ନବ ଦାସଙ୍କ ହତ୍ୟା ମାମଲା: ଜଷ୍ଟିସ ଜେ.ପି. ଦାସକୁ ଭେଟିଲେ ଏଡିଜି ଅରୁଣ ବୋଥ୍ରା
ନବ ଦାସଙ୍କ ହତ୍ୟା ମାମଲା: ଜଷ୍ଟିସ ଜେ.ପି. ଦାସକୁ ଭେଟିଲେ ଏଡିଜି ଅରୁଣ ବୋଥ୍ରା #କଟକ(ଏନ୍.ଏମ୍.): ବହୁ ଚର୍ଚ୍ଚିତ ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା ଘଟଣାରେ ତଦନ୍ତ ପାଇଁ ତଦାରଖ କରୁଥିବା ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ଜେପି ଦାସଙ୍କୁ ଆଜି ସିଡିଏସ୍ଥିତ ବାସଭବନରେ ଏଡିଜି ଅରୁଣ ବୋଥ୍ରା ଭେଟିଛନ୍ତି । ଏହି ପ୍ରସଙ୍ଗରେ ସେ ବହୁ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିଥିବା ଜଣାପଡ଼ିଛି । ଆଲୋଚନା ଶେଷ ହେଲା ପରେ ଗଣମାଧ୍ୟମକୁ ଜଷ୍ଟିସ ଜେପି ଦାସଙ୍କ ପ୍ରତିକ୍ରିୟା…
