ସଙ୍କଟରେ ବନ୍ୟଜନ୍ତୁ: ବିଭାଗୀୟ ଅଧିକାରୀଙ୍କ କୁମ୍ଭକର୍ଣ୍ଣ ନିଦ୍ରା ଭାଙ୍ଗିବ କେବେ ? ଶେଷରେ ଆଖିବୁଜିଲା ଗୁଳିବିଦ୍ଧ ଗଜରାଜ, ଗାଁରୁ ଉଦ୍ଧାର ହେଲା ଆହତ ସମ୍ବର
ସଙ୍କଟରେ ବନ୍ୟଜନ୍ତୁ: ବିଭାଗୀୟ ଅଧିକାରୀଙ୍କ କୁମ୍ଭକର୍ଣ୍ଣ ନିଦ୍ରା ଭାଙ୍ଗିବ କେବେ ? ଶେଷରେ ଆଖିବୁଜିଲା ଗୁଳିବିଦ୍ଧ ଗଜରାଜ, ଗାଁରୁ ଉଦ୍ଧାର ହେଲା ଆହତ ସମ୍ବର ନରସିଂହପୁର(ଏନ୍.ଏମ୍.): କଟକ ଜିଲ୍ଲା ନରସିଂହପୁର ଅଞ୍ଚଳରେ ଦୀର୍ଘଦୀନ ଧରି ଗୁଳିବିଦ୍ଧ ଅବସ୍ଥାରେ ଯନ୍ତ୍ରଣା ଭୋଗୁଥିବା ଗଜରାଜ ଚିକିତ୍ସାଧିନ ଅବସ୍ଥାରେ ଆଖି ବୁଜିଥିବା ଜଣାପଡ଼ିଛି । ଦୀର୍ଘ ଆଠ ଦିନର ସଂଘର୍ଷ ପରେ ଶେଷରେ ଗୁଳିବିଦ୍ଧ ଦନ୍ତାହାତୀଟି ମୃତ୍ୟୁବରଣ କରିଛି । ନରସିଂହପୁର ପଶ୍ଚିମ ବନବିଭାଗ ଜୟପୁର ଜଙ୍ଗଲରେ ଚିକିତ୍ସାଧୀନ ଅବସ୍ଥାରେ ଏହି…
