ଓପୋ ମୋବାଇଲ କମ୍ପାନୀକୁ ବିରୋଧ କରି ବିକ୍ଷୋଭ
ଓପୋ ମୋବାଇଲ କମ୍ପାନୀକୁ ବିରୋଧ କରି ବିକ୍ଷୋଭ କଟକ(ଏନ୍.ଏମ୍.): ଅଲ୍ ଇଣ୍ଡିଆ ମୋବାଇଲ ରିଟେଲର ଆସୋସିଏସନ୍ ପକ୍ଷରୁ ଓପୋ କମ୍ପାନୀକୁ ବିରୋଧ କରି କଟକରେ ପ୍ରତିବାଦ ପ୍ରଦର୍ଶନ କରାଯାଇଛି । ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ବାଦାମବାଡ଼ି ଭରତିଆ ଟାୱାର ସାମ୍ନାରେ କଟକ ମୋବାଇଲ ରିଟେଲରମାନେ ବ୍ୟାନର ଧରି ପ୍ରତିବାଦ କରିଥିଲେ । ପ୍ରତିବାଦକାରୀଙ୍କ ଅଭିଯୋଗ ଅନୁଯାୟୀ, ଓପୋ ମୋବାଇଲ ନିର୍ମାତା କମ୍ପାନୀ ନୂଆ କରି ଏବେ ବଜାରକୁ ଛାଡିଥିବା କେ ସିରିଜ୍ ହ୍ୟାଣ୍ଡସେଟ୍ କେବଳ ଅନଲାଇନ୍ରେ ଉପଲବ୍ଧ…
