ପବିତ୍ର ମକର ସଂକ୍ରାନ୍ତିର ଗୁଡ଼ିଉଡ଼ା: କାହା ପାଇଁ ପୁଷମାସ ତ କାହା ପାଇଁ ସର୍ବନାସ
ପବିତ୍ର ମକର ସଂକ୍ରାନ୍ତିର ଗୁଡ଼ିଉଡ଼ା: କାହା ପାଇଁ ପୁଷମାସ ତ କାହା ପାଇଁ ସର୍ବନାସ #କଟକ(ଏନ୍.ଏମ୍.): ପବିତ୍ର ମକର ସଂକ୍ରାନ୍ତି ଅବସରରେ ନିଳ ଆକାଶର ବୁକୁରେ ରଙ୍ଗିନ ଗୁଡ଼ି ଉଡ଼ାଇବାର ମଜା ନିଆରା । ପବନର ତାଳେ ତାଳେ ଗୁଡ଼ି ଉଡ଼ାଇ ମଜା ଅନୁଭବ କରିବାର ପରମ୍ପରା କାହିଁ କେତେକାଳରୁ ରହିଛି । ମାତ୍ର ଏବେ ଗୁଡ଼ିଉଡ଼ାର ସଉକ କାହାପାଇଁ ପୁଷ ମାସ ତ ଆଉ କାହା ପାଇଁ ସର୍ବନାଶ ପାଲଟିଥିବା ଦେଖିବାକୁ ମିଳିଛି । ବିଶେଷ…
