ପୂର୍ବ ରଙ୍ଗ -୨୦୨୩ ଜାତୀୟ ନାଟ୍ୟ ଉତ୍ସବ

ପୂର୍ବ ରଙ୍ଗ -୨୦୨୩ ଜାତୀୟ ନାଟ୍ୟ ଉତ୍ସବ #ଭୁବନେଶ୍ୱର(ଏନ୍‌.ଏମ୍‌.): ରାଜ୍ୟ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡିଶା ସଂଗୀତ ନାଟକ ଏକାଡେମୀ, ପୂର୍ବାଞ୍ଚଳ ସାଂସ୍କୃତିକ କେନ୍ଦ୍ର, କୋଲକାତାର ମିଳିତ ଆନୁକୂଲ୍ୟରେ ଫେବୃୟାରୀ ୧ରୁ ୪ ତାରିଖ ପର୍ଯ୍ୟନ୍ତ ରବୀନ୍ଦ୍ର ମଣ୍ଡପ ଠାରେ ଜାତୀୟ ନାଟ୍ୟ ଉତ୍ସବ-୨୦୨୩ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମର ମୁଖ୍ୟଅତିଥି ଭାବେ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ନିର୍ଦ୍ଦେଶକ ଇନ୍ଦ୍ରମଣି ତ୍ରିପାଠୀ, ସମ୍ମାନିତ ଅତିଥି ଭାବେ ବିଶିଷ୍ଟ…

Read More

ମନ ମୋହିଲା ତୋଷାଳୀ ଜାତୀୟ ହସ୍ତଶିଳ୍ପ ମେଳା

ମନ ମୋହିଲା ତୋଷାଳୀ ଜାତୀୟ ହସ୍ତଶିଳ୍ପ ମେଳା #ଭୁବନେଶ୍ୱର(ଏନ୍‌.ଏମ୍‌.): ଜନତା ମଇଦାନରେ ତୋଷାଳୀ ଜାତୀୟ ହସ୍ତଶିଳ୍ପ ମେଳା ଏବେ ଦର୍ଶକଙ୍କ ମନମୋହିବାରେ ଲାଗିଛି । ଏଥିରେ ହସ୍ତଶିଳ୍ପ ନିର୍ଦ୍ଦେଶକ ଶ୍ୟାମଭକ୍ତ ମିଶ୍ର, ହସ୍ତତନ୍ତ ବିଭାଗର ସ୍ୱତନ୍ତ୍ର ସଚିବ ସରୋଜ ପଟେଲ, ଅତିରିକ୍ତ ସଚିବ ବିକ୍ରମାଦିତ୍ୟ ବାରିକ ଏବଂ ସିଡାକର ସଦସ୍ୟ ସଚିବ ଶିଶିର କୁମାର ରଥ ପ୍ରମୁଖ ଉପସ୍ଥିତ ରହି ସାଂସ୍କୃତିକ ସନ୍ଧ୍ୟାକୁ ଆନୁଷ୍ଠାନିକ ଭାବରେ ଉଦ୍‌ଘାଟନ କରିଥିଲେ । ଓଲିଓଡ ଜଗତର ବିଶିଷ୍ଟ କଣ୍ଠଶିଳ୍ପୀ ବିଷ୍ଣୁ…

Read More

ରାଷ୍ଟ୍ରୀୟ ଲୋକଅଦାଲତ ଚଳିତ ଫେବୃଆରୀ ୧୧ତାରିଖରେ

ରାଷ୍ଟ୍ରୀୟ ଲୋକଅଦାଲତ ଚଳିତ ଫେବୃଆରୀ ୧୧ତାରିଖରେ #କଟକ (ଏନ୍‌.ଏମ୍‌.): ରାଷ୍ଟ୍ରୀୟ ଲୋକଅଦାଲତ ଚଳିତ ମାସ ତା ୧୧ତାରିଖ ପୂର୍ବାହ୍ନ ୧୦ ଘଟିକା ସମୟରୁ ଉଚ୍ଚନ୍ୟାୟାଳୟ ଏବଂ ଜିଲ୍ଲାର ସମସ୍ତ ସିଭିଲ କୋର୍ଟ ଓ ସମସ୍ତ ତାଲୁକସ୍ତରୀୟ କୋର୍ଟ ପରିସରରେ ଅନୁଷ୍ଠିତ ହେବ । ଉକ୍ତ ରାଷ୍ଟ୍ରୀୟ ଲୋକଅଦାଲତରେ ପ୍ରାୟ ସମସ୍ତ ପ୍ରକାରର ବିଚାରଧୀନ ମୋକଦ୍ଦମା ଯଥା ଦେୱାନୀ ଓ ଫୌଜଦାରୀ(ସାଲିସ ଯୋଗ୍ୟ), ମୋଟର ଦୁର୍ଘଟଣା ଜନିତ କ୍ଷତିପୂରଣ, ବ୍ୟାଙ୍କଋଣ, ବିଦ୍ୟୁତ ଓ ଜଳଯୋଗାଣ, ପାରିବାରିକ ସମସ୍ୟା, ଜମିଅଧିଗ୍ରହଣ,…

Read More

ଧବଳେଶ୍ୱରଙ୍କ ପୀଠରେ ଜାଗରଯାତ୍ରା ନେଇ ପ୍ରଶାସନିକ ପ୍ରସ୍ତୁତି ବୈଠକ

ଧବଳେଶ୍ୱରଙ୍କ ପୀଠରେ ଜାଗରଯାତ୍ରା ନେଇ ପ୍ରଶାସନିକ ପ୍ରସ୍ତୁତି ବୈଠକ #ଆଠଗଡ଼(ଏନ୍‌.ଏମ୍‌.): ଚଳିତ ମାସ ଆସନ୍ତା ୧୮ ତାରିଖରେ ହେବାକୁ ଯାଉଥିବା ଶ୍ରୀଶ୍ରୀ ଧବଳେଶ୍ୱରଙ୍କ ପୀଠରେ ଜାଗର ଯାତ୍ରା ପାଇଁ ଏକ ପ୍ରସ୍ତୁତି ବୈଠକ ଆଜି ଅନୁଷ୍ଠିତ ହୋଇଯାଇଛି । କଟକ ଜିଲ୍ଲା ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀଙ୍କ ଅଧ୍ୟକ୍ଷତାରେ ଆୟୋଚୀି ଏହି ବୈଠକରେ ଆଠଗଡ ଉପଜିଲ୍ଲାପାଳ ତଥା ଆଠଗଡ ଦେବୋତ୍ତର ମୁଖ୍ୟ କାର୍ଯ୍ୟ ନିର୍ବାହୀ ହେମନ୍ତ କୁମାର ସ୍ୱାଇଁ ସ୍ୱାଗତ ଭାଷଣ ଦେଇଥିଲେ । ପୀଠକୁ ଆସିବାକୁ…

Read More

ମୋବାଇଲ ଫୋନ ଚୋରି ଅଭିଯୋଗରେ ଜଣେ ବଞ୍ଜାରାକୁ ଗିରଫ କଲା ପୁଲିସ

ମୋବାଇଲ ଫୋନ ଚୋରି ଅଭିଯୋଗରେ ଜଣେ ବଞ୍ଜାରାକୁ ଗିରଫ କଲା ପୁଲିସ #କଟକ(ଏନ୍‌.ଏମ୍‌.): ପେଟପାଟଣା ପାଇଁ ନିରୀହ, ଗରିବ ଭଳି ଅଭିନୟ କରି ବଞ୍ଜାରାମାନେ ପଲା ମାରି ରହିବାର କିଛି ଦିନ ପରେ ସେମାନଙ୍କ ଅସଲ ମୁଖା ଖୋଲିଯାଇଥିବା ଜଣାପଡ଼ିଛି । ଫଳରେ ବଞ୍ଜାରାମାନଙ୍କୁ ତୁରନ୍ତ ଏଠାରୁ ହଟାଇବା ପାଇଁ ବିଭିନ୍ନ ମହଲରେ ଦାବି ହୋଇଛି । ମିଳିଥିବା ସୂଚନା ଅନୁଯାୟୀ ଜଗତପୁର ଗୋଲେଇ ଛକ ନିକଟରେ ରାଜ୍ୟବାହାରୁ କିଛି ବଞ୍ଜାରା ଆସି ଏଠାରେ ପଲାମାରି ରହିଲେ…

Read More

ମୁଖ୍ୟମନ୍ତ୍ରୀ, ୫-ଟି ସଚିବଙ୍କୁ ପ୍ରଶଂସାରେ ପୋତି ପକାଇଲେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି

ମୁଖ୍ୟମନ୍ତ୍ରୀ, ୫-ଟି ସଚିବଙ୍କୁ ପ୍ରଶଂସାରେ ପୋତି ପକାଇଲେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି #ଜୟପୁର(ଏନ୍‌.ଏମ୍‌.): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ଖୁବ ପ୍ରଶଂସା କରିଛନ୍ତି । ବିକ୍ରମଦେବ କଲେଜର ପ୍ଲାଟିନମ୍ ଜୁବଲି ଓ ବିଶ୍ୱବିଦ୍ୟାଳୟ ଘୋଷଣା ସମାରୋହରେ ମୁଖ୍ୟମନ୍ତ୍ରୀ ମୁଖ୍ୟଅତିଥି ଭାବେ ଯୋଗଦେଇଥିବାବେଳେ ମଞ୍ଚରେ ତାଙ୍କର ବନ୍ଦନା ଗାନ କରିଛନ୍ତି ବିଧାୟକ ଶ୍ରୀ ବାହିନୀପତି । ମୁଖ୍ୟମନ୍ତ୍ରୀ ଜିନ୍ଦାବାଦ ଓ ମୁଖ୍ୟମନ୍ତ୍ରୀ ସ୍ୱାଗତ ନାରା ମଧ୍ୟ ଦେଲେ । ଏଥି…

Read More

ନବ ଦାସଙ୍କ ହତ୍ୟା ମାମଲାରେ ମୁହଁ ଖୋଲିଲେ ଡିଜିପି: ଜଷ୍ଟିସଙ୍କ ମନିଟରିଂରେ ଚାଲିଛି ତଦନ୍ତ

ନବ ଦାସଙ୍କ ହତ୍ୟା ମାମଲାରେ ମୁହଁ ଖୋଲିଲେ ଡିଜିପି: ଜଷ୍ଟିସଙ୍କ ମନିଟରିଂରେ ଚାଲିଛି ତଦନ୍ତ #ଭୁବନେଶ୍ୱର (ଏନ୍‌.ଏମ୍‌.): ପଶ୍ଚିମ ଓଡ଼ିଶାର ଟାଣୁଆ ଜନନେତା ତଥା ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କୁ ହତ୍ୟା ନେଇ ତଦନ୍ତ ଚାଲିଥିବାବେଳେ ଏହା ଲୋକ ଦେଖାଣିଆ ବୋଲି ବିରୋଧୀ ଦଳ ପକ୍ଷରୁ ଅଭିଯୋଗ ଉଠିଛି । ଏପରିକି ତଦନ୍ତକରୁଥିବା ପୁଲିସ ବିଭାଗର ଅଧିକାରୀଙ୍କ ଉପରେ ଜନସାଧାରଣଙ୍କ ଭରସା ନଥିବା ଭଳି ସଂଗୀନ ଅଭିଯୋଗ ମଧ୍ୟ ଉଠାଯାଇଛି । ଅତୀତରେ ଏଭଳି ବହୁ ମାମଲାର…

Read More

ସମ୍ପନ୍ନ ହେଲା ତିନି ଦିବସୀୟ କବୀର ପରମେଶ୍ୱର ନିର୍ବାଣ ଦିବସ

ସମ୍ପନ୍ନ ହେଲା ତିନି ଦିବସୀୟ କବୀର ପରମେଶ୍ୱର ନିର୍ବାଣ ଦିବସ #କଟକ(ଏନ୍‌.ଏମ୍‌.): ସନ୍ଥ ରାମପାଲଜୀ ମହାରାଜାଙ୍କ ତତ୍ତ୍ୱାବଧାନରେ ସତ୍ୟଲୋକ ଆଶ୍ରମ କୁରୁକ୍ଷେତ୍ରରେ ପାଳିତ ହେଲା ପରମେଶ୍ୱର କବୀରଜୀଙ୍କ ନିର୍ବାଣ ଦିବସ । ଭାରତର ବିଭିନ୍ନ ରାଜ୍ୟ ତଥା ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଏହି କାର୍ଯ୍ୟକ୍ରମକୁ ଆସିଥିବା ଲକ୍ଷାଧିକ ଶ୍ରଦ୍ଧାଳୁ ସନ୍ଥ ଗରୀବ ଦାସଜୀ ମହାରାଜାଙ୍କ ଅମର ବାଣୀ ଶ୍ରବଣ କରିବା ସହିତ ପ୍ରସାଦ ସେବନ କରିଥିଲେ । କାର୍ଯ୍ୟକ୍ରମର ଆକର୍ଷଣ ଥିଲା ଯୌତୁକ ମୁକ୍ତ ବିବାହ ।…

Read More

ପ୍ରଧାନମନ୍ତ୍ରୀ ଆବାସ ଦୁର୍ନୀତି ନେଇ ଆଠଗଡ ବ୍ଲକ ଘେରିଲା ବିଜେପି

ପ୍ରଧାନମନ୍ତ୍ରୀ ଆବାସ ଦୁର୍ନୀତି ନେଇ ଆଠଗଡ ବ୍ଲକ ଘେରିଲା ବିଜେପି #ଆଠଗଡ (ଏନ୍‌.ଏମ୍‌.): ଆଠଗଡ ଅଞ୍ଚଳରେ ପ୍ରଧାନମନ୍ତ୍ରୀ ଆବାସ ଦୁର୍ନୀତି ନେଇ ବିଜେପି କର୍ମୀମାନଙ୍କ ପକ୍ଷରୁ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ହୋଇଯାଇଛି । ବିଜେପି ନେତା ବ୍ରଜେନ୍ଦ୍ର ରାୟଙ୍କ ନେତୃତ୍ୱରେ ଆଠଗଡ ବିଜେପି କାର୍ଯ୍ୟାଳୟ ଠାରୁ ଏକ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିବା ପରେ ଆଠଗଡ ବ୍ଲକ କାର୍ଯ୍ୟାଳୟ ଆଗରେ ପହଞ୍ଚି ବିକ୍ଷୋଭ କରିଥିଲେ । ବିକ୍ଷୋଭକାରୀମାନେ ସେଠାରେ ପହଞ୍ଚିବା ପୂର୍ବରୁ ପୁଲିସ…

Read More

କୁସୁପୁରରେ ଖୋଲିଲା ନୂଆ ପରିବା ହାଟ

କୁସୁପୁରରେ ଖୋଲିଲା ନୂଆ ପରିବା ହାଟ ସାଲେପୁର(ଏନ୍‌.ଏମ୍‌.): ସାଲେପୁର ବ୍ଲକ ଭୀମଦାସପୁର ଗ୍ରାମପଞ୍ଚାୟତ କୁସୁପୁର ରଥକଳ ଛକରେ ଏକ ନୂତନ ସାପ୍ତାହିକ ପରିବା ହାଟ ବୁଧବାର ଉଦ୍‌ଘାଟିତ ହୋଇଯାଇଛି । ଭୀମଦାସପୁର ସରପଞ୍ଚ ନଳିନୀପ୍ରଭା ନାୟକ, ସମିତିସଭ୍ୟା ପ୍ରଭାତୀ ସେଠୀ, ଓଡାସିଂହ ପଞ୍ଚାୟତ ସରପଞ୍ଚ ଜ୍ୟୋତିରେଖା ନାୟକ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଏହି ହାଟକୁ ଲୋକାର୍ପିତ କରିଥିଲେ । ହାଟ ଉଦ୍‌ଘାଟନ ସମୟରେ ହାଟ କମିଟିର ସଭାପତି, ସଂପାଦକ, କୋଷାଧ୍ୟକ୍ଷଙ୍କ ସହିତ ଆଜାଦ୍ ଆକବରୀ କ୍ଲବର…

Read More

ତେଲେଙ୍ଗାପେଣ୍ଠସ୍ଥିତ ଗାନ୍ଧୀସ୍ମୃତି ପୀଠ ଠାରେ ତ୍ରିଦିବସୀୟ ପଲ୍ଲିଶ୍ରୀ ମେଳା ଉଦଘାଟିତ

ତେଲେଙ୍ଗାପେଣ୍ଠସ୍ଥିତ ଗାନ୍ଧୀସ୍ମୃତି ପୀଠ ଠାରେ ତ୍ରିଦିବସୀୟ ପଲ୍ଲିଶ୍ରୀ ମେଳା ଉଦଘାଟିତ #କଟକ ସଦର(ଏନ୍‍.ଏମ୍‍.): ଗାନ୍ଧୀ ଦର୍ଶନ ସମଗ୍ର ବିଶ୍ୱରେ ଆଦୃତ ଓ ଅନୁକରଣୀୟ । ସୃଷ୍ଟି ଓ ସ୍ରଷ୍ଟାର ନିର୍ଦ୍ଦେଶ ମୁତାବକ ସମଗ୍ର ବିଶ୍ୱରେ ଶାନ୍ତିର ବାର୍ତ୍ତା ପ୍ରଚାର ଓ ପ୍ରସାର କରି ଜାତିର ଜନକ ମହାତ୍ମା ଗାନ୍ଧୀ ଯେଉଁ ଆଦର୍ଶ ଓ ଅନୁପ୍ରେରଣା ସୃଷ୍ଟି କରିଛନ୍ତି ତାହା ବାସ୍ତବ ସମାଜରେ ଗ୍ରହଣୀୟ ହୋଇପାରିଛି । ଆଧ୍ୟାତ୍ମିକ ଚେତନା ଠାରୁ ଆରମ୍ଭ କରି ସ୍ୱାଧୀନତା ଆନ୍ଦୋଳନ, ନାରୀ…

Read More

ଆଜି ରାତି ୩ଟାରୁ ଦେଖିବାକୁ ମିଳିବ ମହା ଜାଗତିକ ଦୃଶ୍ୟ: ଉତ୍ତର ଆକାଶରେ ଧୂମକେତୁ

ଆଜି ରାତି ୩ଟାରୁ ଦେଖିବାକୁ ମିଳିବ ମହା ଜାଗତିକ ଦୃଶ୍ୟ: ଉତ୍ତର ଆକାଶରେ ଧୂମକେତୁ #ଭୁବନେଶ୍ୱର(ଏନ୍‍.ଏମ୍‍.): ଆଜି ରାତି ୩ଟାରୁ ଉତ୍ତର ଆକାଶରେ ଧୂମକେତୁ ଦୃଶ୍ୟମାନ ହେବ । ତେବେ ଗ୍ରାମାଞ୍ଚଳରେ ରହୁଥିବା ଲୋକମାନେ ଏହି ଧୂମକେତୁକୁ ଖାଲି ଆଖିରେ ଝାପ୍ସା ଭାବେ ଦେଖିପାରିବେ । ମାତ୍ର ସହରାଞ୍ଚର ଲୋକମାନେ ଦେଖିପାରିବେ ନାହିଁ । କାରଣ ସହରାଞ୍ଚଳରେ ଆଲୋକ ପ୍ରଦୂଷିତ ହୋଇଥିବାରୁ ଖାଲି ଆଖିରେ ଦେଖାଯିବ ନାହିଁ ବୋଲି ପଠାଣୀ ସାମନ୍ତ ପ୍ଲାନେଟୋରିୟମ୍ ନିର୍ଦ୍ଦେଶକ ଶୁଭେନ୍ଦୁ ପଟ୍ଟନାୟକ…

Read More