Nishkarsha

ସକାଳ ୮ଟାରୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା: ୩୨୧୮ କେନ୍ଦ୍ରରେ ପରୀକ୍ଷା ଦେବେ ୫ ଲକ୍ଷ ୪୧ ହଜାର ୨୪୭ ପରୀକ୍ଷାର୍ଥୀ

ସକାଳ ୮ଟାରୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା: ୩୨୧୮ କେନ୍ଦ୍ରରେ ପରୀକ୍ଷା ଦେବେ ୫ ଲକ୍ଷ ୪୧ ହଜାର ୨୪୭ ପରୀକ୍ଷାର୍ଥୀ #କଟକ(ଏନ୍‍.ଏମ୍‍.): ଆସନ୍ତା କାଲିଠୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା । ଏଥିପାଇଁ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଚଳିତବର୍ଷ ୩ ହଜାର ୨୧୮ଟି ପରୀକ୍ଷା କେନ୍ଦ୍ରର ବ୍ୟବସ୍ଥା କରାଯାଇଥିବା ବୋର୍ଡ ଉପସଭାପତି ଡ. ନିହାରରଞ୍ଜନ ମହାନ୍ତି ଓ ସମ୍ପାଦକ ସୁମିତା ସରକାର ସୂଚନା ଦେଇଛନ୍ତି । ୩୨୧୮ଟି କେନ୍ଦ୍ରରେ ୫ ଲକ୍ଷ ୪୧ହଜାର ୨୪୭…

Read More

ହୋଲିର ରଙ୍ଗଖେଳ ପାଲଟିଲା କାଳ, ମହାନଦୀରେ ଗାଧୋଇବା ବେଳେ ଜଣେ ନିଖୋଜ ଅନ୍ୟଜଣେ ମୃତ

ହୋଲିର ରଙ୍ଗଖେଳ ପାଲଟିଲା କାଳ, ମହାନଦୀରେ ଗାଧୋଇବା ବେଳେ ଜଣେ ନିଖୋଜ ଅନ୍ୟଜଣେ ମୃତ #ଚୌଦ୍ୱାର(ଏନ୍‍.ଏମ୍‍.): ରଙ୍ଗର ଉତ୍ସବ ହୋଲି କାହା ପାଇଁ ଖେଳ ପାଲଟିଛି ତ ଆଉ କାହା ପାଇଁ କାଳ । ଆଜି ରଙ୍ଗର ଉତ୍ସବ ହୋଲି କେତେକ ପରିବାର ପାଇଁ ଆଣି ଦେଇଛି ଦୁଃଖ । ହୋଲି ଖେଳ ସାରି ରଙ୍ଗ ଛଡ଼ାଇବାକୁ ନଦୀକୁ ଯାଇଥିବାବେଳେ ଦେହର ରଙ୍ଗର ଛଡ଼ାଇବା ପୂର୍ବରୁ ଜୀବନର ରଙ୍ଗ ଫିକା ପଡ଼ିଯାଇଛି । ବିଭିନ୍ନ ସ୍ଥାନରେ ଆଜି…

Read More

ତିଗିରିଆରେ ହତ୍ୟାକାଣ୍ଡ: ରଙ୍ଗର ଉତ୍ସବ ହେଲା ରକ୍ତ ରଞ୍ଜିତ

ତିଗିରିଆରେ ହତ୍ୟାକାଣ୍ଡ: ରଙ୍ଗର ଉତ୍ସବ ହେଲା ରକ୍ତ ରଞ୍ଜିତ #ତିଗିରିଆ(ଏନ୍‍.ଏମ୍‍.): କଟକ ଜିଲ୍ଲା ତିଗିରିଆ ଅଞ୍ଚଳରେ ଆନନ୍ଦ ଉଲ୍ଲାର ପର୍ବ ରଙ୍ଗର ଉତ୍ସବ ହେଲା ରକ୍ତ ରଞ୍ଜିତ । କିଏ ବା ଜାଣିଥିଲା ନାଲି ନେଳି ରଙ୍ଗରେ ହୋଲିର ମଜା ଉଠାଇବା ପୂର୍ବରୁ ଶତ୍ରୁର ଆକ୍ରମଣରେ ରକ୍ତ ରଞ୍ଜିତ ହୋଇ ଉଠିବ ଅଞ୍ଚଳ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ତିଗିରିଆ ଥାନା ଅନ୍ତର୍ଗତ ନୂଆପାଟଣାର ସୁରେନ୍ଦ୍ର ପାଟଣା ଗ୍ରାମରେ । ଗୋଟିଏ…

Read More

ସାଲେପୁର ନିର୍ବାଚନ ମଣ୍ଡଳୀରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ୧୦୭ ତମ ଜୟନ୍ତୀ

ସାଲେପୁର ନିର୍ବାଚନ ମଣ୍ଡଳୀରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ୧୦୭ ତମ ଜୟନ୍ତୀ #ଟାଙ୍ଗୀ(ଏନ୍‍.ଏମ୍‍.): ସାଲେପୁର ନିର୍ବାଚନ ମଣ୍ଡଳୀର ଯୁବ ନେତା ହିମାଂଶୁ ମହାନ୍ତିଙ୍କ ନେତୃତ୍ୱରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୭ତମ ଜୟନ୍ତୀ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଆୟୋଜିତ ବାଇକ ରାଲି ସ୍ଥାନୀୟ ଜଗତପୁର ଖଇରା ପୋଲ ନିକଟରୁ ଆରମ୍ଭ ହୋଇ ସାଲେପୁର ଅଞ୍ଚଳରେ ଶେଷ ହୋଇଥିଲା । ଏଥିରେ ଶତାଧିକ ସମର୍ଥକଙ୍କ ସହିତ ଏକ ଖୋଲା ଜିପରେ ଶ୍ରୀ ମହାନ୍ତି ଅଞ୍ଚଳ…

Read More

ରେଡିଓ ନମସ୍କାର ପକ୍ଷରୁ ଆନ୍ତର୍ଜାତିକ ମହିଳା ଦିବସ

ରେଡିଓ ନମସ୍କାର ପକ୍ଷରୁ ଆନ୍ତର୍ଜାତିକ ମହିଳା ଦିବସ #କୋଣାର୍କ (ଏନ୍‍.ଏମ୍‍.): କୁରୁଜଙ୍ଗ ପଞ୍ଚାୟତ ସ୍ଥିତ ବାବା ଐଶାନେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଓଡ଼ିଶାର ପ୍ରଥମ ଗୋଷ୍ଠୀ ବେତାର କେନ୍ଦ୍ର ରେଡିଓ ନମସ୍କାର ପକ୍ଷରୁ ଆନ୍ତର୍ଜାତିକ ମହିଳା ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ କୁରୁଜଙ୍ଗ ଗ୍ରାମପଞ୍ଚାୟତର ବିଭିନ୍ନ ଗ୍ରାମର ତିନିଶହରୁ ଉର୍ଦ୍ଧ୍ୱ ମହିଳା, ଅଙ୍ଗନୱାର୍ଡୀ କର୍ମୀ, ଆଶାକର୍ମୀ ଯୋଗ ଦେଇଥିଲେ । ଏଥିରେ ଅତିଥି ଭାବେ କୋଣାର୍କ ଏନ୍‌ଏସିର ଅଧ୍ୟକ୍ଷା ସୁଶ୍ରୀ ସଂଯୁକ୍ତା ତ୍ରିପାଠୀ, ରେଡିଓ ନମସ୍କାରର…

Read More

ଭଦ୍ରକ ଆଜାଦ୍ ହିନ୍ଦ୍ ସାମାଜିକ ସଙ୍ଗଠନ ପକ୍ଷରୁ ରକ୍ତଦାନ ଶିବିର

ଭଦ୍ରକ ଆଜାଦ୍ ହିନ୍ଦ୍ ସାମାଜିକ ସଙ୍ଗଠନ ପକ୍ଷରୁ ରକ୍ତଦାନ ଶିବିର #ଭଦ୍ରକ(ଏନ୍‍.ଏମ୍‍.): ଆଜାଦ୍ ହିନ୍ଦ୍ ସାମାଜିକ ସଙ୍ଗଠନ ପକ୍ଷରୁ ଭଦ୍ରକ ଜିଲ୍ଲାର ବାସୁଦେବପୁର ବ୍ଲକ ରାଜଘରପୋଖରୀ ଠାରେ ଏକ ବିରାଟ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ରାଜଘରପୋଖରୀ ସ୍ଥିତ ବାତ୍ୟା ଆଶ୍ରୟସ୍ଥଳୀ ପରିସରରେ ଆୟୋଜିତ ରକ୍ତଦାନ ଶିବିରରେ ୫୦ୟୁନିଟ ରକ୍ତ ସଂଗୃହିତ ହୋଇଥିଲା । ରାଜଘର ପୋଖରୀ ଅଞ୍ଚଳର ଦଳ ଗତ ନିର୍ବିଶେଷରେ ବହୁ ଯୁବକ-ଯୁବତୀ ମହିଳା ମାନେ ଉପସ୍ଥିତ ରହି ସ୍ୱେଚ୍ଛାକୃତ…

Read More

Vavada Casino

Вавада казино зеркало удобный доступ к играм на любой вкус Вавада казино зеркало Откройте для себя мир увлекательных азартных игр с Вавада казино. Благодаря нашему зеркалу, вы получаете быстрый и надежный доступ к разнообразным игровым автоматам, настольным играм и живым казино, где каждый найдет что-то на свой вкус. Не упустите возможность попробовать свои силы в…

Read More

ଜିଲ୍ଲାରେ ବଢ଼ୁଛି ବେଆଇନ ନିଶାକାରବାର ଜଗତପୁରରେ ୫କେଜି ଗଞ୍ଜେଇ ସହ ଜଣେ ଓ ଫୁଲନଖରା ଠାରେ୨୩୬ଗ୍ରାମ ହେରୋଇନ ସହ ୨ଗିରଫ

ଜିଲ୍ଲାରେ ବଢ଼ୁଛି ବେଆଇନ ନିଶାକାରବାର ଜଗତପୁରରେ ୫କେଜି ଗଞ୍ଜେଇ ସହ ଜଣେ ଓ ଫୁଲନଖରା ଠାରେ୨୩୬ଗ୍ରାମ ହେରୋଇନ ସହ ୨ଗିରଫ #କଟକ(ଏନ୍‌.ଏମ୍‌.): କଟକ ଜିଲ୍ଲାରେ ଏବେ ବ୍ୟାପକ ଚୋରା ନିଶା କାରବାର ବେଶ ବୃଦ୍ଧି ପାଇଛି । ତେବେ ଏହାକୁ ରୋକିବା ପାଇଁ ପୁଲିସ ଯେତେ ଯୋଜନା କରୁଥିଲେ ମଧ୍ୟ ନିଶା ବେପାରୀ ନିଜ ତରିକାରେ ବେପାର ଚଳାଇଛନ୍ତି । ତେବେ ଆଜି ସ୍ଥାନୀୟ ଜଗତପୁର ଥାନା ଅଞ୍ଚଳରେ ଏବେ ନିଶା ବେପାରୀ ସକ୍ରିୟ ହୋଇ ଉଠିଥିବାବେଳେ…

Read More

ଆନ୍ତର୍ଜାତିକ ମହିଳା ଦିବସ

ଆନ୍ତର୍ଜାତିକ ମହିଳା ଦିବସ ପୌରାଣିକ ଓ ଐତିହାସିକ ପୃଷ୍ଠା ଓଲଟାଇଲେ ମହିଳା ମାନଙ୍କ ବୀରତ୍ୱ, ସାହସର କିର୍ତ୍ତି ସ୍ପଷ୍ଟ ପ୍ରକଟିତ: ଜିଲ୍ଲାପାଳ #କୋଣାର୍କ/ପୁରୀ (ଏନ୍‌.ଏମ୍‌.): ମହିଳାମାନେ ସମାଜର ପ୍ରଗତିର କର୍ଣ୍ଣଧାର । ସେଥିପାଇଁ କୁହାଯାଏ ଜଣେ ମହିଳା ଶିକ୍ଷିତ ଓ ସଚେତନ ହେଲେ ସମଗ୍ର ପରିବାର ଶିକ୍ଷିତ ଓ ସଚେତନ ହୁଏ ବୋଲି ଭାରପ୍ରାପ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ ମତବ୍ୟକ୍ତ କରିଛନ୍ତି । ପୂର୍ବାହ୍ନରେ ସଦଭାବନା ସଭାଗୃହ ପରିସରରେ ଜିଲ୍ଲା ସମାଜ କଲ୍ୟାଣ ବିଭାଗ ପକ୍ଷରୁ…

Read More

ମାଟ୍ରିକ ପରୀକ୍ଷା ରେ କୌଣସି ଅନିୟମିତତା ପାଇଁ ଦୃଢ କାର୍ଯ୍ୟାନୁଷ୍ଠାନ

ମାଟ୍ରିକ ପରୀକ୍ଷା ରେ କୌଣସି ଅନିୟମିତତା ପାଇଁ ଦୃଢ କାର୍ଯ୍ୟାନୁଷ୍ଠାନ #କୋଣାର୍କ (ଏନ୍‌.ଏମ୍‌.): ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା ବା ସମେଟିଭ-୨ କୁ ଅତ୍ୟନ୍ତ ନିଷ୍ଠା ଓ ଗୁରୁତର ସହ ପରିଚାଳନା କରିବାକୁ ଭାରପ୍ରାପ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ ପରାମର୍ଶ ଦେଇଛନ୍ତି । ସରକାର ଜାରି କରିଥିବା ମାର୍ଗଦର୍ଶିକା ଆଧାରରେ ଏହି ପରୀକ୍ଷା ଆୟୋଜିତ ହେବ । କୌଣସି କ୍ଷେତ୍ରରେ ଏହାର ଉଲ୍ଲଘଂନ ବା ଅନିୟମିତତା ହେଲେ ଆଇନ ଅନୁଯାୟୀ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି…

Read More

ବାଣ ତିଆରି ବେଳେ ବିସ୍ଫୋରଣ: ୪ ମୃତ, ୪ ଗୁରୁତର

ବାଣ ତିଆରି ବେଳେ ବିସ୍ଫୋରଣ: ୪ ମୃତ, ୪ ଗୁରୁତର #ଖୋର୍ଦ୍ଧା (ଏନ୍‌.ଏମ୍‌.): ଦୋଳପୂର୍ଣ୍ଣମୀ ପାଇଁ ବାଣ ବିକ୍ରି କରି ଦୁଇ ପଇସା ରୋଜଗାର କରିବାର ଇଚ୍ଛା ଆଜି ମହଙ୍ଗା ପଡ଼ିଛି । ବାଣ ତିଆରି ବେଳେ ବିସ୍ଫୋରଣ ଘଟି ୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୪ ଜଣ ଆହତ ହୋଇଛନ୍ତି । ଆଜି ଏଭଳି ଅଭାବନୀୟ ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ଭୂଷଣ୍ଡପୁର ଗାଁରେ । ଆହତମାନଙ୍କୁ ଖୋର୍ଦ୍ଧା…

Read More

ମୁକଳା ଡ୍ରେନକୁ ନେଇ ତେଜିଲା ଜନଅସନ୍ତୋଷ: ରାସ୍ତା ଖୋଳିଲେ, ଡ୍ରେନ ପୋତିବାକୁ ଭୁଲିଗଲେ

ମୁକଳା ଡ୍ରେନକୁ ନେଇ ତେଜିଲା ଜନଅସନ୍ତୋଷ: ରାସ୍ତା ଖୋଳିଲେ, ଡ୍ରେନ ପୋତିବାକୁ ଭୁଲିଗଲେ – ଦୁର୍ଗନ୍ଧରେ ଅଞ୍ଚଳବାସୀ ଡହଳବିକଳ – ଗ୍ରାମ୍ୟ ଉନ୍ନୟନ ବିଭାଗର ଖାମଖିଆଲି ନୀତି – ଠିକାଦରଙ୍କ ଲାଇସେନ୍ସ ବାତିଲ ପାଇଁ ଦାବି #ଭୁବନେଶ୍ୱର(ଏନ୍‌.ଏମ୍‌.): ଭୁବବନେଶ୍ୱର ଉପକଣ୍ଠ ଲିଙ୍ଗିପୁର ଗ୍ରାମପଞ୍ଚାୟତ ଅଧୀନସ୍ଥ ଗାଙ୍ଗୋତ୍ରୀ ନଗର ରୋଡ ନଂ-୩ରେ ମୁକୁଳା ଡ୍ରେନ ଯୋଗୁଁ ସାଧାରଣ ଲୋକ, ପଶୁପକ୍ଷୀ, ମୁକୁଳା ଡ୍ରେନରେ ପଡି ଆହତ ହେଉଛନ୍ତି । ଏଠାରେ ସୂଚନାଯୋଗ୍ୟ ଯେ, ନିିର୍ଦ୍ଦିଷ୍ଟ ଠିକାଦାର(ଗ୍ରାମ୍ୟ ଉନ୍ନୟନ) ବିଭାଗର…

Read More