ଖଣ୍ଡେତେଶ୍ୱର ମନ୍ଦିରୁ ବାବା ଚନ୍ଦ୍ରଶେଖରଙ୍କ ଦୁଇଟି ପିତଳ ବିଗ୍ରହ ଚୋରି: କୁହୁଳୁଛି ଅସନ୍ତୋଷ
ଖଣ୍ଡେତେଶ୍ୱର ମନ୍ଦିରୁ ବାବା ଚନ୍ଦ୍ରଶେଖରଙ୍କ ଦୁଇଟି ପିତଳ ବିଗ୍ରହ ଚୋରି: କୁହୁଳୁଛି ଅସନ୍ତୋଷ ବାଙ୍ଗୀ(ଏନ୍.ଏମ୍.): ଏବେ ମନ୍ଦିରରୁ ବିଗ୍ରହ ଚୋରୀ ଘଟଣା ଦିନକୁ ଦିନ ବଢ଼ିବାରେ ଲାଗିଛି । ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ପୁରାତନ ମନ୍ଦିରରୁ ବାରମ୍ବାର ଚୋରି ହେଉଥିଲେ ମଧ୍ୟ ଏ ନେଇ ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ନିଆଯାଉନଥିବା ବହୁ ଶ୍ରଦ୍ଧାଳୁ ଅଭିଯୋଗ ଆଣିଛନ୍ତି । ମନ୍ଦିରମାନଙ୍କୁ ବିଗ୍ରହ ସମେତ ଠାକୁରଙ୍କ ବାସନକୁସନ ଚୋରି, ହୁଣ୍ଡି ଭାଙ୍ଗି ଟଙ୍କା ପଇସା ଚୋରି ଭଳି ଘଟଣା ଶ୍ରଦ୍ଧାଳୁଙ୍କ…
