କଟକ ଜିଲ୍ଲାପାଳଙ୍କ ଜନଶୁଣାଣି ସମୟରେ ବିଧବା ମହିଳାଙ୍କ ଆତ୍ମାହୁତି ଉଦ୍ୟମ
କଟକ ଜିଲ୍ଲାପାଳଙ୍କ ଜନଶୁଣାଣି ସମୟରେ ବିଧବା ମହିଳାଙ୍କ ଆତ୍ମାହୁତି ଉଦ୍ୟମ ବାଙ୍କୀ(ଏନ୍.ଏମ୍.): ନିଜର ଅଧିକାର ନପାଇ ଆଜି ଜଣେ ମହିଳା କଟକ ଜିଲ୍ଲାପାଳଙ୍କ ଆଗରେ ଆତ୍ମାହୁତି ଉଦ୍ୟମ କରିଛନ୍ତି। କଟକ ଜିଲ୍ଲା ବାଙ୍କୀ ବ୍ଲକରେ ଜନ ଅଭିଯୋଗ ଶୁଣାଣି ବେଳେ ଏଭଳି ଅଭାବନୀୟ ଘଟଣା ଘଟିଛି। ମିଳିଥିବା ସୂଚନା ଅନୁଯାୟୀ ପରିବାର ମଙ୍ଗଳ ଯୋଜନା ସହାୟତା ମିଳୁନଥିବା ଅଭିଯୋଗ ଆଣି ମହିଳା ଜଣଙ୍କ ଏଭଳି ଚରମ ନିଷ୍ପତ୍ତି ନେବାକୁ ପ୍ରୟାସ କରିଛନ୍ତି। ମହିଳା ଜଣଙ୍କ ଜିଲ୍ଲାପାଳଙ୍କ ଆଗରେ…
