କଟକ ମିଡିଆ କପ୍: ବ୍ଲୁ କୁ ହରାଇ ରେଡ୍ ବିଜେତା
କଟକ ମିଡିଆ କପ୍: ବ୍ଲୁ କୁ ହରାଇ ରେଡ୍ ବିଜେତା କଟକ(ଏନ୍.ଏମ୍.): ଐତିହାସିକ ବାରବାଟୀ ଷ୍ଟାଡିୟମରେ ଆୟୋଜିତ କଟକ ମିଡିଆ କପ୍ରେ ଟିମ୍ ବ୍ଲୁ’କୁ ହରାଇ ଟିମ୍ ରେଡ୍ ବିଜେତା ହୋଇଛି । ଓସିଏ ଆନୁକୂଲ୍ୟରେ ଆୟୋଜିତ ହୋଇଥିବା ଏହି ପ୍ରତିଯୋଗିତାର ଫାଇନାଲ୍ରେ ବ୍ଲୁ ଟସ୍ ଜିତି ବୋଲିଂ କରିଥିଲା । ଅଧିନାୟକ ବିଶ୍ୱଜିତ ଦାସଙ୍କ ୩୨ରନ୍ ଓ ପ୍ରମୋଦ ସାମନ୍ତରାୟଙ୍କ ୧୬ରନ୍ ସହାୟତାରେ ରେଡ୍ ନିର୍ଧାରିତ ୮ ଓଭରରେ ୩ ୱିକେଟ ହରାଇ ୯୩ ରନ୍…
