Nishkarsha

ଡିସେମ୍ୱର ୨୪ ଓ ୨୫ରେ ଭୁବନେଶ୍ୱର ସୈନିକ ସ୍କୁଲର ହୀରକ ଜୟନ୍ତୀ

ଡିସେମ୍ୱର ୨୪ ଓ ୨୫ରେ ଭୁବନେଶ୍ୱର ସୈନିକ ସ୍କୁଲର ହୀରକ ଜୟନ୍ତୀ #ଭୁବନେଶ୍ୱର(ଏନ୍‌.ଏମ୍‌.): ଭୁବନେଶ୍ୱରସ୍ଥିତ ସୈନିକ ସ୍କୁଲର ହୀରକ ଜୟନ୍ତୀ ଆଗାମୀ ଡିସେମ୍ବର ୨୪ ଓ ୨୫ ତାରିଖ ଦୁଇ ଦିନ ଧରି ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହେବ । ଏହି ଉତ୍ସବକୁ ମହାସମାରୋହରେ ପାଳନ କରାଯିବା ପାଇଁ ବିଦ୍ୟାଳୟ ଏବଂ ବିଦ୍ୟାଳୟର ପୂରାତନ ଛାତ୍ର ପରିଷଦ ତରଫରୁ ବିଭିନ୍ନ କାର୍ଯ୍ୟକ୍ରମ ଗ୍ରହଣ କରାଯାଉଥିବା ସମ୍ପର୍କରେ ପ୍ରେସ୍ ବିବୃତ୍ତି ମାଧ୍ୟମରେ ବିଦ୍ୟାଳୟର ଅଧ୍ୟକ୍ଷ ଓ ପୁରାତନ ଛାତ୍ର…

Read More

ଆଠଗଡ଼ ମହୋତ୍ସବ ଉଦ୍‌ଯାପିତ

ଆଠଗଡ଼ ମହୋତ୍ସବ ଉଦ୍‌ଯାପିତ ଭାଷା, କଳା ଓ ସଂସ୍କୃତିର ଉନ୍ନତି ଜାତିର ପ୍ରଗତି : ମନ୍ତ୍ରୀ ରଣେନ୍ଦ୍ର ଆଠଗଡ଼(ଏନ୍‌.ଏମ୍‌.): ଭାଷା, କଳା ଓ ସଂସ୍କୃତିର ଉନ୍ନତି ହେଲେ ଗୋଟିଏ ଜାତିର ପ୍ରଗତି ହୋଇ ପାରିବ । ଆଜି ଓଡ଼ିଶା ଭାଷା, କଳା ଓ ସଂସ୍କୃତିକୁ ନେଇ ବିଶ୍ୱ ଦରବାରରେ ସ୍ୱତନ୍ତ୍ର ପରିଚୟର ଅଧିକାରୀ ହୋଇପାରିଛି । ତେବେ ଆଠଗଡ଼କୁ ଛାଡ଼ିଦେଲେ ଓଡ଼ିଶାର ପରିଚୟ ଅଧୁରା ରହିଯିବ । ଆଜି ପ୍ରଗତି ପଥରେ ଆଠଗଡ଼ ଆଗେଇ ଚାଲିଛି ।…

Read More

ଓଡ଼ିଶା ମିଡ଼ିଆ ଆୱାର୍ଡ଼ ୨୦୨୨ ସମାରୋହ:୧୫ଟି ବର୍ଗରେ ୧୮ ଜଣ ସମ୍ମାନିତ

ଓଡ଼ିଶା ମିଡ଼ିଆ ଆୱାର୍ଡ଼ ୨୦୨୨ ସମାରୋହ:୧୫ଟି ବର୍ଗରେ ୧୮ ଜଣ ସମ୍ମାନିତ ‘ପ୍ରଗତିଶାଳୀ ସାମ୍ବାଦିକ ମାନେ ହିଁ ସାମାଜର ଜାଗ୍ରତ ପ୍ରହରୀ’ #କୋଣାର୍କ (ଏନ୍‌.ଏମ୍‌.): ନମସ୍କାର କମ୍ୟୁନିଟି ମିଡ଼ିଆ ନେଟୱର୍କ ଏବଂ ୟଙ୍ଗ ଇଣ୍ଡିଆ ପକ୍ଷରୁ କୋଣାର୍କ ଯାତ୍ରୀ ନିବାସଠାରେ ଓଡ଼ିଶା ମିଡିଆ ଆୱାର୍ଡ-୨୦୨୨ ଅନୁଷ୍ଠିତ ହୋଇଯାଇଛି । ଓଡିଶାରେ ସାମ୍ବାଦିକତାର ମୂଲ୍ୟବୋଧ, ଗୁଣାତ୍ମକ ମାନ, ନୂତନ ପରୀକ୍ଷା ନିରୀକ୍ଷା, ସାଧାରଣ ଲୋକଙ୍କ ସମସ୍ୟା ପ୍ରତି ଅଙ୍ଗୀକାର, ନୂତନ ପ୍ରତିଭା ତଥା ସାମଗ୍ରିକ ଭାବେ ଗୁଣାତ୍ମକ ଅବଦାନକୁ…

Read More

ଭଲିବଲ କ୍ଲଷ୍ଟର ପ୍ରତିଯୋଗିତାରେ ପଦକ ଜିତିବା ପରେ ଡିଜିପିଙ୍କ ଠାରୁ ସମ୍ବର୍ଦ୍ଧିତ ହେଲେ ଖେଳାଳୀ

ଭଲିବଲ କ୍ଲଷ୍ଟର ପ୍ରତିଯୋଗିତାରେ ପଦକ ଜିତିବା ପରେ ଡିଜିପିଙ୍କ ଠାରୁ ସମ୍ବର୍ଦ୍ଧିତ ହେଲେ ଖେଳାଳୀ #କଟକ(ଏନ୍‌.ଏମ୍‌.): ସର୍ବଭାରତୀୟ ପୁଲିସ ଭଲିବଲ କ୍ଲଷ୍ଟର-୨୦୨୨ ପ୍ରତିଯୋଗିତାର ଯୋଗ ବିଭାଗରେ ପଦକ ଜିତିଥିବା ଓଡିଶା ପୁଲିସ ଯୋଗ ଟିମର ପ୍ରତିଯୋଗୀଙ୍କୁ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ସୁନୀଲ କୁମାର ବଂସଲ ଅଭିନନ୍ଦନ ଜଣାଇବା ସହିତ ସମ୍ବର୍ଦ୍ଧିତ କରିଛନ୍ତି । ଉଭୟ ସ୍ୱର୍ଣ୍ଣ ଓ ରୌପ୍ୟ ପଦକ ଜିତିଥିବା ପ୍ରତିଯୋଗୀମାନେ ଆଜି ଅପରାହ୍ନରେ ରାଜ୍ୟ ପୁଲିସ ମୁଖ୍ୟାଳୟରେ ଡିଜିପି ଶ୍ରୀ ବଂସଲଙ୍କୁ ସାକ୍ଷାତ କରିଥିଲେ…

Read More

ଅବକାରୀ ହାଜତରେ ଯୁବକଙ୍କ ମୃତ୍ୟୁ: ପରିବାରଲୋକେ ଆଣିଲେ ହତ୍ୟା ଅଭିଯୋଗ

ଅବକାରୀ ହାଜତରେ ଯୁବକଙ୍କ ମୃତ୍ୟୁ: ପରିବାରଲୋକେ ଆଣିଲେ ହତ୍ୟା ଅଭିଯୋଗ ଚୌଦ୍ୱାର(ଏନ୍‌.ଏମ୍‌.): ଅବକାରୀ ବିଭାଗ ହାଜତରେ ଜଣେ ଯୁବକଙ୍କ ଅସ୍ୱାଭାବିକ ମୃତ୍ୟୁକୁ ନେଇ ଚୌଦ୍ୱାର ଅଞ୍ଚଳରେ ଅସନ୍ତୋଷ ତେଜିବାରେ ଲାଗିଛି । ତେବେ ଅବକାରୀ ବିଭାଗ କର୍ମଚାରୀ ତାଙ୍କୁ ବାଡେଇ ବାଡେଇ ମାରିଦେଇଥିବା ପରିବାର ଲୋକେ ଅଭିଯୋଗ କରୁଥିବାବେଳେ ଅସୁସ୍ଥତା ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବା କର୍ମଚାରୀମାନେ ସଫେଇ ଦେଉଛନ୍ତି । ତେବେ ଗତକାଲି ବିଳମ୍ବିତ ରାତିରେ ଏଭଳି ଅଭାବନୀୟ ଘଟଣା ଚୌଦ୍ୱାର ଅବକାରୀ ଉପନିରୀକ୍ଷକଙ୍କ କାର୍ଯ୍ୟାଳୟରେ…

Read More

ବାରବାଟୀରେ ହକି ବିଶ୍ୱକପ ଉଦଘାଟନୀ ସମାରୋହ ନେଇ ଉଚ୍ଚସ୍ତରୀୟ ବୈଠକ

ବାରବାଟୀରେ ହକି ବିଶ୍ୱକପ ଉଦଘାଟନୀ ସମାରୋହ ନେଇ ଉଚ୍ଚସ୍ତରୀୟ ବୈଠକ କଟକ(ଏନ୍‌.ଏମ୍‌.): ଆସନ୍ତା ଜାନୁଆରୀ ୧୧ ତାରିଖରେ ଐତିହାସିକ ବାରବାଟୀ ଷ୍ଟାଡିୟମରେ ପୁରୁଷ ହକି ବିଶ୍ୱକପ ଉଦଘାଟନୀ ସମାରୋହ ଅନୁଷ୍ଠିତ ହେବ । ଉଦଘାଟନୀ କାର୍ଯ୍ୟକ୍ରମକୁ ରଙ୍ଗାରଙ୍ଗ କରିବା ଲାଗି ବହୁ ନାମୀଦାମୀ କଳାକାର ସହ ଖ୍ୟାତି ସମ୍ପନ୍ନ କଣ୍ଠଶିଳ୍ପୀମାନେ ସାମିଲ ହେବେ । ଏହି ଉତ୍ସବ ଲାଗି ବାରବାଟୀକୁ କିଭଳି ଭାବେ ପ୍ରସ୍ତୁତ କରାଯାଉଛି ଏହାର ସମୀକ୍ଷା ଲାଗି ଏକ ଉଚ୍ଚସ୍ତରୀୟ ବୈଠକ ଓଡ଼ିଶା କ୍ରିକେଟ…

Read More

ସାମ୍ବାଦିକ ରାଜେଶ ଜେନା ଓ ସମାଜସେବୀ ହିମାଂଶୁ ମହାନ୍ତି ପାଇଲେ ବନବିହାରୀ ମହାନ୍ତି ସ୍ମୃତି ସମ୍ମାନ

ବରିଷ୍ଠ ସାମ୍ବାଦିକ ବନବିହାରୀ ମହାନ୍ତିଙ୍କ ପ୍ରଥମ ସ୍ମୃତିସଭା ସାମ୍ବାଦିକ ହିଁ ଭାଷା ସାହିତ୍ୟ ଓ ସଂସ୍କୃତିର ବାର୍ତ୍ତା ବିତରଣ କରିଥାଏ:ମନ୍ତ୍ରୀ ସାମ୍ବାଦିକ ରାଜେଶ ଜେନା ଓ ସମାଜସେବୀ ହିମାଂଶୁ ମହାନ୍ତି ପାଇଲେ ବନବିହାରୀ ମହାନ୍ତି ସ୍ମୃତି ସମ୍ମାନ #କଟକ(ଏନ୍‌.ଏମ୍‌.): ଗୋଟିଏ ଜାତିର ପରିଚୟ ତା’ର ଭାଷା ସାହିତ୍ୟ ଓ ସଂସ୍କୃତିକୁ ନେଇ ସୃଷ୍ଟି ହୋଇଥାଏ । ସେହିଭଳି ସାହିତ୍ୟ ଓ ସାମ୍ବାଦିକତା ଗୋଟିଏ ମୁଦ୍ରାର ଦୁଇଟି ପାଶ୍ୱର୍, ତେଣୁ ସାମ୍ବାଦିକ ହିଁ ଭାଷା, ସାହିତ୍ୟ, ସଂସ୍କୃତିର ବାର୍ତ୍ତା…

Read More

ଭାରତ ସୀମାରେ ଚୀନର ଅଧିକ ଡ୍ରୋନ୍ ଓ ଯୁଦ୍ଧ ବିମାନ ଠୁଳ

ଭାରତ ସୀମାରେ ଚୀନର ଅଧିକ ଡ୍ରୋନ୍ ଓ ଯୁଦ୍ଧ ବିମାନ ଠୁଳ #ନୂଆଦିଲ୍ଲୀ(ଏଜେନ୍ସି): ଚୀନର ବଳପଶା ନୀତି ପୁଣି ଉଦ୍ରେକ ହୋଇଛି । ଭାରତ ଉପରେ ଲୋଲୁପ ଦୃଷ୍ଟି ପକାଇଛି ଚୀନ । ଫଳରେ ଭାରତ ସୀମାରେ ଚୀନ ଅଧିକରୁ ଅଧିକ ସେନା ତଥା ଯୁଦ୍ଧବିମାନ ଓ ଡ୍ରୋନ ଠୁଳ କରିବାରେ ଲାଗିଛି । ବିଶେଷ କରି ଭାରତର ଅରୁଣାଚଳ ପ୍ରଦେଶ ଉପରେ ନଜର ରଖିଛି ଚୀନ । ତେବେ ଚୀନକୁ କୃତକର୍ମର ଫଳ ଚଖାଇବାକୁ ଭାରତ…

Read More

ମମିତା ମେହେର ହତ୍ୟା ମାମଲା: ଜେଲ ଭିତରେ ଆତ୍ମହତ୍ୟା କଲେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ

ମମିତା ମେହେର ହତ୍ୟା ମାମଲା: ଜେଲ ଭିତରେ ଆତ୍ମହତ୍ୟା କଲେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ #ବଲାଙ୍ଗିର/ଭୁବନେଶ୍ୱର(ଏନ୍‌.ଏମ୍‌.): ମମିତା ମେହେର ହତ୍ୟା ମାମଲାକୁ ନେଇ ଦ୍ୱନ୍ଦ ଅଧିକ ବଢ଼ିଯାଇଛି । ଏହି ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଜେଲରେ ଆତ୍ମହତ୍ୟା କରିଥିବା ଜଣାପଡ଼ିବା ପରେ ବିଭିନ୍ନ ମହଲରେ ଭିନ୍ନ ଭିନ୍ନ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଗୋବିନ୍ଦ ସାହୁଙ୍କ ମୃତ୍ୟୁକୁ ନେଇ ଦ୍ୱନ୍ଦ ଉପୁଜିଛି । ପ୍ରାପ୍ତ ସୂଚନା ଅନୁଯାୟୀ ୨୦ତାରିଖ ମଙ୍ଗଳବାର ସକାଳେ ସେ…

Read More

ଓଡିଶା ମିଡିଆ ସମିଟ୍ ଓ ଓଡିଶା ମିଡ଼ିଆ ଆୱାର୍ଡ଼ ସମାରୋହ

ଓଡିଶା ମିଡିଆ ସମିଟ୍ ଓ ଓଡିଶା ମିଡ଼ିଆ ଆୱାର୍ଡ଼ ସମାରୋହ #କୋଣାର୍କ(ଏନ୍‌.ଏମ୍‌.): କୋଣାର୍କ ଠାରେ ଓଡିଶା ମିଡିଆ ସମିଟ୍ ଓ ଓଡିଶା ମିଡ଼ିଆ ଆୱାର୍ଡ଼ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏହାକୁ ଓଡ଼ିଶାର ଗଣଶିକ୍ଷା ମନ୍ତ୍ରୀ ସମୀର କୁମାର ଦାସ ଉଦଘାଟନ କରିଥିଲା ବେଳେ ବିଶିଷ୍ଟଗାନ୍ଧୀବାଦି ସମାଜ ସେବୀ ଏସ ଏ ସଫିକ ଅଧ୍ୟକ୍ଷତା କରିଥିଲେ । ନମସ୍କାର କମ୍ୟୁନିଟି ମିଡିଆ ନେଟୱାର୍କ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମର ପ୍ରାରମ୍ଭରେ ବରିଷ୍ଠ ଗୋଷ୍ଠୀ ଗଣମାଧ୍ୟମ ବିଶେଷଜ୍ଞ ତଥା…

Read More

ରାଜେଶ ଜେନା ପାଇବେ ସାମ୍ବାଦିକ ବନବିହାରୀ ମହାନ୍ତି ସ୍ମୃତି ସମ୍ମାନ

ରାଜେଶ ଜେନା ପାଇବେ ସାମ୍ବାଦିକ ବନବିହାରୀ ମହାନ୍ତି ସ୍ମୃତି ସମ୍ମାନ #କଟକ(ଏନ୍‌.ଏମ୍‌.): ଚଳିତ ବର୍ଷ ମର୍ଯ୍ୟାଦାଜନକ ସାମ୍ବାଦିକ ବନବିହାରୀ ମହାନ୍ତି ସ୍ମୃତି ସମ୍ମାନ ପାଇବେ ଯୁବ ସାମ୍ବାଦିକ ରାଜେଶ ଜେନା । ବନବିହାରୀ ମହାନ୍ତି ଫାଉଣ୍ଡେସନ ପକ୍ଷରୁ ଏନେଇ ଆଜି ଘୋଷଣା କରାଯାଇଛି । ଶ୍ରୀ ଜେନା ଦୀର୍ଘ ୧୭ ବର୍ଷରୁ ଉର୍ଦ୍ଧ୍ୱକାଳ ବିଭିନ୍ନ ଓଡ଼ିଆ ସମ୍ବାଦପତ୍ରରେ ସ୍ୱଚ୍ଛ, ନିରପେକ୍ଷ ତଥା ମୂଲ୍ୟଭିତ୍ତିକ ସମ୍ବାଦ ପରିବେଷଣ କରିଆସିଛନ୍ତିି । ସାମ୍ବାଦିକତା ପ୍ରତି ବୃତ୍ତିଗତ ନିଷ୍ଠା ଓ ଅଙ୍ଗିକାର…

Read More

କେନ୍ଦ୍ରକୁ ଟାର୍ଗେଟ: ହରିଦାସପୁର – ପାରାଦୀପ ରେଳପଥରେ ପାସେଞ୍ଜର ଟ୍ରେନ ଚଳାଇବାକୁ ଦାବି କଲା ବିଜେଡି

କେନ୍ଦ୍ରକୁ ଟାର୍ଗେଟ: ହରିଦାସପୁର – ପାରାଦୀପ ରେଳପଥରେ ପାସେଞ୍ଜର ଟ୍ରେନ ଚଳାଇବାକୁ ଦାବି କଲା ବିଜେଡି #ଭୁବନେଶ୍ୱର/କେନ୍ଦ୍ରାପଡ଼ା(ଏନ୍‌.ଏମ୍‌.): କେନ୍ଦ୍ର ସରକାର ସର୍ବଦା ରାଜ୍ୟକୁ ଲଲିପପ୍ ଭଣ୍ଡାଉଛି । ଗୋଟିଏ ପରେ ଗୋଟିଏ ଯୋଜନା ଯୋଗାଇଦେବା ଭଳି ଶସ୍ତା ଭାଷଣ ଦେଉଥିବାବେଳେ ରାଜ୍ୟର ଉନ୍ନତି କେବଳ ଭାଷଣରେ ଆବଦ୍ଧ ହୋଇ ରହି ଯାଇଛି । ବିଶେଷ କରି ରାଜ୍ୟରେ ରେଳ ପଥର ସମ୍ପ୍ରସାରଣ ପାଇଁ କେନ୍ଦ୍ର ସରକାର ପଦକ୍ଷେପ ନେଇଥିଲେ ମଧ୍ୟ ତାହା ଜନସାଧାରଣଙ୍କ ସେବାରେ ଆସୁନଥିବା ଦୁର୍ଭାଗ୍ୟ…

Read More