ଜଗତପୁର ଭିଆଇପି ରୋଡରେ ଲହଡି ମାରୁଛିି ନିମପୁର ବସ୍ତି ବାସିନ୍ଦାଙ୍କ ଘରର ଆର୍ବଜନା ପାଣି
ଜଗତପୁର ଭିଆଇପି ରୋଡରେ ଲହଡି ମାରୁଛିି ନିମପୁର ବସ୍ତି ବାସିନ୍ଦାଙ୍କ ଘରର ଆର୍ବଜନା ପାଣି ୩ ବର୍ଷ ବିତିଲା ହେଲାନି ଡ୍ରେନ ଚାଲିଛି ଫଳକମରା ରାଜନୀତି ଜଗତପୁର (ଏନ୍.ଏମ୍.): ସାଧାରଣ ନିର୍ବାଚନକୁ ଆଉ ଦିନ କେଇଟା ଥିଲା ବେଳେ ବିଜୁ ଜନତା ଦଳ ୨୦୨୩ ମସିହାରୁ ମାଳମାଳ ଫଳକ ଚୌଦ୍ୱାର କଟକ ନିର୍ବାଚନ ମଣ୍ଡଳୀ ଜଗତପୁର ଅଞ୍ଚଳରେ ଖୁନ୍ଦି ହୋଇଯାଇଛି । କେଉଠି ନୂଆ ଫଳକ ମରାଯାଉଛି ତ କେଉଁଠି ପୁରୁଣା ଫଳକରେ କାମଚଳା ପରିସ୍ଥିତିରେ ଗେଣ୍ଡୁ…
