ଜଗତପୁରରୁ ତହସିଲ୍ କାର୍ଯ୍ୟାଳୟ ସ୍ଥାନାନ୍ତରକୁ ବିରୋଧ
ଜଗତପୁରରୁ ତହସିଲ୍ କାର୍ଯ୍ୟାଳୟ ସ୍ଥାନାନ୍ତରକୁ ବିରୋଧ ଜଗତପୁର(ଏନ୍.ଏମ୍.): ଟାଙ୍ଗୀ-ଚୌଦ୍ୱାର ତହସିଲ କାର୍ଯ୍ୟାଳୟ ଦୀର୍ଘ ବର୍ଷ ଧରି ଜଗତପୁର ଅଞ୍ଚଳରେ ଥିବାବେଳେ ଏହାକୁ ସ୍ଥାନାନ୍ତର କରିବାକୁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଆସିଛି । ତେବେ ଏହି କାର୍ଯ୍ୟାଳୟର ସ୍ଥାନାନ୍ତର ବାତିଲ ଦାବିରେ ଜଗତପୁର ଅଞ୍ଚଳରେ ଜନସାଧାରଣ ବିକ୍ଷୋଭ କରିଥିବା ଦେଖିବାକୁ ମିଳିଛି । ସୂଚନା ଅନୁଯାୟୀ, ଦୀର୍ଘ ୩୯ବର୍ଷ ତଳୁ ଗମନାଗମନ ଇତ୍ୟାଦି ସୁବିଧା ଦୃଷ୍ଟିରୁ ଜଗତପୁର ଠାରେ ତହସିଲ୍ କାର୍ଯ୍ୟାଳୟ କାର୍ଯ୍ୟକ୍ଷମ ହେଇ ଆସୁଅଛି । ମାତ୍ର…
