ଚୌଦ୍ୱାର କଲେଜ୍ ବାଣିଜ୍ୟ ବିଭାଗ ୨୦୧୭ ବ୍ୟାଚ ଛାତ୍ରଙ୍କ ବନ୍ଧୁମିଳନ
ଚୌଦ୍ୱାର କଲେଜ୍ ବାଣିଜ୍ୟ ବିଭାଗ ୨୦୧୭ ବ୍ୟାଚ ଛାତ୍ରଙ୍କ ବନ୍ଧୁମିଳନ #ଚୌଦ୍ୱାର(ଏନ୍.ଏମ୍.): ଚୌଦ୍ୱାର କଲେଜ୍ ବାଣିଜ୍ୟ ବିଭାଗର ୨୦୧୭ ବ୍ୟାଚ ଛାତ୍ରମାନଙ୍କର ଏକ ବନ୍ଧୁମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଭରାଣ୍ଡି ଗ୍ରାମ ସ୍ଥିତ ହନୁମାନ ହୁଡ଼ାରେ ଏହି ଉତ୍ସବ ପାଳିତ ହେଇଥିଲା । ଏହି କାର୍ଯ୍ୟକ୍ରମରେ କଲେଜର ବାଣିଜ୍ୟ ବିଭାଗ ୨୦୧୭ ବ୍ୟାଚ ଛାତ୍ରମାନେ ଯୋଗ ଦେଇଥିଲେ । ସମସ୍ତେ ମିଳିମିଶି ନାଚ ଗୀତ ସହିତ ମନୋରଞ୍ଜନ କରିଥଲେ । ସକାଳୁ କାର୍ଯ୍ୟକ୍ରମ ଆରମ୍ଭ…
