ନବ ବର୍ଷରେ ପୂର୍ବତନ ବିଧାୟକ ଡକ୍ଟର ପ୍ରଭାତ ରଞ୍ଜନ ବିଶ୍ୱାଳଙ୍କୁ ଶୁଭେଚ୍ଛା ଜଣାଇଲେ ଅଙ୍ଗନୱାର୍ଡ଼ି କର୍ମଚାରୀ
ନବ ବର୍ଷରେ ପୂର୍ବତନ ବିଧାୟକ ଡକ୍ଟର ପ୍ରଭାତ ରଞ୍ଜନ ବିଶ୍ୱାଳଙ୍କୁ ଶୁଭେଚ୍ଛା ଜଣାଇଲେ ଅଙ୍ଗନୱାର୍ଡ଼ି କର୍ମଚାରୀ #କଟକ(ଏନ୍.ଏମ୍.): ପବିତ୍ର ନବବର୍ଷ ଅବସରରେ ଚୌଦ୍ୱାର-କଟକ ପୂର୍ବତନ ବିଧାୟକ ଡକ୍ଟର ପ୍ରଭାତରଞ୍ଜନ ବିଶ୍ୱାଳଙ୍କୁ ଅଞ୍ଚଳର ବୁଦ୍ଧିଜୀବୀ, ମୁରବୀ, କର୍ପୋରେଟର ତଥା ଅଙ୍ଗନୱାର୍ଡ଼ି କର୍ମଚାରୀଙ୍କ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି । ଏହି ଅବସରରେ ସିଏମସି ଅଧିନରେ କାର୍ଯ୍ୟରତ ବହୁ ଅଙ୍ଗନୱାର୍ଡ଼ି କର୍ମଚାରୀ ପୂର୍ବତନ ବିଧାୟକଙ୍କୁ ନବବର୍ଷର ଶୁଭେଚ୍ଛା ଜଣାଇବା ସହ ଚଳିତ ବର୍ଷ ତାଙ୍କର ପ୍ରତ୍ୟେକଟି ମୂହୃର୍ତ୍ତ ଶୁଭମୟ ହେବା…
