ଏହା ସୃଷ୍ଟି କରିଥିଲା ଏକ ଅଭୂତପୂର୍ବ ଶିହରଣ । ସମ୍ମାନଜନକ ବିଶ୍ୱକପର ଅଂଶ ହୋଇ କ୍ୱାର୍ଟର ଫାଇନାଲର…
