କଟକ ରେଭେନ୍ସା କଲେଜିଏଟ୍ ସ୍କୁଲରେ ସଡ଼କ ସୁରକ୍ଷା ସପ୍ତାହରେ ସଚତନତା କାର୍ଯ୍ୟକ୍ରମ
କଟକ ରେଭେନ୍ସା କଲେଜିଏଟ୍ ସ୍କୁଲରେ ସଡ଼କ ସୁରକ୍ଷା ସପ୍ତାହରେ ସଚତନତା କାର୍ଯ୍ୟକ୍ରମ #କଟକ(ଏନ୍.ଏମ୍.): କଟକରେ ସଡ଼କ ସୁରକ୍ଷା ସପ୍ତାହ ପାଳନ କରାଯାଉଥିବାବେଳେ ଆଜି ଏହି ପରିପରେକ୍ଷୀରେ ସ୍ଥାନୀୟ ରେଭେନ୍ସା କଲେଜିଏଟ୍ ସ୍କଲ୍ ପରିସରରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ସରକାରଙ୍କ ପରିବହନ ବିଭାଗ ପକ୍ଷରୁ ବିଭିନ୍ନ କାର୍ଯ୍ୟପନ୍ଥା ଗ୍ରହଣ କରାଯାଉଥିବାବେଳେ କଟକ ଜିଲ୍ଲାରେ ରାଜ୍ୟ ପରିବହନ ବିଭାଗର ନୀତି ନିୟମ ଅନୁପାଳନ ପୂର୍ବକ ଆଇନ କାର୍ଯ୍ୟକାରୀ କରାଯାଉଛି । ଆଇନ ଅମାନ୍ୟକାରୀମାନଙ୍କ କ୍ଷେତ୍ରରେ…
