ଚୌଦ୍ୱାର ଶାସକ ଦଳରେ ବଢ଼ୁଛି ଅସନ୍ତୋଷ: ନଗର ସଭାପତି ଓ ବିଧାୟକଙ୍କ ପ୍ରତିନିଧି ପଦରୁ ଇସ୍ତଫା ଦେବାକୁ ଘୋଷଣା କଲେ ବିଷ୍ଣୁଚରଣ ପରିଡା

ଚୌଦ୍ୱାର ଶାସକ ଦଳରେ ବଢ଼ୁଛି ଅସନ୍ତୋଷ: ନଗର ସଭାପତି ଓ ବିଧାୟକଙ୍କ ପ୍ରତିନିଧି ପଦରୁ ଇସ୍ତଫା ଦେବାକୁ ଘୋଷଣା କଲେ ବିଷ୍ଣୁଚରଣ ପରିଡା #ଚୌଦ୍ୱାର(ଏନ୍‌.ଏମ୍‌.): କଟକ ଜିଲ୍ଲା ଚୌଦ୍ୱାର-କଟକ ନିର୍ବାଚନ ମଣ୍ଡଳୀରେ ଶାସକ ଦଳରେ ବିଶୃଙ୍ଖଳା ଦେଖିବାକୁ ମିଳିଛି । ବିଶେଷ କରି ଚୌଦ୍ୱାର ପୌରାଞ୍ଚଳରେ ବିଜେଡି ଲୋକ ପ୍ରତିନିଧିଙ୍କ ଅସନ୍ତୋଷ ତେଜୁଥିବା ଦେଖିବାକୁ ମିଳିଛି । ଗତ କିଛି ଦିନ ତଳେ ଚୌଦ୍ୱାର ପୌର ପରିଷଦରେ ଶାସକ ଦଳର ଜଣେ ନିର୍ବାଚିତ କାଉନସିଲର ପଦରୁ ଇସ୍ତଫା…

Read More

ଜଗତପୁର କେନ୍ଦ୍ରାପଡ଼ା କେନାଲ ବନ୍ଧ ରାସ୍ତା ମରାମତି କେବେ?

ଜଗତପୁର କେନ୍ଦ୍ରାପଡ଼ା କେନାଲ ବନ୍ଧ ରାସ୍ତା ମରାମତି କେବେ? ୧୦ ବର୍ଷରୁ ଉର୍ଦ୍ଧ୍ୱ ହେବ କଦର୍ଯ୍ୟମୟ ରାସ୍ତା ଉପରେ ନିରର୍ଭର କରୁଛନ୍ତି ଗ୍ରାମବାସୀ #ଜଗତପୁର(ଏନ୍‌.ଏମ୍‌.): ରାଜ୍ୟସରକାର ଜନସାଧାରଣଙ୍କ ବିଭିନ୍ନ ସମସ୍ୟାର ସମାଧାନ ତଥା ଜନହୀତକର କାର୍ଯ୍ୟ ପାଇଁ ବଦ୍ଧପରିକର ଅଛନ୍ତି । ରାଜ୍ୟରେ ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ବିଭିନ୍ନ ସହାୟତା ପ୍ରଦାନ କରିବା ସହ ଶିକ୍ଷା, ସ୍ୱାସ୍ଥ୍ୟ ତଥା ଗମନାଗମନର ସୁବିଧା ପାଇଁ ବିଭିନ୍ନ ପ୍ରକଳ୍ପ କରି ଦେଶର ସ୍ୱତନ୍ତ୍ର ସ୍ଥାନରେ ରହିଛନ୍ତି ମୁଖ୍ୟମନ୍ତ୍ରୀ ।…

Read More

ଗାଁ ବିରୋଧରେ ପାରିପାର୍ଶ୍ୱିକ ଉନ୍ନୟନ ପାଣ୍ଠି ବ୍ୟବହାର କରୁଛି ଜିଏମଡିସି

ଗାଁ ବିରୋଧରେ ପାରିପାର୍ଶ୍ୱିକ ଉନ୍ନୟନ ପାଣ୍ଠି ବ୍ୟବହାର କରୁଛି ଜିଏମଡିସି ଛେଣ୍ଡିପଦା (ଏନ୍‌.ଏମ୍‌.): ଛେଣ୍ଡିପଦା ଅଞ୍ଚଳରେ ଜମିଅଧିଗ୍ରହଣ ଉଦେଶ୍ୟରେ ଗାଁ ଗାଁ ବିରୋଧରେ ପାରିପାର୍ଶ୍ୱିକ ଉନ୍ନୟନ ପାଣ୍ଠିର ଅପବ୍ୟବହାର ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ଜମି ଅଧିଗ୍ରହଣ ପୂର୍ବରୁ ଅଞ୍ଚଳରେ ପାରିପାର୍ଶ୍ୱିକ ଉନ୍ନୟନ କାର୍ଯ୍ୟ କରିବାକୁ ସରକାରୀ ନିୟମ ରହିଛି । ଛେଣ୍ଡିପଦା ତହସିଲ ଅଧିନରେ ବୈତରଣୀ ୱେଷ୍ଟ କୋଲ ବ୍ଲକର ପ୍ରସ୍ତାବିତ ଖୋଲା କୋଇଲା ଖଣି ଗୁଜୁରାଟ ମେନେରାଲ ଡେଭଲପମେଣ୍ଟ କର୍ପୋରେସନ ଜମିଅଧିଗ୍ରହଣ…

Read More