ସର୍ବଭାରତୀୟ ନବମ କରାଟେ ପ୍ରତିଯୋଗୀତା

ସର୍ବଭାରତୀୟ ନବମ କରାଟେ ପ୍ରତିଯୋଗୀତା #କଟକ(ଏନ୍‌.ଏମ୍‌.): ସର୍ବଭାରତୀୟ ନବମ କରାଟେ ପ୍ରତିଯୋଗୀତା ଟିଏସ୍‌କେଏଫଆଇ (ଟ୍ରାଡିସନାଲ ସୋଟୋକମ୍ କରାଟେ ଫେଡେରେସନ ଅଫ ଇଣ୍ଡିଆ) କରାଟେ -୨୦୨୪ ପ୍ରତିଯୋଗୀତା ଚାଉଳିଆଗଞ୍ଜ ସ୍ଥିତ ଶ୍ରୀକ୍ଷେତ୍ର ମଣ୍ଡପ ଠାରେ ଉଦଘାଟନୀ ହୋଇଯାଇଥିବାବେଳେ ୭ରେ ଉଦଯାପନୀ ସମାରୋହ ଅନୁଷ୍ଠିତ ହେବ । ଟିଏସକେଏଫଆଇର ନିର୍ଦ୍ଦେଶକ ଆଦିତ୍ୟ ମିଶ୍ରଙ୍କ ନେତୃତ୍ୱରେ ଆୟୋଜିତ ପ୍ରତିଯୋଗୀତାରେ ଭାରତ ବର୍ଷର ଓଡିଶା, ମହାରାଷ୍ଟ୍ର, ଛତିଷିଗଡ, ଝାଡଖଣ୍ଡ ଏବଂ ଆନ୍ଧ୍ରପ୍ରଦେଶ ଆଦି ରାଜ୍ୟରୁ ୫ବର୍ଷରୁ ଆରମ୍ଭ କରି ୪୦ ବର୍ଷ ପର୍ଯ୍ୟନ୍ତ…

Read More

ଶାସକ ଦଳ ସରକାରୀ ଅର୍ଥରେ ଦଳୀୟ ପ୍ରଚାର କରିବା ଦୁର୍ଭାଗ୍ୟଜନକ: ବିଜେପି

ଶାସକ ଦଳ ସରକାରୀ ଅର୍ଥରେ ଦଳୀୟ ପ୍ରଚାର କରିବା ଦୁର୍ଭାଗ୍ୟଜନକ: ବିଜେପି #କଟକ(ଏନ୍‌.ଏମ୍‌.): ମିଥ୍ୟା ପ୍ରଲୋଭନ ଦେଇ ବିକାଶ ନାମରେ ଶାସକ ଦଳ ରାଜ୍ୟବାସୀଙ୍କୁ ଭୂଆଁ ବୁଲାଉଛି । ଏପରିକି ସରକାରୀ ଅର୍ଥରେ ଶାସକ ଦଳ ଦଳୀୟ ପ୍ରଚାର କରିବା ଦୁର୍ଭାଗ୍ୟ ଜନକ ବୋଲି ବରିଷ୍ଠ ବିଜେପିନେତ୍ରୀ ସ୍ମୃତି ପଟ୍ଟନାୟକ ଅଭିଯୋଗ କରିଛନ୍ତି । ଏପରିକି ନିର୍ବାଚନକୁ ଦୃଷ୍ଟିରେ ରଖି ଶାସକ ଦଳର ନେତାମାନେ ସରକାରୀ ତହବିଲରୁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ଦଳୀୟ ପ୍ରଚାର…

Read More

ସିଏମସି ମେୟରଙ୍କ ହସ୍ତକ୍ଷେପ: କଟକ ରିଟେଲ ଡିଲର୍ସ ଆସୋସିଏସନ ଆନ୍ଦୋଳନ ପ୍ରତ୍ୟାହୃତ

ସିଏମସି ମେୟରଙ୍କ ହସ୍ତକ୍ଷେପ: କଟକ ରିଟେଲ ଡିଲର୍ସ ଆସୋସିଏସନ ଆନ୍ଦୋଳନ ପ୍ରତ୍ୟାହୃତ #କଟକ(ଏନ୍‌.ଏମ୍‌.): କଟକ ମହାନଗର ଅଞ୍ଚଳରେ ୧୫୯ ଜଣ ଖୁଚୁରା ବିକ୍ରେତା ମାନେ କଟକ ମହାନଗରର ୭୪୫୫୭ ପଡି କାର୍ଡ ଧାରୀଙ୍କୁ ସରକାରଙ୍କ ଦ୍ୱାରା ଯୋଗାଇ ଦିଆଯାଉଥିବା ମାଗଣା ଚାଉଳ ବଣ୍ଟନ କରିଥାନ୍ତି । ଯେଉଁଥିରେ କେନ୍ଦ୍ରୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ୬୭୬୦୯ ପଡି କାର୍ଡଧାରୀ ଅନ୍ତର୍ଦ୍ୱୟ ଅନ୍ନ ଯୋଜନାରେ ୬୨୪୮ ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ୭୦୦ ଜଣ ପଡି କାର୍ଡ ଧାରୀ…

Read More

କର୍ମୀମାନଙ୍କୁ ଭି.କେ. ପାଣ୍ଡିଆନଙ୍କ ଗୁରୁମନ୍ତ୍ର :୨୦୨୪ ନିର୍ବାଚନରେ ରେକର୍ଡ଼ ମାର୍ଜିନରେ ଦଳୀୟ ପ୍ରାର୍ଥୀଙ୍କୁ ଜିତାଇବାକୁ ପରାମର୍ଶ

କର୍ମୀମାନଙ୍କୁ ଭି.କେ. ପାଣ୍ଡିଆନଙ୍କ ଗୁରୁମନ୍ତ୍ର ୨୦୨୪ ନିର୍ବାଚନରେ ରେକର୍ଡ଼ ମାର୍ଜିନରେ ଦଳୀୟ ପ୍ରାର୍ଥୀଙ୍କୁ ଜିତାଇବାକୁ ପରାମର୍ଶ #କଟକ(ଏନ୍‌.ଏମ୍‌.): କଟକ ବାଲିଯାତ୍ରା ପଡ଼ିଆରେ ବିଜେଡି ପକ୍ଷରୁ ଆମ ଓଡ଼ିଶା ନବୀନ ଓଡ଼ିଶା ଧନ୍ୟବାଦ କାର୍ଯ୍ୟକ୍ରମରେ ଫାଇପ-ଟି ଏବଂ ନବୀନ ଓଡ଼ିଶା ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ ଯୋଗଦେଇ କର୍ମୀମାନଙ୍କୁ ଗୁରୁମନ୍ତ୍ର ଦେବା ସହ କିଛି କିଛି ଟାକ୍ସ ମଧ୍ୟ ଦେଇଛନ୍ତି । ସାଧାରଣ ନିର୍ବାଚନ ପୂର୍ବରୁ ଦଳୀୟ କର୍ମୀଙ୍କ ଉତ୍ସାହ ବୃଦ୍ଧି ପାଇଁ ବିଜେଡିର ଚର୍ଚ୍ଚିତ ଚେହେରା ଭି.କେ. ପାଣ୍ଡିଆନ…

Read More

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଅନୁଧ୍ୟାନ କଲେ ମୁଖ୍ୟ ଶାସନ ସଚିବ

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଅନୁଧ୍ୟାନ କଲେ ମୁଖ୍ୟ ଶାସନ ସଚିବ #ପୁରୀ(ଏନ୍‌.ଏମ୍‌.): ଜଗତର ଠାକୁର ଶ୍ରୀ ଜଗନ୍ନାଥଙ୍କ ବଡଦେଉଳର ଉନ୍ନତିକରଣ ନିମନ୍ତେ ଚାଲିଛି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ । ଏହାକୁ ରାଜ୍ୟସରକାର ଖୁବ ଶିଘ୍ର ଲୋକାର୍ପଣ କରିବା ପାଇଁ ଯାଉଛନ୍ତି । ତେଣୁ ଭବ୍ୟ ଲୋକାର୍ପଣ କାର୍ଯ୍ୟକ୍ରମ ପାଇଁ ଜୋରଦାର ପ୍ରସ୍ତୁତି ମଧ୍ୟ ଚାଲିଛି । ଏହି ପରିପ୍ରେକ୍ଷୀରେ ଆଜି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ପୁରୀ ଯାଇ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ସମୀକ୍ଷା…

Read More

ରାଜ୍ୟର ପ୍ରତିଷ୍ଠିତ ବ୍ୟବସାୟୀଙ୍କ ଘର ସମେତ ୮ଟି ସ୍ଥାନରେ ଜିଏସଟି ଚଢ଼ାଉ ଜାରି

ରାଜ୍ୟର ପ୍ରତିଷ୍ଠିତ ବ୍ୟବସାୟୀଙ୍କ ଘର ସମେତ ୮ଟି ସ୍ଥାନରେ ଜିଏସଟି ଚଢ଼ାଉ ଜାରି #ବାରିପଦା(ଏନ୍‌.ଏମ୍‌.): ସମ୍ପ୍ରତି ରାଜ୍ୟରେ ଘନଘନ ଜିଏସଟି ଚଢ଼ାଉ କରାଯାଉଛି । ଏହି ପରିପ୍ରେକ୍ଷୀରେ ମୟୁରଭଞ୍ଜ ଓ ବାଲେଶ୍ୱର ଜିଲ୍ଲା ବାଣିଜ୍ୟକର ବିଭାଗ ପକ୍ଷରୁ ବାରିପଦା ସହରର ଜନୈକ ପ୍ରତିଷ୍ଠିତ ବ୍ୟବସାୟୀଙ୍କ ପ୍ରତିଷ୍ଠାନ ଉପରେ ଜିଏସଟି ଚଢ଼ାଉ ହୋଇଛି । ସହରରର ଜଣାଶୁଣା ଲୁଗା ବ୍ୟବସାୟୀ ଅମ୍ବିକା ଶାଢ଼ୀ ହାଉସର ମାଲିକଙ୍କ ଘର ସମେତ ୮ଟି ସ୍ଥାନରେ ଏକସଙ୍ଗେ ଜିଏସଟି ଚଢ଼ାଉ ଜାରି ରହିଛି…

Read More

ନୂଆ ହିଟ୍ ଆଣ୍ଡ ରନ ଆଇନକୁ ବିରୋଧ, ଅନିର୍ଦ୍ଦିଷ୍ଟ କାଳ ଯାଏଁ ଚାଲିବ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ: ଡ୍ରାଇଭର ମହାସଂଘ

ନୂଆ ହିଟ୍ ଆଣ୍ଡ ରନ ଆଇନକୁ ବିରୋଧ ଅନିର୍ଦ୍ଦିଷ୍ଟ କାଳ ଯାଏଁ ଚାଲିବ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ: ଡ୍ରାଇଭର ମହାସଂଘ #ଭୁବନେଶ୍ୱର(ଏନ୍‌.ଏମ୍‌.): ପୁଣି ଥରେ ଆରମ୍ଭ ହୋଇଛି ଡ୍ରାଇଭରଙ୍କ ଦେଶବ୍ୟାପୀ ଆନ୍ଦୋଳନ । ନୂଆ ହିଟ୍ ଆଣ୍ଡ ରନ ଆଇନକୁ ବିରୋଧ କରି ଦୁଇ ଦିନ ତଳେ ପ୍ରତ୍ୟାହୃତ ହୋଇଥିବା ଆନ୍ଦୋଳନ ଆଜିଠୁ ପୁଣି ଥରେ ସମଗ୍ର ଦେଶରେ ଆରମ୍ଭ ହୋଇଛି । ଏଥିରେ ଓଡିଶାର ସମସ୍ତ ଡ୍ରାଇଭର ମଧ୍ୟ ସାମିଲ ହେବେ ବୋଲି ରାଜ୍ୟ ଡ୍ରାଇଭର…

Read More

ଅଯୋଧ୍ୟା ଶ୍ରୀରାମ ମନ୍ଦିର ପ୍ରତିଷ୍ଠା ପାଇଁ ସିମିଳିହାଣ୍ଡ ଗ୍ରାମର ଦେବଦେବୀଙ୍କ ପୀଠକୁ ନିମନ୍ତ୍ରଣ

ଅଯୋଧ୍ୟା ଶ୍ରୀରାମ ମନ୍ଦିର ପ୍ରତିଷ୍ଠା ପାଇଁ ସିମିଳିହାଣ୍ଡ ଗ୍ରାମର ଦେବଦେବୀଙ୍କ ପୀଠକୁ ନିମନ୍ତ୍ରଣ #ଚୌଦ୍ୱାର(ଏନ୍‌.ଏମ୍‌.): ଅଯୋଧାରେ ଶ୍ରୀରାମ ମନ୍ଦିର ପ୍ରତିଷ୍ଠା ନିମନ୍ତେ ଅଯୋଧ୍ୟାରୁ ଅକ୍ଷତ ଚାଉଳ ଓ ନିମନ୍ତ୍ରଣ ପତ୍ର ବିଭିନ୍ନ ଦେବଦେବୀ ମନ୍ଦିରକୁ ପ୍ରଦାନ କରାଯାଉଛି । ଏହି ଅବସରରେ ଆଜି ଚୌଦ୍ୱାର ଥାନା ଅନ୍ତର୍ଗତ ସିମିଳିହାଣ୍ଡ ଗ୍ରାମରେ ରାଧାମାଧବ ମଠ ଓ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ପକ୍ଷରୁ ମିଳିତ ଭାବେ କର୍ମକର୍ତ୍ତାମାନେ ଚଳିତ ମାସ ୨୨ତାରିଖରେ ଅଯୋଧ୍ୟା ରାମ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମରେ…

Read More

କଟକ-ଚାନ୍ଦବାଲି ରାସ୍ତାରେ ମର୍ମନ୍ତୁଦ ଦୁର୍ଘଟଣା: ବସ୍ ସହିତ ଟ୍ରକର ମୁହାଁମୁହିଁ ଧକ୍କା, ୩ ମୃତ, ୨୦ ଗୁରୁତର

କଟକ-ଚାନ୍ଦବାଲି ରାସ୍ତାରେ ମର୍ମନ୍ତୁଦ ଦୁର୍ଘଟଣା: ବସ୍ ସହିତ ଟ୍ରକର ମୁହାଁମୁହିଁ ଧକ୍କା, ୩ ମୃତ, ୨୦ ଗୁରୁତର #ନିଶ୍ଚିନ୍ତକୋଇଲି (ଏନ୍‌.ଏମ୍‌.): କଟକ-ଚାନ୍ଦବାଲି ରାସ୍ତାର ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ କଟରପଡ଼ା କଳା ପୋଲ ନିକଟରେ ଏମ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିବା ଯୋଗୁ ୩ ଜଣଙ୍କ ମୃତ୍ୟୁ ହେବା ସହ ପ୍ରାୟ ୪୦ଜଣ ଆହତ ହୋଇଥିବାବେଳେ ୨୦ରୁ ଅଧିକ ଲୋକେ ଗୁରୁତର ହୋଇଛନ୍ତି । ମୃତକଙ୍କ ମଧ୍ୟରେ ଜଣେ ମହିଳା ଓ ୨ ଜଣ ପୁରୁଷ ଅଛନ୍ତି ।…

Read More

ଖୁଚୁରା ବିକ୍ରେତାଙ୍କ ବକେୟା ପାରିଶ୍ରମିକ ଓ ୧୬ ଦଫା ଦାବିକୁ ନେଇ ଆନ୍ଦୋଳନ

ଖୁଚୁରା ବିକ୍ରେତାଙ୍କ ବକେୟା ପାରିଶ୍ରମିକ ଓ ୧୬ ଦଫା ଦାବିକୁ ନେଇ ଆନ୍ଦୋଳନ #କଟକ(ଏନ୍‌.ଏମ୍‌.): ସର୍ବ ଭାରତୀୟ ଡିଲର୍ସ ଫେଡୋରେସନ ଆହ୍ୱାନକ୍ରମେ ଖୁଚୁରା ବିକ୍ରେତାମାନଙ୍କ ବିଭିନ୍ନ ସମସ୍ୟା ସମାଧାନ ଓ ୧୬ ଦଫା ଦାବି ପୂରଣ ନିମନ୍ତେ ଆଜି ଠାରୁ ଆରମ୍ଭ ହୋଇଥିବା ସାମଗ୍ରୀ ଉଠାଣ, ବଣ୍ଟନ ବନ୍ଦ ସହ ଖୁଚୁରା ବିକ୍ରୟ କେନ୍ଦ୍ର ବନ୍ଦ ଓ ପି.ଓ.ଏସ.ମ୍ୟାସିନ ବନ୍ଦ ନିଷ୍ପତ୍ତି ଏବଂ ଦାବି ପୂରଣ ହେବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରିରଖିବା ପାଇଁ ଏକ ଶପଥ…

Read More

ସହରବାସୀଙ୍କୁ ନୂତନ ବର୍ଷର ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଲେ ବାରବାଟୀ-କଟକ ବିଧାୟକ

ସହରବାସୀଙ୍କୁ ନୂତନ ବର୍ଷର ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଲେ ବାରବାଟୀ-କଟକ ବିଧାୟକ #କଟକ(ଏନ୍‌.ଏମ୍‌.): ଇଂରାଜୀ ନବବର୍ଷ ୨୦୨୪ ଅବସରରେ ବାରବାଟୀ-କଟକ ବିଧାୟକ ଇଂ. ମହମ୍ମଦ ମୋକିମ ତାଙ୍କ ଆବାସିକ କାର୍ଯ୍ୟଳୟରେ ଏକ ବନ୍ଧୁ ମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସହରର ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ, ବିଭିନ୍ନ ସାହିବସ୍ତି ପୂଜା କମିଟିର କର୍ମକର୍ତ୍ତା, ସିଏମସି ବିଭାଗୀୟ ଅଧିକାରୀ, ମୁରବୀଙ୍କ ସମେତ ବିଭିନ୍ନ ସଂଗଠନର କର୍ମକର୍ତ୍ତା, ରାଜନୈତିକ ଦଳର କାର୍ଯ୍ୟକର୍ତ୍ତାଙ୍କୁ ଭବ୍ୟ ଶୁଭେଚ୍ଛା ଓ ଅଭିନନ୍ଦନ…

Read More

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ବହୁପ୍ରତୀକ୍ଷିତ ଭୁବନେଶ୍ୱର-କଟକ ମେଟ୍ରୋ ରେଳପ୍ରକଳ୍ପର ଶିଳାନ୍ୟାସ

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ବହୁପ୍ରତୀକ୍ଷିତ ଭୁବନେଶ୍ୱର-କଟକ ମେଟ୍ରୋ ରେଳପ୍ରକଳ୍ପର ଶିଳାନ୍ୟାସ #ଭୁବନେଶ୍ୱର/ବାରଙ୍ଗ(ଏନ୍‌.ଏମ୍‌.): ଇଂରାଜୀ ନବବର୍ଷ ପାଳନ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବହୁପ୍ରତୀକ୍ଷିତ ମେଟ୍ରୋ ରେଳର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ସ୍ଥାନୀୟ ତ୍ରିଶୁଳିଆ ନିକଟ ରତାଗଡ଼ର ଲେଙ୍କା ସାହିରେ ଆୟୋଜିତ ଏକ ବର୍ଣ୍ଣାଢ୍ୟ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଏହି ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଭୁବନେଶ୍ୱର ମେୟର ସୁଲୋଚନା ଦାସ, କଟକ ମେୟର ସୁବାସ ସିଂହ, ମନ୍ତ୍ରୀ ଉଷା ଦେବୀ, ରଣେନ୍ଦ୍ର ପ୍ରତାପ…

Read More