ସିଏମସି ୪୦ ନମ୍ବର ୱାର୍ଡ଼ରେ ବିଜେଡିର ପ୍ରଚାର
ସିଏମସି ୪୦ ନମ୍ବର ୱାର୍ଡ଼ରେ ବିଜେଡିର ପ୍ରଚାର କଟକ (ଏନ୍.ଏମ୍.): କଟକ ମହାନଗର ନିଗମରେ ପୌର ନିର୍ବାଚନ ପାଇଁ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ରଣହୁଙ୍କାର ଦିଆଯାଇଛି । ଏହି ପରିପ୍ରେକ୍ଷୀରେ ବିଭିନ୍ନ ପ୍ରାର୍ଥୀଙ୍କ ପକ୍ଷରୁ ଶକ୍ତି ପ୍ରଦର୍ଶନ ମଧ୍ୟ କରାଯାଉଛି । ବିଶାଳ ରାଲି ମାଧ୍ୟମରେ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଏକ ପ୍ରକାର ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି । ସିଏମସି ୪୦ନମ୍ବର ୱାର୍ଡ଼ରେ ବିଜେଡି ପ୍ରାର୍ଥୀ ନିଜ ସମର୍ଥକଙ୍କୁ ଧରି ଘରଘର ବୁଲି ଭୋଟ…
