ଦେଇଥିବା କଥା ରଖିଲେ ସମାଜସେବୀ ଲକ୍ଷ୍ମୀନାରାୟଣ ଭଞ୍ଜ
ଦେଇଥିବା କଥା ରଖିଲେ ସମାଜସେବୀ ଲକ୍ଷ୍ମୀନାରାୟଣ ଭଞ୍ଜ #ଆଠଗଡ଼(ଏନ୍.ଏମ୍.): ତିଗିରିଆ ବ୍ଲକ ଗଦାଧରପୁର ପଞ୍ଚାୟତ ମାନପୁର ଗ୍ରାମର ବିଜୟ ଶତପଥି ଓ ସୁଜାତା ଶତପଥୀଙ୍କ ଏକମାତ୍ର ପୁଅର ଚିକିତ୍ସା କରାଇ ସମାଜସେବୀ ଲକ୍ଷ୍ମୀନାରାୟଣ ଭଞ୍ଜ ଅଞ୍ଚଳବାସୀଙ୍କ ପ୍ରୀୟ ଭାଜନ ହୋଇ ପାରିଛନ୍ତି । ଉକ୍ତ ଶତପଥି ଦମ୍ପତ୍ତିଙ୍କ ଏକ ମାତ୍ର ପୁତ୍ର ସନ୍ତାନ ହୋଇଥିବାରୁ ପରିବାର ତାକ ନେଇ କେତେ ସ୍ୱପ୍ନ ଦେଖିଥିଲେ । ହେଲେ ଦାରୁଣ ଦଇବ ତାଙ୍କୁ ଏମିତି ଦୁଃଖ ଦେଲା ଯେ ସେ…
