ଲାଇଟ ପୋଷ୍ଟରେ ମାଡ଼ ହୋଇଗଲା ଯାତ୍ରୀବାହୀ ବିମାନ, ଅଳ୍ପକେ ବର୍ତ୍ତିଗଲେ ଯାତ୍ରୀ
ଲାଇଟ ପୋଷ୍ଟରେ ମାଡ଼ ହୋଇଗଲା ଯାତ୍ରୀବାହୀ ବିମାନ, ଅଳ୍ପକେ ବର୍ତ୍ତିଗଲେ ଯାତ୍ରୀ ନୂଆଦିଲ୍ଲୀ(ଏନ୍.ଏମ୍.): ଦିଲ୍ଲୀ ବିମାନ ବନ୍ଦରରେ ଏକ ଦୁର୍ଘଟଣା ଘଟିଛି । ଏକ ଲାଇଟ ପୋଷ୍ଟରେ ଯାତ୍ରୀବାହୀ ବିମାନଟି ମାଡ଼ ହୋଇ ଯାଇଛି । ତେବେ ଏହି ଦୁର୍ଘଟଣାରେ ଯାତ୍ରୀମାନଙ୍କର କୌଣସି କ୍ଷତି ହୋଇନଥିଲେ ମଧ୍ୟ ବିମାନର ଡେଣା କ୍ଷତିଗ୍ରସ୍ତ ହୋଇଥିବା ଜଣାପଡ଼ିଛି । ସୂଚନା ଅନୁଯାୟୀ ଆଜି ଦିଲ୍ଲୀ ବିମାନ ବନ୍ଦରରେ ସ୍ପାଇସଜେଟର ଏକ ଯାତ୍ରୀବାହୀ ବିମାନ ଉଡ଼ାଣ ଭରିବା ପାଇଁ ଉଦ୍ୟମ କରୁଥିବାବେଳେ…
