ଓଡ଼ିଶା ମିଡ଼ିଆ ଆୱାର୍ଡ଼ ୨୦୨୨ ସମାରୋହ:୧୫ଟି ବର୍ଗରେ ୧୮ ଜଣ ସମ୍ମାନିତ
ଓଡ଼ିଶା ମିଡ଼ିଆ ଆୱାର୍ଡ଼ ୨୦୨୨ ସମାରୋହ:୧୫ଟି ବର୍ଗରେ ୧୮ ଜଣ ସମ୍ମାନିତ ‘ପ୍ରଗତିଶାଳୀ ସାମ୍ବାଦିକ ମାନେ ହିଁ ସାମାଜର ଜାଗ୍ରତ ପ୍ରହରୀ’ #କୋଣାର୍କ (ଏନ୍.ଏମ୍.): ନମସ୍କାର କମ୍ୟୁନିଟି ମିଡ଼ିଆ ନେଟୱର୍କ ଏବଂ ୟଙ୍ଗ ଇଣ୍ଡିଆ ପକ୍ଷରୁ କୋଣାର୍କ ଯାତ୍ରୀ ନିବାସଠାରେ ଓଡ଼ିଶା ମିଡିଆ ଆୱାର୍ଡ-୨୦୨୨ ଅନୁଷ୍ଠିତ ହୋଇଯାଇଛି । ଓଡିଶାରେ ସାମ୍ବାଦିକତାର ମୂଲ୍ୟବୋଧ, ଗୁଣାତ୍ମକ ମାନ, ନୂତନ ପରୀକ୍ଷା ନିରୀକ୍ଷା, ସାଧାରଣ ଲୋକଙ୍କ ସମସ୍ୟା ପ୍ରତି ଅଙ୍ଗୀକାର, ନୂତନ ପ୍ରତିଭା ତଥା ସାମଗ୍ରିକ ଭାବେ ଗୁଣାତ୍ମକ ଅବଦାନକୁ…
