ବାରବାଟୀ-କଟକ ବିଧାୟକଙ୍କ ସିଏମସି ୩ ନମ୍ବର ୱାର୍ଡ ପରିଦର୍ଶନ
ବାରବାଟୀ-କଟକ ବିଧାୟକଙ୍କ ସିଏମସି ୩ ନମ୍ବର ୱାର୍ଡ ପରିଦର୍ଶନ #କଟକ(ଏନ୍.ଏମ୍.): କଟକ ସହରର ବିଭିନ୍ନ ୱାର୍ଡ଼ରେ ଜନସାଧାରଣଙ୍କ ରହିଥିବା ବିଭିନ୍ନ ସମସ୍ୟାକୁ ବାରବାଟୀ-କଟକ ବିଧାୟକ ଇଂ. ମହମ୍ମଦ ମୋକିମ ପରିଦର୍ଶନ କରି ଯାଞ୍ଚ ଚଳାଇଛନ୍ତି । ପର୍ଯ୍ୟାୟକ୍ରମେ ବିଭିନ୍ନ ୱାର୍ଡ଼ରେ ଥିବା ସମସ୍ୟାଗୁଡ଼ିକୁ ନିଜେ ଅନୁଧ୍ୟାନ କରିବା ସହ ଏହାର ସମାଧାନ ନିମନ୍ତେ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେବା ସହ ଅଞ୍ଚଳବାସୀଙ୍କ ସହ ପ୍ରତ୍ୟେକ୍ଷ ଆଲୋଚନା ମଧ୍ୟ ଜାରି ରଖିଛନ୍ତି । ଏହି ପରିପ୍ରେକ୍ଷୀରେ ବିଧାୟକ ଇଂ….
