ଖୋର୍ଦ୍ଧା ଶରଧାପୁର ଅଞ୍ଚଳରେ ବାଘ ଆତଙ୍କ
ଖୋର୍ଦ୍ଧା ଶରଧାପୁର ଅଞ୍ଚଳରେ ବାଘ ଆତଙ୍କ ଖୋର୍ଦ୍ଧା(ଏନ୍.ଏମ୍.): ଖୋର୍ଦ୍ଧା ବ୍ଲକ ଶରଧାପୁର, ତରତୁଆ, ହଳଦିପଦା ଓ ଅର୍ଜୁନପୁର ଆଦି ଅଞ୍ଚଳରେ ବାଘ ଆତଙ୍କ ସୃଷ୍ଟି ହୋଇଛି । ଏପରିକି ଗାଁରେ ତାଟି କଣ୍ଟା ପଡ଼ିଯାଇଥିବା ଜଣାପଡ଼ିଛି । ଗାଁ ପାଖ କାଜୁ ଜଙ୍ଗଲରେ ବାଘ ବୁଲିବା ପ୍ରଚାର ହୋଇଯିବା ପରେ ଉକ୍ତ ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି ହୋଇଛି । ତେବେ ଏଭଳି ଖବର ପାଇବା ପରେ ବନ ବିଭାଗ ତରଫରୁ ଦୁଇଟି ଟିମ ସନ୍ଧ୍ୟାରେ ବାଘ…
