ବାବା ବୈକୁଣ୍ଠ ନାଥ ବ୍ରହ୍ମଚାରୀଙ୍କ ୧୧୩ତମ ଜୟନ୍ତୀ

ବାବା ବୈକୁଣ୍ଠ ନାଥ ବ୍ରହ୍ମଚାରୀଙ୍କ ୧୧୩ତମ ଜୟନ୍ତୀ #ଚୌଦ୍ୱାର(ଏନ୍‌.ଏମ୍‌.): ଚୌଦ୍ୱାର ଓଟିଏମ କଲୋନୀସ୍ଥିତ ବାବା ବୈକୁଣ୍ଠ ନାଥ ବ୍ରହ୍ମଚାରୀଙ୍କ ଆଶ୍ରମରେ ବାବାଙ୍କ ୧୧୩ତମ ଜୟନ୍ତୀ ପାଳିତ ହୋଇଯାଇଛି । ଏହି ଅବସରରେ ବାବାଙ୍କ ପ୍ରାର୍ଥନା ମନ୍ଦିରରେ ଶ୍ରଦ୍ଧାଳୁମାନେ ୧୧୩ଟି ପ୍ରଦୀପକୁ ଓଁକାର ସ୍ଥିତିରେ ରଖି ପ୍ରଜ୍ୱଳନ କରିବା ସହ ବାବାଙ୍କ ଆଶିଷ କାମନା କରିଥିଲେ । ଶ୍ରଦ୍ଧାଳୁମାନେ ବାବାଙ୍କ ରଚିତ ସଂଗୀତ ଗାନ କରିବା ସହ ସଂକୀର୍ତ୍ତନ କରି ବାବାଙ୍କ ଜୟନ୍ତୀ ପାଳନ କରିଥିଲେ । ଏହି…

Read More

ବିଧାୟକ ମୋକିମଙ୍କ ଜନସମ୍ପର୍କ ଯାତ୍ରା

ବିଧାୟକ ମୋକିମଙ୍କ ଜନସମ୍ପର୍କ ଯାତ୍ରା #କଟକ(ଏନ୍‌.ଏମ୍‌.): କଟକ ସହରରେ ବାରବାଟୀ-କଟକ ବିଧାୟକ ଇଂ.ମହମ୍ମଦ ମୋକିମ ଜନସମ୍ପର୍କ ଯାତ୍ରା ମାଧ୍ୟମରେ ବିଭିନ୍ନ ଅଞ୍ଚଳ ପରିକ୍ରମା କରି ଜନସାଧାରଣଙ୍କ ସହ ବିଭିନ୍ନ ପ୍ରସଙ୍ଗ ନେଇ ଆଲୋଚନା ଚଳାଇଛନ୍ତି । ବିଶେଷ କରି ଅଞ୍ଚଳବାସୀଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଅବଗତ ହେବା ସହ ଏହାର ତ୍ୱରିତ ସମାଧାନ ପାଇଁ ପଦକ୍ଷେପ ନେଉଛନ୍ତି । ଏହା ଦ୍ୱାରା ନିର୍ବାଚନ ମଣ୍ଡଳୀରେ ସେ ଅଧିକରୁ ଅଧିକ ଲୋକପ୍ରିୟତା ଅର୍ଜନ କରୁଥିବା ମଧ୍ୟ ଦେଖିବାକୁ ମିଳିଛି…

Read More

ପୂର୍ବତନ ସାଂସଦ ଅନାଦି ସାହୁଙ୍କ ପରଲୋକ

ପୂର୍ବତନ ସାଂସଦ ଅନାଦି ସାହୁଙ୍କ ପରଲୋକ #କଟକ(ଏନ୍‌.ଏମ୍‌.): ପୂର୍ବତନ ସାଂସଦ ଅନାଦି ସାହୁଙ୍କ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୮୪ବର୍ଷ ହୋଇଥିଲା । କଟକର ସିଡିଏ ସ୍ଥିତ ବାସଭବନରେ ଗତକାଲି ବିଳମ୍ବିତ ରାତିରେ ଅନାଦି ସାହୁ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ଦୀର୍ଘଦିନ ଧରି ଅନାଦି ସାହୁ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡିତ ଥିଲେ । ୨ରୁ୩ ବର୍ଷ ହେବ ସେ ଶଯ୍ୟାଶାୟୀ ଥିଲେ । ଅନାଦି ସାହୁ ଜଣେ ଦକ୍ଷ ପୁଲିସ…

Read More

ଏନ.ଆର.ଆର.ଆଇରେ ପେନସନର୍ସ ସମ୍ମିଳନୀ

ଏନ.ଆର.ଆର.ଆଇରେ ପେନସନର୍ସ ସମ୍ମିଳନୀ #କଟକ(ଏନ୍‌.ଏମ୍‌.): ସ୍ଥାନୀୟ ବିଦ୍ୟାଧରପୁର ସ୍ଥିତ ଆଇସିଏଆର ପୂର୍ବାଞ୍ଚଳ ପେନସନର୍ସ ଆସୋସିଏସନର ଦ୍ୱିତୀୟ ବାର୍ଷିକ ପ୍ରତିଷ୍ଠା ଦିବସ ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ଆଇସିଏଆର ପୂର୍ବାଞ୍ଚଳର ୧୫୦ରୁ ଉର୍ଦ୍ଧ୍ୱ ପେନସନର୍ସ ଯୋଗ ଦେଇଥିଲେ । ସଭାପତି ଡ. ଶରତ ଚନ୍ଦ୍ର ସାହୁ ସ୍ୱାଗତ ଭାଷଣ ଦେବା ସହ ଆସୋସିଏସନ ଗଠନର ଲକ୍ଷ୍ୟ ଏବଂ କାର୍ଯ୍ୟକଳାପ ସମ୍ପର୍କରେ ଅବଗତ କରିଥିଲେ । ସର୍ବଭାରତୀୟ କେନ୍ଦ୍ରୀୟ ପେନସନର ଆସୋସିଏସନ, ଓଡିଶା ସଭାପତି ଜୟକୃଷ୍ଣ ଆଚାର୍ଯ୍ୟ ମୁଖ୍ୟବକ୍ତା…

Read More

ନଦୀବନ୍ଧ ପୁନର୍ବାସ ଓ ଉନ୍ନତିକରଣ ପ୍ରକଳ୍ପ କାର୍ଯ୍ୟଧାରାର ମଧ୍ୟବର୍ତ୍ତୀକାଳୀନ ସମୀକ୍ଷା

ନଦୀବନ୍ଧ ପୁନର୍ବାସ ଓ ଉନ୍ନତିକରଣ ପ୍ରକଳ୍ପ କାର୍ଯ୍ୟଧାରାର ମଧ୍ୟବର୍ତ୍ତୀକାଳୀନ ସମୀକ୍ଷା ଡ୍ୟାମ୍ ସୁରକ୍ଷା କ୍ଷେତ୍ରରେ ଓଡ଼ିଶାର ଭୂମିକାକୁ ବିଶ୍ୱ ବ୍ୟାଙ୍କ ସମେତ ବିଭିନ୍ନ ସଂଗଠନର ପ୍ରଶଂସା #ଭୁବନେଶ୍ୱର (ଏନ୍‌.ଏମ୍‌.): ନଦୀବନ୍ଧ ପୁନର୍ବାସ ଓ ଉନ୍ନତିକରଣ ପ୍ରକଳ୍ପ (ଡିଆରଆଇପି)ର କାର୍ଯ୍ୟଧାରାର ସମୀକ୍ଷା ପାଇଁ ବିଶ୍ୱବ୍ୟାଙ୍କ ପକ୍ଷରୁ ଜାନୁଆରୀ ୧୮ ଓ ୧୯ ତାରିଖ ଦୁଇଦିନ ଧରି ଭୁବନେଶ୍ୱରରେ ମଧ୍ୟବର୍ତ୍ତୀକାଳୀନ ସମୀକ୍ଷା ମିଶନ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ପଶ୍ଚିମବଙ୍ଗ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ମଣିପୁର, ମେଘାଳୟ, ଡିଭିସି, ୟୁଜେଭିଏନଏଲ…

Read More

ସିଏମସି ୪୮ ନମ୍ବର ୱାର୍ଡରେ ମାସେ ନପୁରୁଣୁ ଡ୍ରେନ ଉପରୁ ଭାଙ୍ଗିଲା ସ୍ଲାବ : ନିମ୍ନମାନର କାମ ଯୋଗୁ ବଢୁଛି ଅସନ୍ତୋଷ

ସିଏମସି ୪୮ ନମ୍ବର ୱାର୍ଡରେ ମାସେ ନପୁରୁଣୁ ଡ୍ରେନ ଉପରୁ ଭାଙ୍ଗିଲା ସ୍ଲାବ ନିମ୍ନମାନର କାମ ଯୋଗୁ ବଢୁଛି ଅସନ୍ତୋଷ #ଜଗତପୁର(ଏନ୍‌.ଏମ୍‌.): କଟକ ମହାନଗର ନିଗମର ଦୁର୍ନୀତି ନେଇ ଅସନ୍ତୋଷ କୁହୁଳିବାରେ ଲାଗିଛି । ଏପରିକି ବିଭିନ୍ନ ପ୍ରକଳ୍ପରେ ଠିକାସଂସ୍ଥା ଓ ବିଭାଗୀୟ ଅଧିକାରୀଙ୍କ ସଲାସୁତରାରେ ନିମ୍ନମାନର କାର୍ଯ୍ୟକରି ସରକାରୀ ଅର୍ଥକୁ ଆତ୍ମସାତ କରାଯାଉଥିବା ଅଭିଯୋଗ ହୋଇଛି । ସିଏମସି ଅନ୍ତର୍ଗତ ୪୮ନମ୍ବର ୱାର୍ଡ ପଣ୍ଡା ସାହି ଗ୍ରାମ ଦୋଳମଣ୍ଡପ ତ୍ରିଛକ ରାସ୍ତା ମଝିରେ ଯାଇଥିବା ଏକ…

Read More

ନ୍ୟୁ ଷ୍ଟୁଆର୍ଟ ସ୍କୁଲର ୩୨ ତମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ

ନ୍ୟୁ ଷ୍ଟୁଆର୍ଟ ସ୍କୁଲର ୩୨ ତମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ #କଟକ (ଏନ୍‌.ଏମ୍‌.): ସ୍ଥାନୀୟ ମିଶନରୋଡ଼ ସ୍ଥିତ ନ୍ୟୁ ଷ୍ଟୁଆର୍ଟ ସ୍କୁଲର ୩୨ ତମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ସ୍କୁଲର ଅଧକ୍ଷ ରେଭେରାଣ୍ଡ ଡିକନ ମୋଜେସ ମହାନ୍ତିଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଓଡିଶା ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ ନିର୍ଦ୍ଦେଶକ ରଘୁରାମ ଆୟର ଯୋଗ ଦେଇଥିଲେ । ସମ୍ମାନୀୟ ଅତିଥି ମାନଙ୍କ ମଧ୍ୟରେ ବିଦ୍ୟାଳୟ ପରିଚାଳନା କମିଟି…

Read More

ଜନବସତିରେ ଜଙ୍ଗଲି ଜନ୍ତୁ: ଜଗତପୁର ପୀର ବଜାରରୁ ୨ ବାରହା ଉଦ୍ଧାର

ଜନବସତିରେ ଜଙ୍ଗଲି ଜନ୍ତୁ: ଜଗତପୁର ପୀର ବଜାରରୁ ୨ ବାରହା ଉଦ୍ଧାର #ଜଗତପୁର(ଏନ୍‌.ଏମ୍‌.): ଏବେ ଜନବସତି ମୁହାଁ ହୋଇଛନ୍ତି ଜଙ୍ଗଲି ଜନ୍ତୁ । ଜଙ୍ଗଲରେ ସେମାନଙ୍କ ପାଇଁ ଆବଶ୍ୟକ ଖାଦ୍ୟ ପାନୀୟ ଅଭାବ ଯୋଗୁଁ ଏହି ଜଙ୍ଗଲ ଜନ୍ତୁ ଏବେ ଜନବସତି ମୁହାଁ ହେଉଛନ୍ତି । କିଛିଦିନ ତଳେ ଜଙ୍ଗଲି ହାତୀ କଟକ ଜିଲ୍ଲା ଜଗତପୁର ଶିଳ୍ପାଞ୍ଚଳରେ ଉତ୍ପାତ ସୃଷ୍ଟି କରିଥିବାବେଳେ ଏବେ ଜଙ୍ଗଲି ବାରହା ବୁଲୁଥିବା ଦେଖିବାକୁ ମିଳିଛି । ତେବେ ଗତକାଲି ବାରହା ଦୁଇଟି…

Read More