ତିରିଂ ତହସିଲ ରାମବେଡା ନଦୀଘାଟରୁ ଝାଡଖଣ୍ଡକୁ ଚୋରା ବାଲି ଚାଲାଣ ନେଇ ଉପଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ଗ୍ରାମବାସୀ
ତିରିଂ ତହସିଲ ରାମବେଡା ନଦୀଘାଟରୁ ଝାଡଖଣ୍ଡକୁ ଚୋରା ବାଲି ଚାଲାଣ ନେଇ ଉପଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ଗ୍ରାମବାସୀ #ରାଇରଙ୍ଗପୁର(ଏନ୍.ଏମ୍.): ଦିନକୁ ଦିନ ଚୋରା ବାଲି ମାଫିଆଙ୍କ ପ୍ରାଦୁର୍ଭାବ ହୁ ହୁ ହୋଇ ବଢି ଚାଲିଛି । ଦିବାରାତ୍ର ପ୍ରଶାସନ ଓ ପୋଲିସ ଜଣାତରେ ଚୋରା ବାଲି ଚାଲାଣ ବାହାର ରାଜ୍ୟକୁ ଭାରିଯାନ ଦ୍ୱାରା ବେଧଡକ ଭାବେ ହେଉଥିବା ଅଭିଯୋଗ ହେଉଛି । ମୟୂରଭଞ୍ଜ ଜିଲ୍ଲାର ସିମାନ୍ତ ତିରିଂ ତହସିଲ ଅଧିନସ୍ଥ ରାମ୍ୱେଡା ରାଜସ୍ୱ ଗ୍ରାମ ସନ୍ନିକଟ ରାମବେଡା…
