ମଣ୍ଡି ଖୋଲିବା ପୂର୍ବରୁ ଚାଲିଛି ଧାନ ବିକ୍ରି, ମିଲରେ ଧାନ ଭର୍ତ୍ତି ହୋଇଥିବା ଅଭିଯୋଗ: କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲାପାଳଙ୍କୁ ଦାବି

ମଣ୍ଡି ଖୋଲିବା ପୂର୍ବରୁ ଚାଲିଛି ଧାନ ବିକ୍ରି, ମିଲରେ ଧାନ ଭର୍ତ୍ତି ହୋଇଥିବା ଅଭିଯୋଗ: କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲାପାଳଙ୍କୁ ଦାବି #ନୟାଗଡ଼ (ଏନ୍‌.ଏମ୍‌.): ନୟାଗଡ଼ ଜିଲ୍ଲାରେ ଆସନ୍ତା ୨୭ ତାରିଖରେ ମଣ୍ଡି ଖୋଲିବ, କିନ୍ତୁ ଏହା ପୂର୍ବରୁ ବେଆଇନ ଭାବେ ଜୋରଦାର ଧାନକିଣା ଚାଲିଥିବା ଅଭିଯୋଗ ଆସିଛି । ମଣ୍ଡି ଖୋଲିବା ପୂର୍ବରୁ ମିଲରମାନେ ଚାଷୀଙ୍କ ଠାରୁ ସିଧାସଳଖ କମ୍ ଦରରେ ଧାନ କିଣି ମିଲରେ ଭର୍ତ୍ତି କରିଥିବା ନବନିର୍ମାଣ କୃଷକ ସଂଗଠନ ନୟାଗଡ଼ ଜିଲ୍ଲା ଶାଖା…

Read More

ଫେବ୍ରୁଆରୀ ୧୬ରୁ ଆରମ୍ଭ ହେବ ଯୁକ୍ତ ୨ ପରୀକ୍ଷା

ଫେବ୍ରୁଆରୀ ୧୬ରୁ ଆରମ୍ଭ ହେବ ଯୁକ୍ତ ୨ ପରୀକ୍ଷା #ଭୁବନେଶ୍ୱର(ଏନ୍‌.ଏମ୍‌.): ୨୦୨୪ ଅର୍ଥାତ ଆସନ୍ତା ବର୍ଷ ଫେବ୍ରୁଆରୀ ୧୬ରୁ ଆରମ୍ଭ ହେବ ଯୁକ୍ତ ୨ ପରୀକ୍ଷା । ଫେବ୍ରୁଆରୀ ୧୬ରୁ ଆରମ୍ଭ ହେବାକୁ ଥିବା ଏହି ପରୀକ୍ଷା ମାର୍ଚ୍ଚ ୨୦ ପର୍ଯ୍ୟନ୍ତ ଚାଲିବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ସୂଚନା ଦିଆଯାଇଛି । ତେବେ ଏ ନେଇ କାର୍ଯ୍ୟସୂଚୀ ମଧ୍ୟ ପ୍ରକାଶ ପାଇଛି । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ,…

Read More

ଚୌଦ୍ୱାର-କଟକ ବିଧାୟକଙ୍କ ଦ୍ୱାରା ସରକାରୀ କାର୍ଯ୍ୟର ସମୀକ୍ଷା ଓ ବିଭିନ୍ନ ପ୍ରଳ୍ପର ଶିଳାନ୍ୟାସ

ଚୌଦ୍ୱାର-କଟକ ବିଧାୟକଙ୍କ ଦ୍ୱାରା ସରକାରୀ କାର୍ଯ୍ୟର ସମୀକ୍ଷା ଓ ବିଭିନ୍ନ ପ୍ରଳ୍ପର ଶିଳାନ୍ୟାସ #ଚୌଦ୍ୱାର(ଏନ୍‌.ଏମ୍‌.): ଟାଙ୍ଗୀ-ଚୌଦ୍ୱାର ବ୍ଲକ ଅନ୍ତର୍ଗତ କୟଳପଡ଼ା ପଞ୍ଚାୟତରେ ବିଭିନ୍ନ ସରକାରୀ ପ୍ରକଳ୍ପର ଶିଳାନ୍ୟାସ କରାଯିବା ସହ କାର୍ଯ୍ୟ ସମ୍ପର୍କରେ ସମୀକ୍ଷା କରିଛନ୍ତି ଚୌଦ୍ୱାର-କଟକ ବିଧାୟକ ସୌଭିକ ବିଶ୍ୱାଳ । ରାଜ୍ୟସରକାରଙ୍କ ଆମ ଓଡ଼ିଶା ନବୀନ ଓଡ଼ିଶା ମାଧ୍ୟମରେ ୫୦ଲକ୍ଷ ଏବଂ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସହାୟତା ଯୋଜନାରେ ୨୫ଲକ୍ଷ ସମୁଦାୟ ୭୫ ଲକ୍ଷ ଟଙ୍କା କାର୍ଯ୍ୟର ସମୀକ୍ଷା ସହ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ…

Read More

ରାଇରଙ୍ଗପୁର ଡାକମଣ୍ଡଳ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗ୍ରାମୀଣ ଡାକ ସେବକ ସଂଘର ଧାରଣା ଓ ପ୍ରତିବାଦ

ରାଇରଙ୍ଗପୁର ଡାକମଣ୍ଡଳ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗ୍ରାମୀଣ ଡାକ ସେବକ ସଂଘର ଧାରଣା ଓ ପ୍ରତିବାଦ #ରାଇରଙ୍ଗପୁର(ଏନ୍‌.ଏମ୍‌.): ଦେଶର ପ୍ରଗତି ପଥରେ ଡାକ କର୍ମଚାରୀଙ୍କ ଭୂମିକା ଅନନ୍ୟ । ଦୁଇଶହ ବର୍ଷରୁ ଉର୍ଦ୍ଧ୍ୱ ଇଂରେଜ ଅମଳରୁ ଆଜି ପର୍ଯ୍ୟନ୍ତ ଡାକ କର୍ମଚାରୀଙ୍କ ତ୍ୟାଗ, ଅବଦାନ, କାର୍ଯ୍ୟ ଦକ୍ଷତା ଅବର୍ଣ୍ଣନୀୟ । ଅଲ୍ ଇଣ୍ଡିଆ ଗ୍ରାମୀଣ ଡାକ ସେବକ ସଂଘର ଆହ୍ୱାନ କ୍ରମେ ରାଇରଙ୍ଗପୁର ଡାକମଣ୍ଡଳ ଅଧୀନସ୍ଥ୨୬୮ଟି ଗ୍ରାମୀଣ ଡାକଘରର କାର୍ଯ୍ୟରତ ଡାକ ସେବକମାନେ ୫ ଦଫା ଦାବି…

Read More

ପାଲେଷ୍ଟାଇନ ଉପରେ ଇସ୍ରାଏଲର ଆକ୍ରମଣ ବନ୍ଦ ଦାବି ନେଇ କଟକରେ ଶୋଭାଯାତ୍ରା ଓ ସଭା

ପାଲେଷ୍ଟାଇନ ଉପରେ ଇସ୍ରାଏଲର ଆକ୍ରମଣ ବନ୍ଦ ଦାବି ନେଇ କଟକରେ ଶୋଭାଯାତ୍ରା ଓ ସଭା #କଟକ(ଏନ୍‌.ଏମ୍‌.): ପାଲେଷ୍ଟାଇନ ବିରୋଧରେ ଇସ୍ରାଏଲ ଅତ୍ୟନ୍ତ ଅମାନୁଷିକ ଏବଂ ଅଦ୍ଭୂତପୂର୍ବ ଆକ୍ରମଣ ଚଳାଇ ରଖିଛନ୍ତି । ଜାତିସଂଘରେ ଯୁଦ୍ଧ ବନ୍ଦ କରିବା ପାଇଁ ପ୍ରସ୍ତାବ ବହୁ ମତରେ ଗୃହିତ ହୋଇଥିଲେ ମଧ୍ୟ ଆମେରିକା ନିଜେ ଭୋଟ ନଦେବା ଏବଂ ତାର କାର୍ଯ୍ୟକାରିତା ଉପରେ ଭିଟୋ ପ୍ରୟୋଗ କରିବା ବିରୋଧରେ ଆଜି କଟକରେ ବିଭିନ୍ନ ବାମପନ୍ଥୀ ସଂଗଠନ ପକ୍ଷରୁ ପ୍ରତିବାଦ କରାଯାଇଛି ।…

Read More

ଖୋର୍ଦ୍ଧା-ବେଗୁନିଆ-ପରିଛଳ ଗ୍ରାମରେ ମାନବ ଅଧିକାର ଦିବସ ପାଳିତ

ଖୋର୍ଦ୍ଧା-ବେଗୁନିଆ-ପରିଛଳ ଗ୍ରାମରେ ମାନବ ଅଧିକାର ଦିବସ ପାଳିତ #ଖୋର୍ଦ୍ଧା (ଏନ୍‌.ଏମ୍‌.): ବିଶ୍ୱ ମାନବ ଅଧିକାର ରକ୍ଷକ ଦିବସର ସୁ-ଅବସରରେ ଆନ୍ତର୍ଜାତିକ ମାନବାଧିକାର ରକ୍ଷକ ଖୋର୍ଦ୍ଧା ଜିଲ୍ଲା ବୋର୍ଡର ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟ ଖୋର୍ଦ୍ଧା ଜିଲ୍ଲା, ବେଗୁନିଆ ବ୍ଲକ ପରିଚ୍ଛଳ ଛକରେ ଆନୁଷ୍ଠାନିକ ଭାବରେ ମାନବ ଅଧିକାର ଦିବସ ପାଳିତ ହୋଇଯାଇଛି । ମୁଖ୍ୟଅତିଥି ଭାବେ ଖଣ୍ଡାୟତ କ୍ଷତ୍ରିୟ କଳକୀ ସେନା ରାଜ୍ୟ ସଭାପତି ଯୋଗିନାଥ ବଳିୟାରସିଂଙ୍କ କରକମଳରେ ଉଦଘାଟନ ହୋଇଥିବାବେଳେ ଆନ୍ତର୍ଜାତିକ ମାନବାଧିକାର ରକ୍ଷକର ଦିଲ୍ଲୀ ମୁଖ୍ୟ…

Read More

ରାଇରଙ୍ଗପୁର ମହାବିଦ୍ୟାଳୟରେ ‘ନୂଆ ଓଡିଶା’ କାର୍ଯ୍ୟକ୍ରମ ଉଦଘାଟିତ

ରାଇରଙ୍ଗପୁର ମହାବିଦ୍ୟାଳୟରେ ‘ନୂଆ ଓଡିଶା’ କାର୍ଯ୍ୟକ୍ରମ ଉଦଘାଟିତ ସୁଯୋଗ ଅଭାବରେ ବଣମଲ୍ଲୀ ପରି ଝରିପଡୁଥିବା ପ୍ରତିଭାର ବିକାଶ ହିଁ ମୂଳ ଉଦ୍ଦେଶ୍ୟ #ରାଇରଙ୍ଗପୁର(ଏନ୍‌.ଏମ୍‌.): ରାଇରଙ୍ଗପୁର ମହାବିଦ୍ୟାଳୟରେ ନୃତ୍ୟ, ସଂଗୀତ, ସାହିତ୍ୟ, କ୍ରୀଡା ଓ ସମାଜସେବା ପରି ସମନ୍ୱିତ ଯୁବ ବିକାଶମୂଳକ ‘ନୂଆ ଓଡିଶା’ କାର୍ଯ୍ୟକ୍ରମ ମଙ୍ଗଳବାର ଦିନ ଶୁଭ ଉଦଘାଟିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ତ୍ରିଲୋଚନ ଚକ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦଘାଟନୀ ସଭାରେ ମୁଖ୍ୟ ଅତିଥି ଭାବେ ପ୍ରାକ୍ତନ ବିଧାୟକ ସାଇବା ସୁଶୀଲ କୁମାର ହାଁସଦା,…

Read More

ଶିଶୁକୁ କୁକୁର ଝୁଣି ଖାଇବା ଘଟଣା; ୧୦ ଲକ୍ଷ ଟଙ୍କା ତଣ୍ଡ ଗଣିବ ପୁରୀ ପୌରପାଳିକା

ଶିଶୁକୁ କୁକୁର ଝୁଣି ଖାଇବା ଘଟଣା; ୧୦ ଲକ୍ଷ ଟଙ୍କା ତଣ୍ଡ ଗଣିବ ପୁରୀ ପୌରପାଳିକା #କଟକ (ଏନ୍‌.ଏମ୍‌.): ଜଣେ ଶିଶୁକୁ କୁକୁର ଝୁଣି ଖାଇବା ନେଇ ୧୦ ଲକ୍ଷ ଟଙ୍କା ତଣ୍ଡ ଗଣିବେ ପୁରୀ ପୌରପାଳିକା । ପୁରୀରେ ଜଣେ ଶିଶୁକୁ କୁକୁର କାମୁଡ଼ି କାମୁଡ଼ି ମାରିଦେବା ମାମଲାରେ ପୁରୀ ପୌରପାଳିକାକୁ ୧୦ ଲକ୍ଷ ଟଙ୍କା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ୨୦୧୬ ମସିହାରେ ଡିସେମ୍ବର ମାସରେ ଏକ ୪ ବର୍ଷର ଶିଶୁ ପୁତ୍ରକୁ…

Read More

ସଂସଦ ଆକ୍ରମଣ ବାର୍ଷିକୀରେ ସୁରକ୍ଷା ଭଙ୍ଗ ହୋଇଛି

ସଂସଦ ଆକ୍ରମଣ ବାର୍ଷିକୀରେ ସୁରକ୍ଷା ଭଙ୍ଗ ହୋଇଛି ଲୋକସଭା ବୈଠକରେ ପଶିଗଲେ ୨ଅଜଣା ଯୁବକ, ହାତରେ ଗ୍ୟାସ ନିର୍ଗତ ସାମଗ୍ରୀ ଧରି ଧାଇଁଲେ ଏଣେତେଣେ #ନୂଆଦିଲ୍ଲୀ(ଏଜେନ୍ସି): ଆଜିକୁ ୨୨ବର୍ଷ ତଳେ ସଂସଦ ଆକ୍ରମଣ ଘଟଣାର ବାର୍ଷିକ ଦିବସ ଥିବାବେଳେ ସଂସଦ ସୁରକ୍ଷା ବ୍ୟବସ୍ଥାରେ ଦେଖାଦେଇଛି ବଡ଼ ତ୍ରୁଟି ଦେଖାଦେଇଛି । ତେବେ ପୂର୍ବରୁ ଡିସେମ୍ବର ୧୩ତାରିଖକୁ ଖଲିସ୍ଥାନୀ ଆତଙ୍କ ବାଦୀଙ୍କ ପକ୍ଷରୁ ଟାର୍ଗେଟ ଦିଆଯାଇଥିବା ବେଳେ ଆଜି ୧୩ତାରିଖ ଏବଂ ୨ଜଣ ଅଜଣା ଯୁବକ ହଠାତ ସଂସଦରେ…

Read More

ଦୋକାନ ଭଙ୍ଗା ବିରୋଧରେ ଉଠାଦୋକାନୀଙ୍କ ରାସ୍ତାରୋକ

ଦୋକାନ ଭଙ୍ଗା ବିରୋଧରେ ଉଠାଦୋକାନୀଙ୍କ ରାସ୍ତାରୋକ #ଭୁବନେଶ୍ୱର(ଏନ୍‌.ଏମ୍‌.): ଭୁବନେଶ୍ୱର ମହାନଗର ନିଗମର ପକ୍ଷରୁ ଉଠା ଦୋକାନ ଉଛେଦ ଓ ଭଙ୍ଗା ରୁଜା ବିରୋଧରେ ଏଆଇଟିୟୁସି ସହବନ୍ଧିତ ଭୁବନେଶ୍ୱର ଉଠା ଦୋକାନୀ ଓ କ୍ଷୁଦ୍ର ବ୍ୟବସାୟୀ ସଂଘ ପକ୍ଷରୁ ରାଜଧାନୀରେ ବିକ୍ଷୋଭ ପ୍ରଦର୍ଶନ ସହ ଅଶୋକ ନଗର ଜନପଥ ଠାରେ ରାସ୍ତା ରୋକ ଅନୁଷ୍ଠିତ ହୋଇଯାଇଛି । ଆଜି ପୂର୍ବାହ୍ନରେ ବିଏମସିର ମେରୀ ରାୟ ଶାସନ ବିରୋଧରେ ଉଠା ଦୋକାନୀମାନେ ଐକ୍ୟବଦ୍ଧ ଭାବେ ଏକ ଶୋଭାଯାତ୍ରାରେ ଯାଇ ରାଜମହଲ…

Read More

ଡିସେମ୍ବରରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି!

ଡିସେମ୍ବରରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି! #ଭୁବନେଶ୍ୱର(ଏନ୍‌.ଏମ୍‌.): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଆସିବେ ବୋଲି ଜଣାପଡ଼ିଛି । ଡିସେମ୍ବର ମାସର ଶେଷ ସୁଦ୍ଧା ମୋଦିଙ୍କର ଓଡ଼ିଶା ଗସ୍ତ ସମ୍ଭାବନା ରହିଛି ବୋଲି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ଆଜି ସୂଚନା ଦେଇଛନ୍ତି । ମୋଦିଙ୍କ ଓଡ଼ିଶା ଗସ୍ତ ସୂଚୀରେ ସମ୍ବଲପୁରରେ ୩ଟି ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେବାର ରହିଛି । ପ୍ରଧାନମନ୍ତ୍ରୀ ଓଡ଼ିଶାରେ ଗସ୍ତରେ ସମ୍ବଲପୁରରେ ଥିବା ୩ଟି ସରକାରୀ କାର୍ଯ୍ୟକ୍ରମରେ…

Read More

ହିତାଧିକାରୀଙ୍କ ଭତ୍ତା ବୃଦ୍ଧି ନେଇ କଟକ-ଚୌଦ୍ୱାର ବିକାଶ ପରିଷଦ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର

ହିତାଧିକାରୀଙ୍କ ଭତ୍ତା ବୃଦ୍ଧି ନେଇ କଟକ-ଚୌଦ୍ୱାର ବିକାଶ ପରିଷଦ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର #କଟକ(ଏନ୍‌.ଏମ୍‌.): “କଟକ-ଚୌଦ୍ୱାର ବିକାଶ ପରିଷଦ’ ପକ୍ଷରୁ ସଭାପତି ମାନସ ପରିଡାଙ୍କ ନେତୃତ୍ୱରେ ବାର୍ଦ୍ଧକ୍ୟ, ବିଧବା ଓ ଭିନ୍ନକ୍ଷମ ଭତ୍ତା ରାଶି ୫୦୦ ଟଙ୍କା ପରିବର୍ତ୍ତେ ଅନ୍ୟୁନ ୧୫୦୦/ଟଙ୍କା ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଲିଖିତ ଦାବିପତ୍ର ଜଗତପୁର ସ୍ଥିତ ତହସିଲଦାର ଟାଙ୍ଗୀ-ଚୌଦ୍ୱାରଙ୍କ ଜରିଆରେ ପ୍ରଦାନ କରାଯାଇଛି । ସମ୍ପ୍ରତି ଅନ୍ୟ ରାଜ୍ୟ ତୁଳନାରେ ଆମ ରାଜ୍ୟରେ ଦିଆଯାଉଥିବା ଭତ୍ତା ରାଶି…

Read More