ଜଗତପୁର ଠାରେ କଟକ ନଗର ୮ନମ୍ବର ବ୍ଲକ କଂଗ୍ରେସର ନବ ନିଯୁକ୍ତ ସଭାପତିଙ୍କୁ ସମ୍ବର୍ଦ୍ଧନା ଦେଲେ କର୍ମୀ
ଜଗତପୁର ଠାରେ କଟକ ନଗର ୮ନମ୍ବର ବ୍ଲକ କଂଗ୍ରେସର ନବ ନିଯୁକ୍ତ ସଭାପତିଙ୍କୁ ସମ୍ବର୍ଦ୍ଧନା ଦେଲେ କର୍ମୀ #ଜଗତପୁର(ଏନ୍.ଏମ୍.): କଟକ ଜଗତପୁର ଗୋଲେଇ ଛକ ସ୍ଥିତ ଉତ୍କଳ ଦୁର୍ଗାପୂଜା ମଣ୍ଡପ ସଭାଗୃହରେ କଂଗ୍ରେସ ଯୁବନେତା ମାନସ ପରିଡାଙ୍କ ଅଧ୍ୟକ୍ଷତାରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ କଟକ ନଗର କଂଗ୍ରେସ ଅଧିନସ୍ଥ ୮ନମ୍ବର ବ୍ଲକ କଂଗ୍ରେସ ନବନିଯୁକ୍ତ ସଭାପତି ଅଲେଖ ଚନ୍ଦ୍ର ବେହେରାଙ୍କୁ ଉତ୍ତରୀୟ ଓ ପୁଷ୍ପ ମାଲ୍ୟ ଦେଇ କଂଗ୍ରେସ କର୍ମୀମାନେ…
