ପବିତ୍ର ମହାଶିବରାତ୍ରୀ: ଓଁ ନମଃ ଶିବାୟ ଧ୍ୱନୀରେ କମ୍ପୁଛି ବାବା ଧବଳେଶ୍ୱରଙ୍କ ପୀଠ
ପବିତ୍ର ମହାଶିବରାତ୍ରୀ: ଓଁ ନମଃ ଶିବାୟ ଧ୍ୱନୀରେ କମ୍ପୁଛି ବାବା ଧବଳେଶ୍ୱରଙ୍କ ପୀଠ #ଆଠଗଡ଼(ଏନ୍.ଏମ୍.): ଆଜି ହେଉଛି ପବିତ୍ର ମହାଶିବରାତ୍ରି । ଚଳ ଚଞ୍ଚଳ ହେଉଛି ଗାଆଁ ଠୁ ସହର । ରାଜ୍ୟ କୋଣ ଅନୁକୋଣରେ ଥିବା ଶୈବପୀଠ ହୋଇ ଉଠିଛି ଚଳଚଞ୍ଚଳ । ସବୁଠି ମହାଶିବରାତ୍ରିର ମହାଦୀପ ଦର୍ଶନ ପାଇଁ ଜାଗର ଜାଳି ଉଜାଗର ହୋଇଛନ୍ତି ଶୈବ ପ୍ରେମୀ । ସେହିଭଳି କଟକ ଜିଲ୍ଲାର ପ୍ରଖ୍ୟାତ ଶୈବପୀଠ ବାବା ଧବଳେଶ୍ୱରଙ୍କ ମନ୍ଦିରରେ ପବିତ୍ର ଜାଗର ଯାତ୍ରା…
