ଗୁଡ଼ି ଉଡ଼ା ଉପରେ କଟକଣା ଲଗାଇବାକୁ ଡିସିପିଙ୍କ ଉଦ୍ଦେଶ୍ୟରେ ଦାବିପତ୍ର
ଗୁଡ଼ି ଉଡ଼ା ଉପରେ କଟକଣା ଲଗାଇବାକୁ ଡିସିପିଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ଜଗତପୁର(ଏନ୍.ଏମ୍.): କଟକ ସହରରେ ଗୁଡିଉଡା ଲାଇଲନ ମାଞ୍ଜା ସୂତା ବିକ୍ରିକୁ ରୋକ ଲଗାଇବାକୁ “କଟକ-ଚୌଦ୍ୱାର ବିକାଶ ପରିଷଦ’ପକ୍ଷରୁ ସଭାପତି ମାନସ ପରିଡାଙ୍କ ନେତୃତ୍ୱରେ ଡିସିପିଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଏ ନେଇ ପରିଷଦ ପକ୍ଷରୁ ଜଗତପୁର ଥାନାର ଆଇଆଇସି ରବୀନ୍ଦ୍ରନାଥ ମେହେରଙ୍କ ଜରିଆରେ ପ୍ରଦତ୍ତ ଦାବିପତ୍ରରେ ସହରରେ ଗୁଡିଉଡ଼ା ଏବଂ ଲାଇଲନ ମାଞ୍ଜାସୂତା ବିକ୍ରି ଉପରେ କଟକଣା ଲଗାଇବା ପାଇଁ ଦାବି…
