ବ୍ରାହ୍ମଣ ଗାଁ ମେଳଣରେ କୃଷ୍ଣବେଣୀ ପୁସ୍ତକ ଉନ୍ମୋଚନ
ବ୍ରାହ୍ମଣ ଗାଁ ମେଳଣରେ କୃଷ୍ଣବେଣୀ ପୁସ୍ତକ ଉନ୍ମୋଚନ #ଭଦ୍ରକ(ଏନ୍.ଏମ୍.): ଭଦ୍ରକ ଜିଲ୍ଲା ବ୍ରାହ୍ମଣଗାଁ ମେଳଣର ୫୨୩ ବର୍ଷର ପୂର୍ତ୍ତି ମହୋତ୍ସବ ବହୁ ଧୁମଧାମରେ ପାଳନ ହୋଇଯାଇଛି । ଦୋଳଉତ୍ସବରେ ଆୟୋଜିତ ସାଧାରଣ ସଭାରେ ପୁସ୍ତୁକ କୃଷ୍ଣବେଣୀକୁ ଅତିଥିମାନଙ୍କ ଦ୍ୱାରା ଉନ୍ମୋଚନ କରାଯାଇଥିଲା । ଅନୁଷ୍ଠାନ ବ୍ରାହ୍ମଣଗାଁର ଦେବେନ୍ଦ୍ର କୁମାର ଶତପଥୀଙ୍କ ସଭାପତିତ୍ୱରେ ଅଧିକାରୀ ନୀରଞ୍ଜନ ଦାଶ,ଏବଂ ମୁଖ୍ୟଅତିଥି ପବିତ୍ର ମୋହନ ପାଣିଗ୍ରାହୀଙ୍କ କରକମଳରେ ଏହି ପୁସ୍ତକ ଲୋକାର୍ପଣ କରାଯାଇଥିଲା । ଉକ୍ତ ଉତ୍ସବରେ ସମ୍ମାନିତ ଅତିଥି ଭାବେ…
