ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ କଟକ ଜିଲ୍ଲାରେ ବୁଲିଲା ମହାପ୍ରଭୁଙ୍କ ଅର୍ପଣ ରଥ
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ କଟକ ଜିଲ୍ଲାରେ ବୁଲିଲା ମହାପ୍ରଭୁଙ୍କ ଅର୍ପଣ ରଥ #କଟକ(ଏନ୍.ଏମ୍.): ଆସନ୍ତା ୧୭ ତାରିଖରେ ଲୋକାର୍ପିତ ହେବାକୁ ଥିବା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟରେ ରାଜ୍ୟର ପ୍ରତ୍ୟେକ ବ୍ୟକ୍ତିଙ୍କୁ ସାମିଲ କରିବା ଉଦ୍ଦେଶ୍ୟରେ ଘରକୁ ଘର ବୁଲୁଛି ‘ଶ୍ରୀ ଜଗନ୍ନାଥ ଅର୍ପଣ ରଥ’ । ଏହି ପରିପ୍ରେକ୍ଷୀରେ ଆଜି କଟକ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଏହି ରଥ ପରିକ୍ରମା କରିଥିଲା । ତେବେ ଯେଉଁ ଅଞ୍ଚଳକୁ ରଥ ଯାଇଛି ସେଠାରେ ରଥକୁ ଭବ୍ୟ…
