ସାବାସ କଳ୍ପନା: ସାଇବର ଲୁଟେରାଙ୍କୁ ଭକୁଆ କଲେ ଓଡ଼ିଆ ବୋହୁ
ସାବାସ କଳ୍ପନା: ସାଇବର ଲୁଟେରାଙ୍କୁ ଭକୁଆ କଲେ ଓଡ଼ିଆ ବୋହୁ ବ୍ରହ୍ମପୁର(ଏନ୍.ଏମ୍.): ସାଇବର ଲୁଟେରାଙ୍କୁ ଭୁଆଁ ବୁଲାଇଲେ ମହିଳା । ମହିଳାଙ୍କଠାରୁ ଟଙ୍କା ଲୁଟ୍ କରିବାକୁ ସମ୍ପୂର୍ଣ୍ଣ ଯୋଜନା ପ୍ରସ୍ତୁତ କରି ଜାଲ ବିଛାଇ ସାରିଥିଲେ ସାଇବର ଲୁଟେରା । ହେଲେ କିଛି ବି ହାସଲ କରି ପାରିଲେନି । ଓଲଟା ପଛଘୁଞ୍ଚା ଦେବାକୁ ବାଧ୍ୟ ହେଲେ । ଏପରି ଏକ ଆଶ୍ଚର୍ୟ୍ୟଜନକ ଘଟଣା ଆଜି ବ୍ରହ୍ମପୁର ସହରରେ ଘଟିଛି । ସାଇବର ଠକଙ୍କ କବଳରୁ ବର୍ତ୍ତି…
