ଯାଜପୁର କୋରେଇ ଟ୍ରେନ୍ ଦୁର୍ଘଟଣା: ୮ ଟ୍ରେନ୍ ବାତିଲ, ୧୨ଟିର ମାର୍ଗ ପରିବର୍ତ୍ତନ ; ମୃତକ ପରିବାରକୁ କେନ୍ଦ୍ର ଦେବ ୫ଲକ୍ଷ ଓ ରାଜ୍ୟ ଦେବ ୨ଲକ୍ଷ ଟଙ୍କା
ଯାଜପୁର କୋରେଇ ଟ୍ରେନ୍ ଦୁର୍ଘଟଣା: ୮ ଟ୍ରେନ୍ ବାତିଲ, ୧୨ଟିର ମାର୍ଗ ପରିବର୍ତ୍ତନ ମୃତକ ପରିବାରକୁ କେନ୍ଦ୍ର ଦେବ ୫ଲକ୍ଷ ଓ ରାଜ୍ୟ ଦେବ ୨ଲକ୍ଷ ଟଙ୍କା ଯାଜପୁର/ଭୁବନେଶ୍ୱର(ଏନ୍.ଏମ୍.): ଯାଜପୁର ଜିଲ୍ଲା କୋରେଇ ଷ୍ଟେସନରେ ମାଲବାହୀ ଟ୍ରେନ୍ ଲାଇଚ୍ୟୁତ ହେବା ଯୋଗୁଁ ଏକ ବଡ଼ ଦୁର୍ଘଟଣା ଘଟିବା ସହ ୩ଜଣ ବ୍ୟକ୍ତିଙ୍କ ପ୍ରାଣହାନି ଘଟିଛି । ଦୁର୍ଘଟଣା ପରେ ସେହି ରୁଟରେ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହୋଇଛି । ସେହି ରୁଟ୍ ଦେଇ ଯିବାକୁ ଥିବା ୮ଟି…
