ରାମବିଳାଶ ଶର୍ମା ସ୍ମୃତି ସଂସଦ ପକ୍ଷରୁ ଶିଶୁଦିବସ
ରାମବିଳାଶ ଶର୍ମା ସ୍ମୃତି ସଂସଦ ପକ୍ଷରୁ ଶିଶୁଦିବସ କଟକ(ଏନ୍.ଏମ୍.): ରାମବିଳାଶ ଶର୍ମା ସେବା ସ୍ମୃତି ସଂସଦ ଓ ରେଭେନ୍ସା ସରକାରୀ ବାଳିକା ବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ ଆଜି ବିଦ୍ୟାଳୟ ପରିସରରେ ସ୍ୱାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ପଣ୍ଡିତ ଜବାହାରଲାଲ ନେହେରୁଙ୍କର ଜନ୍ମଦିନ ଅବସରରେ ଶିଶୁ ଦିବସ ପାଳନ କରାଯାଇଛି । ଭାରତ ସରକାର ନେହେରୁଙ୍କର ଶିଶୁମାନଙ୍କ ପ୍ରତି ସ୍ନେହ ଓ ଶ୍ରଦ୍ଧା ଯୋଗୁଁ ପ୍ରତିବର୍ଷ ନଭେମ୍ବର ୧୪ ତାରିଖ ଦିନ ସମଗ୍ର ଦେଶରେ ଶିଶୁ ଦିବସ…
