କଟକ ଜିଲ୍ଲା ଇପିଏଫ ଆସୋସିଏସନ୍ର ତୃତୀୟ ବାର୍ଷିକ ସମ୍ମିଳନୀ
କଟକ ଜିଲ୍ଲା ଇପିଏଫ ଆସୋସିଏସନ୍ର ତୃତୀୟ ବାର୍ଷିକ ସମ୍ମିଳନୀ #କଟକ(ଏନ୍.ଏମ୍.): କଟକ ଜିଲ୍ଲା ଇପିଏଫ ପେନସନ ଆସୋସିଏସନ୍ର ତୃତୀୟ ବାର୍ଷିକ ସମ୍ମିଳନୀ ସଭାପତି ରାଜକିଶୋର ସ୍ୱାଇଁଙ୍କ ସଭାପତିତ୍ୱରେ ସ୍ଥାନୀୟ ଗାନ୍ଧୀ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି । ସଂଘର ସଭାପତି ପତାକା ଉତ୍ତୋଳନ କରିଥିଲା ବେଳେ,ସମ୍ମିଳନୀକୁ ଜାତୀୟ ଉପସଭାପତି ତଥା ରାଜ୍ୟ ସଂପାଦକ ଭାଗ୍ୟଧର ବ୍ରହ୍ମା ଉଦଘାଟନ କରି ସମ୍ବିଧାନର ୩୦୯ଧାରା ଅନୁସାରେ ସୁରକ୍ଷିତ ଓ ସଂଗଠିତ ପେନସନ ବ୍ୟବସ୍ଥା ସମ୍ପର୍କରେ ଆଲୋକପାତ କରିଥିଲେ । ପେନସନ…
