ଯୋଗାଣ ବିଭାଗ ପ୍ରୋତ୍ସାହନରେ ସାମଗ୍ରୀ ବାଟମାରଣା କରୁଛନ୍ତି ପରିବହନ ଠିକାଦାର!
ଯୋଗାଣ ବିଭାଗ ପ୍ରୋତ୍ସାହନରେ ସାମଗ୍ରୀ ବାଟମାରଣା କରୁଛନ୍ତି ପରିବହନ ଠିକାଦାର! କଟକ(ଏନ୍.ଏମ୍.): କଟକ ମହାନଗର ନିଗମ ଅଞ୍ଚଳରେ ସରକାରଙ୍କ ଦ୍ୱାରା ଯୋଗାଇ ଦିଆଯାଉଥିବା ଅତ୍ୟାବଶ୍ୟକ ସାମଗ୍ରୀ ବଣ୍ଟନ ପାଇଁ ଖୁଚୁରା ବିକ୍ରେତା ନିଯୁକ୍ତ ହୋଇଥିଲାବେଳେ ଖୁଚୁରା ବିକ୍ରେତାମାନଙ୍କ ନିକଟରେ ସାମଗ୍ରୀ ପହଞ୍ଚାଣ…
