ଶାସକ ଦଳ ସରକାରୀ ଅର୍ଥରେ ଦଳୀୟ ପ୍ରଚାର କରିବା ଦୁର୍ଭାଗ୍ୟଜନକ: ବିଜେପି
ଶାସକ ଦଳ ସରକାରୀ ଅର୍ଥରେ ଦଳୀୟ ପ୍ରଚାର କରିବା ଦୁର୍ଭାଗ୍ୟଜନକ: ବିଜେପି #କଟକ(ଏନ୍.ଏମ୍.): ମିଥ୍ୟା ପ୍ରଲୋଭନ ଦେଇ ବିକାଶ ନାମରେ ଶାସକ ଦଳ ରାଜ୍ୟବାସୀଙ୍କୁ ଭୂଆଁ ବୁଲାଉଛି । ଏପରିକି ସରକାରୀ ଅର୍ଥରେ ଶାସକ ଦଳ ଦଳୀୟ ପ୍ରଚାର କରିବା ଦୁର୍ଭାଗ୍ୟ ଜନକ ବୋଲି ବରିଷ୍ଠ ବିଜେପିନେତ୍ରୀ ସ୍ମୃତି ପଟ୍ଟନାୟକ ଅଭିଯୋଗ କରିଛନ୍ତି । ଏପରିକି ନିର୍ବାଚନକୁ ଦୃଷ୍ଟିରେ ରଖି ଶାସକ ଦଳର ନେତାମାନେ ସରକାରୀ ତହବିଲରୁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ଦଳୀୟ ପ୍ରଚାର…
