ବେଆଇନ ଲିଙ୍ଗ ନିରୁପଣ କରିବା ଅଭିଯୋଗ: ଡାକ୍ତରଙ୍କ ଘରେ ସ୍ୱାସ୍ଥ୍ୟ ବିଭାଗର ଚଢ଼ାଉ, ମେସିନ ଜବତ
ବେଆଇନ ଲିଙ୍ଗ ନିରୁପଣ କରିବା ଅଭିଯୋଗ: ଡାକ୍ତରଙ୍କ ଘରେ ସ୍ୱାସ୍ଥ୍ୟ ବିଭାଗର ଚଢ଼ାଉ, ମେସିନ ଜବତ #କଟକ (ଏନ୍.ଏମ୍.): କଟକ ସହରରେ ଛତୁଫୁଟିଲା ଭଳି ଘରୋଇ ନର୍ସିଂହୋମ ଚାଲିଥିବାବେଳେ ଅନେକ ବେଆଇନ କାର୍ଯ୍ୟ ଚାଲୁଥିବାର ଅଭିଯୋଗ ମଧ୍ୟ ଉଠୁଛି । ତେବେ କେତେକସ୍ଥାନରେ ଲିଙ୍ଗ ନିରୁପଣ ଭଳି ବେଆଇନ କାର୍ଯ୍ୟ ନର୍ସିଂହୋମରେ କରାନଯାଇ କିଛି ଡାକ୍ତରମାନେ ନିଜ ଆବାସରେ ଚଳାଇଥିବା ଅଭିଯୋଗ ହୋଇଥିଲା । ତେବେ ଆଜି ଲିଙ୍ଗ ନିରୂପଣ ଅଭିଯୋଗରେ ଜଣେ ଡାକ୍ତରଙ୍କ ଘରେ ସ୍ୱାସ୍ଥ୍ୟ…
