ଟିଏଲ୍‌ସି ପାୱାର କ୍ଲବ୍ ଖୋର୍ଦ୍ଧାର ବନ୍ଧୁ ମିଳନ

ଟିଏଲ୍‌ସି ପାୱାର କ୍ଲବ୍ ଖୋର୍ଦ୍ଧାର ବନ୍ଧୁ ମିଳନ #ଖୋର୍ଦ୍ଧା(ଏନ୍‌.ଏମ୍‌.): ଖୋର୍ଦ୍ଧା ସ୍ଥିତ ଟିଏଲସି ଠାରେ ପାୱାର କ୍ଲବ୍‌ର ବନ୍ଧୁ ମିଳନ ଉତ୍ସବ ବଡ଼ ଦୁମ୍‌ଧାମରେ ଅନୁଷ୍ଠିତ ହୋଇଯାଇଛି । ଏହି କ୍ଲବ୍‌ଟି ୧୯୯୦-୧୯୯୧ ମସିହାରୁ ଗଠନ ହୋଇ କର୍ମକର୍ତ୍ତା ତଥା ସଦସ୍ୟଙ୍କ ଚିତ୍ତବିନୋଦନ କରି ଆସୁଛି । କ୍ଲବର ସଭାପତି ପ୍ରଫୁଲ୍ଲ କୁମାର ମହାପାତ୍ରଙ୍କ ପୌରହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କ୍ଲବ ଉପସଭାପତି ଶିବୁ ଭାଇ, ସମ୍ପାଦକ କୁନୁ ମଲ୍ଲିକ ପ୍ରମୁଖ ଉପସ୍ଥିତ ରହି ଆଗାମୀ ଦିନରେ…

Read More

ଭୁବନେଶ୍ୱରରେ କଂଗ୍ରେସର ଓଡ଼ିଶା ବଞ୍ଚାଓ ସମାବେଶ : ବିଜେପି ଓ ବିଜେଡି ବିରୋଧରେ ବର୍ଷିଲେ କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ

ଭୁବନେଶ୍ୱରରେ କଂଗ୍ରେସର ଓଡ଼ିଶା ବଞ୍ଚାଓ ସମାବେଶ ବିଜେପି ଓ ବିଜେଡି ବିରୋଧରେ ବର୍ଷିଲେ କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ #ଭୁବନେଶ୍ୱର(ଏନ୍‌.ଏମ୍‌.): ଭୁବନେଶ୍ୱରରେ ଆଜି ଅନୁଷ୍ଠିତ ହୋଇଛି କଂଗ୍ରେସର ଓଡ଼ିଶା ବଞ୍ଚାଓ ସମାବେଶ । ଏଥିରେ କଂଗ୍ରେସର ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଯୋଗ ଦେଇ କେନ୍ଦ୍ରର ମୋଦୀ ସରକାର ଏବଂ ରାଜ୍ୟରେ ନବୀନ ସରକାରଙ୍କ ଉପରେ ବହେ ବର୍ଷିଥିଲେ । ସେ ତାଙ୍କ ଅଭିଭାଷଣରେ ବିଜେଡି ଓ ବିଜେପି ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ…

Read More

ଟୁଇନ୍ ସିଟିର ନୂଆ ପୁଲିସ କମିଶନର ଭାବେ ଦାୟିତ୍ୱ ଗ୍ରହଣ କଲେ ସଞ୍ଜୀବ ପଣ୍ଡା

ଟୁଇନ୍ ସିଟିର ନୂଆ ପୁଲିସ କମିଶନର ଭାବେ ଦାୟିତ୍ୱ ଗ୍ରହଣ କଲେ ସଞ୍ଜୀବ ପଣ୍ଡା #ଭୁବନେଶ୍ୱର(ଏନ୍‌.ଏମ୍‌.): ବରିଷ୍ଠ ଆଇପିଏସ୍ ଅଧିକାରୀ ସଞ୍ଜୀବ ପଣ୍ଡା ଟୁଇନ୍ ସିଟିର ନୂଆ ପୁଲିସ କମିଶନର ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଆଜି ବିଦାୟୀ ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ଠାରୁ ସେ ଦାୟିତ୍ୱ ଗ୍ରହଣ କରିଛନ୍ତି । କଟକ-ଭୁବନେଶ୍ୱର ପୁଲିସ କମିଶନରଙ୍କ କାର୍ଯ୍ୟାଳୟରେ ପହଞ୍ଚିବା ପରେ ତାଙ୍କୁ ଗାର୍ଡ ଅଫ୍ ଅନର ଦିଆଯାଇଥିଲା । ଏହି ଅବସରରେ ନୂଆ ପୁଲିସ…

Read More

ଫେବ୍ରୁଆରୀ ୨୭ରେ ରାଜ୍ୟସଭା ନିର୍ବାଚନ; ପୂରଣ ହେବ ୫୬ ଆସନ

ଫେବ୍ରୁଆରୀ ୨୭ରେ ରାଜ୍ୟସଭା ନିର୍ବାଚନ; ପୂରଣ ହେବ ୫୬ ଆସନ #ନୂଆଦିଲ୍ଲୀ(ଏଜେନ୍ସି): ଦେଶରେ ଖୁବ ଶିଘ୍ର ଆରମ୍ଭ ହେବାକୁ ଯାଉଛି ନିର୍ବାଚନ ପ୍ରକ୍ରିୟା । ଲୋକସଭା ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟସଭା ନିର୍ବାଚନ ହେବ । ତେବେ ଫେବ୍ରୁଆରୀ ୨୭ତାରଖରେ ରାଜ୍ୟସଭା ନିର୍ବାଚନ ହେବା ନେଇ ନିର୍ବାଚନ କମିଶନରଙ୍କ ପକ୍ଷରୁ ଘୋଷଣା କରାଯାଇଛି । ଦେଶର ୧୫ଟି ରାଜ୍ୟରେ ଖାଲି ପଡିବାକୁ ଥିବା ୫୬ ଆସନ ପାଇଁ ନିର୍ବାଚନ ହେବ । ନିର୍ବାଚନ ଆୟୋଗଙ୍କ ଚିଠି ଅନୁଯାୟୀ,…

Read More

ଆରମ୍ଭ ହେଲା ରାଜନୈତିକ ଅଙ୍କକଷା: ମହା ବନ୍ଧୁମିଳନରେ ବାଣୀକଲ୍ୟାଣଙ୍କ ଶକ୍ତି ପ୍ରଦର୍ଶନ

ଆରମ୍ଭ ହେଲା ରାଜନୈତିକ ଅଙ୍କକଷା: ମହା ବନ୍ଧୁମିଳନରେ ବାଣୀକଲ୍ୟାଣଙ୍କ ଶକ୍ତି ପ୍ରଦର୍ଶନ #ବାସୁଦେବପୁର(ଏନ୍‌.ଏମ୍‌.): ଆସନ୍ତା ସାଧାରଣ ନିର୍ବାଚନ ପାଇଁ ଏବେ ପ୍ରଶାସନିକ ପ୍ରସ୍ତୁତି ଜୋରଦାର ଚାଲିଥିବାବେଳେ ରାଜନୈତିକ ଅଙ୍କକଷା ମଧ୍ୟ ବଢ଼ିଯାଇଛି । କିଏ କେଉଁ ଦଳରୁ ପ୍ରାର୍ଥୀ ହେବ । କାହାର କାହା ସହିତ ପ୍ରତିଦ୍ୱନ୍ଦ୍ୱିତା ହେବ ସେ ନେଇ ଭୋଟଙ୍କରଙ୍କ ଠାରୁ ନିର୍ବାଚନ ସମୀକ୍ଷଙ୍କ ପର୍ଯ୍ୟନ୍ତ ଚାଲିଛି ହିସାବ । ଏହି ଅବସରରେ ରାଜନୈତିକ ଶିବିରରେ ମଧ୍ୟ ସମରସଜ୍ଜା ଆରମ୍ଭ ହୋଇ ଯାଇଛି ।…

Read More

ବଲାଙ୍ଗିରରେ ରାଜ୍ୟପାଳ: ୭ଦିନ ମଧ୍ୟରେ ସମସ୍ୟାର ସମାଧାନ ପାଇଁ ପ୍ରଶାସନକୁ ନିର୍ଦ୍ଦେଶ, ଅଙ୍ଗନୱାଡ଼ି ପିଲାଙ୍କୁ ବାଣ୍ଟିଲେ ଚକୋଲେଟ୍‌

ବଲାଙ୍ଗିରରେ ରାଜ୍ୟପାଳ: ୭ଦିନ ମଧ୍ୟରେ ସମସ୍ୟାର ସମାଧାନ ପାଇଁ ପ୍ରଶାସନକୁ ନିର୍ଦ୍ଦେଶ, ଅଙ୍ଗନୱାଡ଼ି ପିଲାଙ୍କୁ ବାଣ୍ଟିଲେ ଚକୋଲେଟ୍‌ #ପାଟଣାଗଡ଼(ଏନ୍‌.ଏମ୍‌.): ବଲାଙ୍ଗୀର ଗସ୍ତରେ ଓଡ଼ିଶା ରାଜ୍ୟପାଳ ରଘୁବର ଦାସ । ସେ ପ୍ରଥମେ ନୂଆପଡ଼ା ଜିଲ୍ଲାରୁ ଆସି ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକର ଝଲିଆଲିଟି ଗାଁର ଅଙ୍ଗନବାଡ଼ି କେନ୍ଦ୍ରରେ ପହଞ୍ଚିଥିଲେ । ଗାଁର ଅଙ୍ଗନବାଡ଼ି କେନ୍ଦ୍ରର ଛୋଟ ଛୋଟ ଛୁଆ ମାନଙ୍କ ସହ ମିଶି ଚକୋଲେଟ ବଣ୍ଟନ କରିଥିଲେ । ଅଙ୍ଗନବାଡ଼ି କର୍ମୀ, ପାଚିକା ଓ ମା’ମାନଙ୍କ ସହ…

Read More