ବିଜେଡ଼ିର ପ୍ରତିଷ୍ଠା ଦିବସ: ମହିଳାଙ୍କ ରାଲିରେ ସାମିଲ ହେଲେ ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ
ବିଜେଡ଼ିର ପ୍ରତିଷ୍ଠା ଦିବସ: ମହିଳାଙ୍କ ରାଲିରେ ସାମିଲ ହେଲେ ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ କଟକ(ଏନ୍.ଏମ୍.): ରାଜ୍ୟର ବିଭିନ୍ନ ସ୍ଥାନରେ ପାଳିତ ହୋଇଯାଇଛି ୨୫ତମ ବିଜେଡ଼ି ପ୍ରତିଷ୍ଠା ଦିବସ । ରାଜଧାନୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚ୍ଚୁଆଲ ମାଧ୍ୟମରେ ଅନୁଷ୍ଠିତ ବିଭିନ୍ନ ସଭାରେ ଅଭିଭାଷଣ ରଖିଥିଲେ । ତେବେ ରାଜଧାନୀ ସମେତ ୩୦ଟି ଯାକ ଜିଲ୍ଲାରେ ମନ୍ତ୍ରୀ, ସାଂସଦ, ବିଧାୟକ ଓ ସ୍ଥାନୀୟ ନେତୃତ୍ୱ ଯୋଗଦେଇ ୨୫ବର୍ଷର ସେବା ସମ୍ପର୍କରେ ଆଲୋକପାତ କରିଥିଲେ । ସେହିଭଳି…
