ଏପ୍ରିଲରୁ ଆରମ୍ଭ ହେବ ନୂତନ ଶିକ୍ଷାବର୍ଷ : ବୋର୍ଡ

ଏପ୍ରିଲରୁ ଆରମ୍ଭ ହେବ ନୂତନ ଶିକ୍ଷାବର୍ଷ : ବୋର୍ଡ #କଟକ(ଏନ୍‌.ଏମ୍‌.): ଚଳିତ ବର୍ଷ ସରକାରୀ ହାଇସ୍କୁଲ ପାଠ୍ୟକ୍ରମରେ ଏପ୍ରିଲରୁ ଆରମ୍ଭ ହେବ ନୂତନ ଶିକ୍ଷାବର୍ଷ । ନୂଆ ଶିକ୍ଷାବର୍ଷ ଏପ୍ରିଲରୁ ଆରମ୍ଭ ହୋଇ ମାର୍ଚ୍ଚ ୨୦୨୪ ପର୍ଯ୍ୟନ୍ତ ଚାଲିବ । ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ପକ୍ଷରୁ ସୂଚନା ଦିଆଯାଇଛି । ଏଥି ସହିତ ନୂତନ ଶିକ୍ଷା ବର୍ଷର ଖସଡା ସମ୍ପର୍କରେ ସମସ୍ତ ସୂଚନା ଏକ ବିଜ୍ଞପ୍ତି ଜରିଆରେ ପ୍ରକାଶ କରାଯାଇଛି । ସୂଚନା ଅନୁଯାୟୀ,…

Read More

ବଢ଼ୁଛି ବେଆଇନ ଗୋ-ଚାଲଣ: ପୁଲିସକୁ ମାଫିଆଙ୍କ ମରଣାନ୍ତକ ଆକ୍ରମଣ

ବଢ଼ୁଛି ବେଆଇନ ଗୋ-ଚାଲଣ: ପୁଲିସକୁ ମାଫିଆଙ୍କ ମରଣାନ୍ତକ ଆକ୍ରମଣ #ଆଠଗଡ଼(ଏନ୍‌.ଏମ୍‌.): ରାଜ୍ୟରେ ଏବେ ଦିନ ଦିନ ବୃଦ୍ଧି ପାଉଛି ବେଆଇନ ଗୋଚାଲଣ । ଏ ନେଇ ନ୍ୟାୟାଳୟ ମଧ୍ୟ ସ୍ୱତନ୍ତ୍ର କଟକଣା ଲଗାଇଥିଲେ ବି ମାନୁନାହାନ୍ତି ଗୋ ମାଫିଆ । ତେବେ ଗୋମାଫିଆମାନେ ବେଆଇନ ଭାବେ ଗୋ ଚାଲଣ କରୁଥିବାବେଳେ ପୁଲିସକୁ ମଧ୍ୟ ମରଣାନ୍ତକ ଆକ୍ରମଣ କରିବାକୁ ପଛାଉନଥିବା ଦେଖିବାକୁ ମିଳିଛି । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ତିଗିରିଆ ଶାସନ ଛକରେ…

Read More

ଉତ୍କଳମଣିଙ୍କ ଜନ୍ମପୀଠରେ ମୁଖ୍ୟମନ୍ତ୍ରୀ

ଉତ୍କଳମଣିଙ୍କ ଜନ୍ମପୀଠରେ ମୁଖ୍ୟମନ୍ତ୍ରୀ ଗୋପବନ୍ଧୁ ଥିଲେ ଯୁଗପୁରୁଷ, ତାଙ୍କ ସ୍ମୃତି ରକ୍ଷା ପାଇଁ ଯେତେ ଯାହା କଲେ ବି କମ୍ ହେବ : ନବୀନ ପଟ୍ଟନାୟକ #ପୁରୀ(ଏନ୍‌.ଏମ୍‌.): ଉତ୍କଳମଣିଙ୍କ ଜନ୍ମପୀଠ ସୁଆଣ୍ଡୋର ହୋଇଛି କାୟାକଳ୍ପ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସୁଆଣ୍ଡୋରେ ପଣ୍ଡିତ ଗୋପବନ୍ଧୁଙ୍କ ରୂପାନ୍ତରିତ ଜନ୍ମପୀଠକୁ ଲୋକାର୍ପିତ କରିଛନ୍ତି । ଗୋପବନ୍ଧୁଙ୍କ ଏକ ୧୫ ଫୁଟ ଉଚ୍ଚ ପୂର୍ଣ୍ଣ ଅବୟେବ ପ୍ରତିମୂର୍ତ୍ତୀ ଉନ୍ମୋଚନ କରିବା ସହିତ ବିକଶିତ ଶିବ ମନ୍ଦିର, ପୋଖରୀ, ମ୍ୟୁଜିୟମ ଓ…

Read More

କୁସୁମୀ ବ୍ଲକର ପାହାଡପୁର ଗ୍ରାମରେ ଆରମ୍ଭ ହେଲା ପ୍ରଧାନମନ୍ତ୍ରୀ ଯକ୍ଷ୍ମା ମୁକ୍ତ ଭାରତ ଅଭିଯାନ

କୁସୁମୀ ବ୍ଲକର ପାହାଡପୁର ଗ୍ରାମରେ ଆରମ୍ଭ ହେଲା ପ୍ରଧାନମନ୍ତ୍ରୀ ଯକ୍ଷ୍ମା ମୁକ୍ତ ଭାରତ ଅଭିଯାନ #ରାଇରଙ୍ଗପୁର (ଏନ୍‌.ଏମ୍‌.): ମୟୂରଭଞ୍ଜ ଜିଲ୍ଲାର କୁସୁମୀ ବ୍ଲକର ଏସ. ଏଲ. ଏସ. ଆବାସିକ ବିଦ୍ୟାଳୟ ଠାରେ ବାଦାମ ପାହାଡ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଭାରପ୍ରାପ୍ତ ଚିକିତ୍ସା ଅଧିକାରୀ ଡାକ୍ତର ରିତେଶ ଚୈତନଙ୍କ ଦ୍ୱାରା ପ୍ରଧାନମନ୍ତ୍ରୀ ଟିବି ମୁକ୍ତ ଭାରତ ଅଭିଯାନ ଅନୁଷ୍ଠିତ ହୋଇଯାଇଛି । ଏହି ଅଭିଯାନରେ ଟିବି ରୋଗୀ ପାଇଁ ପୁଷ୍ଟିକର ଖାଦ୍ୟ ସହାୟତାର ଶୁଭାରମ୍ଭ ହୋଇଛି । ଏହି…

Read More

ରାଇରଙ୍ଗପୁର ପୂର୍ଣ୍ଣେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଆସନ୍ତା ମାର୍ଚ୍ଚ ୪,୫,୬ ଏବଂ ୭ ତାରିଖରେ ବିଶ୍ୱଶାନ୍ତି ମହାଯଜ୍ଞ

ରାଇରଙ୍ଗପୁର ପୂର୍ଣ୍ଣେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଆସନ୍ତା ମାର୍ଚ୍ଚ ୪,୫,୬ ଏବଂ ୭ ତାରିଖରେ ବିଶ୍ୱଶାନ୍ତି ମହାଯଜ୍ଞ #ରାଇରଙ୍ଗପୁର(ଏନ୍‌.ଏମ୍‌.): ସାରା ବିଶ୍ୱ ବାସ୍ତୁବାଦୀ ଦୁନିଆରେ ପାଦ ଦେଇ ଅଶାନ୍ତ ହୋଇପଡିଛି ପ୍ରକୃତି । ପରିବେଶ, ସାମାଜିକ ସବୁକିଛି ପ୍ରଦୂଷିତ ହେଉ ପଡ଼ିଛି । ମେସିନ ଓ ଟଙ୍କା ପଛରେ ଗୋଡାଇ ମଣିଷ ସମାଜ ଏକ ଅସ୍ଥିରତା ଓ ଅଶାନ୍ତ ଭିତରେ ଗତି କରୁଛି । ଏଥିପାଇଁ ବିଶ୍ୱରେ ଦୁର୍ଗତିର ବିନାଶ ଏବଂ ବିଶ୍ୱରେ ଶାନ୍ତି ପ୍ରତିଷ୍ଠା ପାଇଁ ବ୍ରାହ୍ମଣମାନଙ୍କର…

Read More

ବାଦାମପାହାଡ ଯୁବକ ସଂଘ ତରଫରୁ ୫୨ତମ ବାର୍ଷିକ କ୍ରୀଡ଼ା ଓ ନୃତ୍ୟ ପ୍ରତିଯୋଗିତା

ବାଦାମପାହାଡ ଯୁବକ ସଂଘ ତରଫରୁ ୫୨ତମ ବାର୍ଷିକ କ୍ରୀଡ଼ା ଓ ନୃତ୍ୟ ପ୍ରତିଯୋଗିତା #ରାଇରଙ୍ଗପୁର (ଏନ୍‌.ଏମ୍‌.): ମୟୂରଭଞ୍ଜ ଜିଲ୍ଲାର କୁସୁମୀ ବ୍ଲକ୍ ଅନ୍ତର୍ଗତ ବାଦାମପାହାଡର ଶିବ ମନ୍ଦିର ଯୁବକ ସଂଘ ଆନୁକୂଲ୍ୟରେ ୫୨ତମ ବାର୍ଷିକ କ୍ରୀଡ଼ା ଓ ନୃତ୍ୟ ପ୍ରତିଯୋଗିତା ଆନନ୍ଦ ଓ ଉଲ୍ଲାସର ସହ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବୟସ୍କ ମାନଙ୍କର ମାରାଥନ ରେସ୍ କରାଯାଇଥିଲା । ଏଥିସହିତ ବାଳକମାନଙ୍କ ୮୦୦ ମିଟର ଦୌଡ, ବାଳିକା ମାନଙ୍କର ୪୦୦ମିଟର ଦୌଡ, ସ୍କିପିଂ ଖେଳ ପ୍ରତିଯୋଗିତା…

Read More

କଟକରେ ଦେଶର ସର୍ବବୃହତ ଆଇଏମ୍‌ଏ ସମ୍ମେଳନ କେନ୍ଦ୍ର ଉଦ୍ଘାଟନ

କଟକରେ ଦେଶର ସର୍ବବୃହତ ଆଇଏମ୍‌ଏ ସମ୍ମେଳନ କେନ୍ଦ୍ର ଉଦ୍ଘାଟନ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଆଇଏମ୍‌ଏର ଭୂମିକା ଗୁରୁତ୍ୱପୂର୍ଣ୍ଣ: ମୁଖ୍ୟମନ୍ତ୍ରୀ #କଟକ(ଏନ୍‌.ଏମ୍‌.): ଭାରତୀୟ ଚିକିତ୍ସକ ସଂଘ (ଆଇଏମଏ) ଓଡ଼ିଶା ଶାଖାର ରାଣୀହାଟରେ ଥିବା ରାଜ୍ୟ ସମ୍ମେଳନ କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭର୍ଚ୍ଚୁଆଲ ମାଧ୍ୟମରେ ଉଦ୍ଘାଟନ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ରାଜ୍ୟର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଆଇଏମ୍‌ଏର ଭୂମିକା ଉଲ୍ଲେଖନୀୟ । ଆଇଏମ୍‌ଏ ଓଡିଶା ଶାଖାର ଏହି ସମ୍ମେଳନ କେନ୍ଦ୍ର ସମଗ୍ର ଦେଶରେ ବୃହତ୍ତମ…

Read More

କାନାରା ବ୍ୟାଙ୍କ ଆୟୋଜନ କରୁଛି ଦୁଇ ଦିନିଆ ‘ମେଗା ଲୋନ ଏକ୍ସପୋ’

କାନାରା ବ୍ୟାଙ୍କ ଆୟୋଜନ କରୁଛି ଦୁଇ ଦିନିଆ ‘ମେଗା ଲୋନ ଏକ୍ସପୋ’ #ଭୁବନେଶ୍ୱର(ଏନ୍‌.ଏମ୍‌.): କାନାରା ବ୍ୟାଙ୍କ, ସର୍କଲ୍ ଅଫିସ୍‌, ଭୁବନେଶ୍ୱର ଦୁଇ ଦିନିଆ ‘ମେଗା ଲୋନ ଏକ୍ସପୋ’ ଆୟୋଜନ କରୁଛି । ଏହି ଏକ୍ସପୋ ବ୍ୟାଙ୍କର ଜେନେରାଲ ମ୍ୟାନେଜର ବି.ଏଲ୍‌. ମୀନାଙ୍କ ନେତୃତ୍ୱରେ ଚଳିତ ବର୍ଷ ଫେବୃଆରୀ ୨୪ରେ ଆରମ୍ଭ ହୋଇ ୨୫ ରେ ସରିବ । ଏଥିରେ ଓଡ଼ିଶାର ବିଭିନ୍ନ ସ୍ଥାନରୁ ବିଲ୍ଡର୍ ଏବଂ ଯାନବାହାନ ଡିଲରମାନେ ଅଂଶଗ୍ରହଣ କରିବେ ଏବଂ ସେମାନଙ୍କର ଉତ୍ପାଦଗୁଡିକ ପ୍ରଦର୍ଶନ…

Read More

ବୋରିଗୁମ୍ମା ଇରିଗେସନ୍ କଲୋନୀରୁ କୋଟିଏ ଟଙ୍କାର ଗଞ୍ଜେଇ ଜବତ, ମାଫିଆ ଫେରାର

ବୋରିଗୁମ୍ମା ଇରିଗେସନ୍ କଲୋନୀରୁ କୋଟିଏ ଟଙ୍କାର ଗଞ୍ଜେଇ ଜବତ, ମାଫିଆ ଫେରାର ଜୟପୁର(ଏନ୍‍.ଏମ୍‍.): କୋରାପୁଟ ଜିଲ୍ଲା ବୋରିଗୁମ୍ମା ସ୍ଥିତ ଇରିଗେସନ କଲୋନୀର ଏକ ଘର ନିକଟରୁ ପୁଲିସ୍ ପ୍ରାୟ ଏକ କୋଟିରୁ ଅଧିକ ଟଙ୍କାର ଗଞ୍ଜେଇ ଜବତ କରିଛି । ବିଶ୍ୱସ୍ଥ ସୂତ୍ରରୁ ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଗଞ୍ଜେଇ ବୋଝେଇ ଥିବା ଏକ ପିକ୍‌ଅପ୍ ଭ୍ୟାନ ସହିତ ଗୋଟିଏ ମାଉଜର ପାଇଥିଲା । ଏହାକୁ ପୁଲିସ ଜବତ କରି ଥିବାବେଳେ ଗଞ୍ଜେଇ ମାଫିଆମାନେ ଫେରାର…

Read More

ରାଜ୍ୟ ସରକାରଙ୍କ ନିରାମୟ ଉପଦେଷ୍ଟା ଡକ୍ଟର ରଞ୍ଜନ ବିଶ୍ୱାଳଙ୍କ କଟକ ଜିଲ୍ଲା ଉପ ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ ଯାଞ୍ଚକଲେ ଆଠଗଡ଼ ଏବଂ ବ୍ରହ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର #କଟକ(ଏନ୍‌.ଏମ୍‌.): ରାଜ୍ୟ ସରକାରଙ୍କ ନିରାମୟ ଉପଦେଷ୍ଟା ଡକ୍ଟର ରଞ୍ଜନ ବିଶ୍ୱାଳ ଆଜି କଟକ ଜିଲ୍ଲା ଉପ ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରିଛନ୍ତି । ଏହି ଅବସରରେ ଆଠଗଡ଼ ଏବଂ ବ୍ରହ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ବୁଲି ବିଭିନ୍ନ ବିଷୟରେ ଅବଗତ ହୋଇଥିଲା । ଏଥି ସହିତ ଡକ୍ଟର ବିଶ୍ୱାଳ…

Read More

ବାଙ୍କୀ ଶିମିଳିପୁର ଜାଗର ମହୋତ୍ସବରେ ସମାଜସେବୀ ଲକ୍ଷ୍ମୀନାୟଣ ଭଞ୍ଜ ସମ୍ବର୍ଦ୍ଧିତ

ବାଙ୍କୀ ଶିମିଳିପୁର ଜାଗର ମହୋତ୍ସବରେ ସମାଜସେବୀ ଲକ୍ଷ୍ମୀନାୟଣ ଭଞ୍ଜ ସମ୍ବର୍ଦ୍ଧିତ #ଆଠଗଡ଼(ଏନ୍‌,ଏମ୍‌.): ବାଙ୍କୀ ଶିମିଳିପୁର ଠାରେ ୧୯ ତମ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ବିଶେଷକରି ବୁଡ଼ି ଯାଉଥିବା ଲୋକକଳାକୁ ଉଦ୍‌ଯିବିତ ରଖିବା ନିମନ୍ତେ ଏହି ମହୋତ୍ସବ ଏକ ସ୍ୱତନ୍ତ୍ର ମାଧ୍ୟମ ବୋଲି ମହୋତ୍ସବରେ ଉପସ୍ଥିତ ଅତିଥିମାନେ ମତପ୍ରକାଶ କରିଥିଲେ । ଏହି ଅବସରରେ ବାଙ୍କୀ ଶିମିଳିପୁର ଏବଂ ହରିରାଜପୁରର ଗ୍ରାମବାସୀ ଏବଂ ଯୁବକ ସାଥୀଙ୍କ ନିମନ୍ତ୍ରଣ କ୍ରମେ ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ସମାଜସେବୀ ଲକ୍ଷ୍ମୀନାରାୟଣ…

Read More

କୟଳପଡ଼ାରେ ଜଗନ୍ନାଥ ପାଞ୍ଚରାତ୍ର ଓ ୨୪ ବେଶ ଉଦ୍‌ଘାଟିତ

କୟଳପଡ଼ାରେ ଜଗନ୍ନାଥ ପାଞ୍ଚରାତ୍ର ଓ ୨୪ ବେଶ ଉଦ୍‌ଘାଟିତ #ଚୌଦ୍ୱାର (ଏନ୍‌.ଏମ୍‌.): ଶ୍ରୀ ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ନିମନ୍ତେ ଆଜି ଟାଙ୍ଗୀ-ଚୌଦ୍ୱାର ବ୍ଲକ ଅନ୍ତର୍ଗତ କୟଳପଡ଼ା ପଞ୍ଚାୟତରେ ଜଗନ୍ନାଥ ପଞ୍ଚରାତ୍ର ଉଦ୍‌ଘାଟିତ ହୋଇଯାଇଛି । ଶ୍ରୀ ଜଗନ୍ନାଥ ଭକ୍ତ ସମାଜ ଚୌଦ୍ୱାର ଓ କୟଳପଡ଼ା ଶ୍ରୀ ଜଗନ୍ନାଥ ସେବା ସମିତିର ମିଳିତ ଆନୁକୂଲ୍ୟରେ ୪ର୍ଥ ବାର୍ଷିକ ଶ୍ରୀଜଗନ୍ନାଥ ପାଞ୍ଚରାତ୍ର ଓ ମହାପ୍ରଭୁଙ୍କ ୨୪ ବେଶ ପ୍ରଦର୍ଶନୀ ସ୍ଥାନୀୟ ବାଲୁଙ୍କେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଛି ।…

Read More