ନିଗମାନନ୍ଦ ବିଦ୍ୟାପୀଠରେ ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ

ନିଗମାନନ୍ଦ ବିଦ୍ୟାପୀଠରେ ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ #ଚୌଦ୍ୱାର(ଏନ୍‌.ଏମ୍‌.): ସ୍ଥାନୀୟ ଚୌଦ୍ୱାର ମ୍ୟୁନିସପାଲଟି ପକ୍ଷରୁ ୧୬ ନମ୍ବର ୱାର୍ଡ ସ୍ଥିତ ନିଗମାନନ୍ଦ ବିଦ୍ୟାପୀଠ ପରିସରରେ ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଚୌଦ୍ୱାର-କଟକ ବିଧାୟକ ସୌଭିକ ବିଶ୍ୱାଳ ମୁଖ୍ୟ ଅତିଥିଭାବେ ଯୋଗଦେଇ ଉଦ୍ଘାଟନ କରିଥିଲେ । ବିଶିଷ୍ଟ ଅତିଥି ଭାବେ ଚୌଦ୍ୱାର ହିନ୍ଦ୍ ସେବକ ସଂଘ ଅଧ୍ୟକ୍ଷ ଦାମୋଦର ସାହୁ ଯୋଗ ଦେଇଥିବାବେଳେ, ସମ୍ମାନିତ ଅତିଥି ଭାବେ କଟକ ଜିଲ୍ଲାର…

Read More

ଜଗତପୁରରେ ଅପର୍ଣ୍ଣା ଫାର୍ମା ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ଶିବିର

ଜଗତପୁରରେ ଅପର୍ଣ୍ଣା ଫାର୍ମା ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ଶିବିର #ଜଗତପୁର(ଏନ୍‌.ଏମ୍‌.): ଜଗତପୁର ଆଇବି ରୋଡରେ ଥିବା ଅପର୍ଣ୍ଣା ଫାର୍ମା ଆନୁକୁଲ୍ୟରେ ଏକ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଟିତ ହୋଇଯାଇଛି । ମେଡିସିନ ବିଭାଗର ଡକ୍ଟର ଏସ.ଏ କଲିମ ଏହି ଶିବିରକୁ ଉଦଘାଟନ କରିଥିଲେ । ଅପର୍ଣ୍ଣା ଫାର୍ମାର ପରିଚାଳକ ପିତାମ୍ବର ମୁଦୁଲି ଶିବିରକୁ ପରିଚାଳନା କରିଥିଲେ । ଏହି ଶିବିରରେ ଡାକ୍ତର ଏସ.ଏ କଲିମ ମେଡିସିନ ବିଭାଗ, ଡାକ୍ତର ପରବେଜ କଲିମ ଏ.ଭି. ମେଡିସିନ ବିଭାଗ, ଡାକ୍ତର…

Read More

ଷଷ୍ଠ ଶ୍ରେଣୀ ଛାତ୍ରଙ୍କ ସନ୍ଦେହଜନକ ଭାବେ ଗଳା କଟା ଅବସ୍ଥାରେ ମୃତଦେହ ଉଦ୍ଧାର, ତଦନ୍ତ ଜାରି

ଷଷ୍ଠ ଶ୍ରେଣୀ ଛାତ୍ରଙ୍କ ସନ୍ଦେହଜନକ ଭାବେ ଗଳା କଟା ଅବସ୍ଥାରେ ମୃତଦେହ ଉଦ୍ଧାର, ତଦନ୍ତ ଜାରି #ଜଗତପୁର (ଏନ୍‌.ଏମ୍‌.): ଆଜି ଭୋରୁ ଭୋରୁ ଜଣେ ଷଷ୍ଠ ଶ୍ରେଣୀ ଛାତ୍ରଙ୍କ ଗଳା କଟା ଅବସ୍ଥାରେ ମୃତଦେହ ନିକସ୍ଥ ପୋଖରୀ ହୁଡାରେ ପଡ଼ିଥିବା ଦେଖିବାକୁ ମିଳିଛି । ଏ ନେଇ ଜଗତପୁର ଥାନାକୁ ଖବର ହେବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଛେଦ ନିମନ୍ତେ ପଠାଇବା ସହ ତଦନ୍ତ ଆରମ୍ଭ କରିଛି । ଦିନ ତମାମ…

Read More

ହ୍ୟାକରଙ୍କ କବଜାରେ ସିଏମସି ମେୟରଙ୍କ ଅଫିସିଆଲ୍ ଫେସବୁକ ପେଜ

ହ୍ୟାକରଙ୍କ କବଜାରେ ସିଏମସି ମେୟରଙ୍କ ଅଫିସିଆଲ୍ ଫେସବୁକ ପେଜ #କଟକ(ଏନ୍‌.ଏମ୍‌.): ସମ୍ପ୍ରତି ସାଇବର ଅପରାଧୀଙ୍କ ପ୍ରାଦୂର୍ଭାବ ବଢ଼ିବାରେ ଲାଗିଥିବାବେଳେ ବହୁ ନାମୀ ଦାମୀ ଲୋକଙ୍କ ସୋସିଆଲ ଆକାଉଣ୍ଟସ ହ୍ୟାକ ହେଉଥିବା ଦେଖିବାକୁ ମିଳିଛି । ଏପରିକି ବହୁ ବରିଷ୍ଠ ଅଧିକାରୀମାନଙ୍କ ସୋସିଆଲ ଆକାଉଣ୍ଟସ ହ୍ୟାକ ହୋଇ ଫଲୋର କିମ୍ବା ଫ୍ରେଣ୍ଡସମାନଙ୍କୁ ଟଙ୍କା ମଗାଯାଉଥିବାବେଳେ ଏବେ ହ୍ୟାକରମାନେ ସୋସିଆଲ ଆକାଉଣ୍ଟସକୁ ହ୍ୟାକ କରି ଅଶ୍ଳୀଳ ଭିଡିଓ ଲିଙ୍କ ଛାଡ଼ିବା ଭଳି ଘଟଣା ଦେଖିବାକୁ ମିଳିଛି । ଆଜି ସଏମସି…

Read More

ସଂଗ୍ରାମ ଭୋଇଙ୍କ ସ୍ମୃତି ଉଦ୍ଦେଶ୍ୟରେ କ୍ୟାଣ୍ଡେଲ୍ ଶୋଭାଯାତ୍ରା

ସଂଗ୍ରାମ ଭୋଇଙ୍କ ସ୍ମୃତି ଉଦ୍ଦେଶ୍ୟରେ କ୍ୟାଣ୍ଡେଲ୍ ଶୋଭାଯାତ୍ରା #କଟକ ସଦର (ଏନ୍‌.ଏମ୍‌.): କଟକ ସଦର ବ୍ଲକ ଅନ୍ତର୍ଗତ ସୁମାଣ୍ଡି ଗ୍ରାମର ଜଣେ ଯୁବ ବ୍ୟକ୍ତିଙ୍କ ଅକାଳ ବିୟୋଗ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ଏତେ କମ ବୟସରେ ସାଙ୍ଗ ସାଥୀଙ୍କୁ ଛାଡ଼ି ଆରପାରିକୁ ଚାଲିଯିବାର ଦୁଃଖକୁ ସହଜରେ ଗ୍ରହଣ କରିପାରୁନାହାନ୍ତି । ମାତ୍ର ୨୪ବର୍ଷ ବୟସରେ ସେ ସମସ୍ତଙ୍କୁ ପରକରି ଚାଲିଯିବା ଦୁଃଖରେ ମ୍ରିୟମାଣ ହୋଇଥିବା ଅଞ୍ଚଳର ଶତାଧିକ ଜନସାଧାରଣ ସହପାଠୀ, ସାଙ୍ଗସାଥୀ ତାଙ୍କ ଅମର…

Read More

ଏସଟିଏଫ କବଜାରେ କଶ୍ମୀରର ସନ୍ଦିଗ୍ଧ ଆତଙ୍କବାଦୀ, ଯାଜପୁରରୁ ଧରା ପଡ଼ିଲା

ଏସଟିଏଫ କବଜାରେ କଶ୍ମୀରର ସନ୍ଦିଗ୍ଧ ଆତଙ୍କବାଦୀ, ଯାଜପୁରରୁ ଧରା ପଡ଼ିଲା ଯାଜପୁର(ଏନ୍‌.ଏମ୍‌.): କ୍ରାଇମବ୍ରାଞ୍ଚ ଏସଟିଫ୍ କବଜାରେ ସନ୍ଦିଗ୍ଧ କାଶ୍ମୀର ଯୁବକ । ଦେଶ ବିରୋଧୀ ତତ୍ତ୍ୱ, ଠକେଇ, ଜାଲିଆତି ଏବଂ ଛଦ୍ମବେଶୀ ଯୁବକକୁ ଯାଜପୁର ଧର୍ମଶାଳାରୁ ଧରିଛି କ୍ରାଇମବ୍ରାଞ୍ଚ । ତାକୁ ଏବେ କ୍ରାଇମବ୍ରାଞ୍ଚ ମୁଖ୍ୟ କାର୍ଯ୍ୟାଳୟକୁ ଆଣି ପଚରାଉଚରା କରାଯାଉଛି । ଗିରଫ ଯୁବକର ନାଁ ସଇଦ ଇଶାନ ବୁଖାରୀ ଓ ତା’ଘର ଖୁପୱାଡାରେ । ଛଦ୍ମ ପରିଚୟରେ ୨୦୧୮ରୁ ଓଡ଼ିଶାରେ ରହୁଥିଲା ଇଶାନ ବୁଖାରୀ…

Read More

ବଜ୍ରକବାଟି ବକ୍ସଡ୍ରେନ ଉପରେ ନିର୍ମାଣ କାର୍ଯ୍ୟର ସ୍ଥିତି ଅନୁଧ୍ୟାନ କଲେ ସିଏମସି ମେୟର ଓ କମିଶନର

ବଜ୍ରକବାଟି ବକ୍ସଡ୍ରେନ ଉପରେ ନିର୍ମାଣ କାର୍ଯ୍ୟର ସ୍ଥିତି ଅନୁଧ୍ୟାନ କଲେ ସିଏମସି ମେୟର ଓ କମିଶନର #କଟକ(ଏନ୍‌.ଏମ୍‌.): କଟକ ସହରରେ ବିଭିନ୍ନ ଉନ୍ନତି କରଣ କାର୍ଯ୍ୟମଧ୍ୟରେ ଅନ୍ୟତମ ପାଲଟିଛି ବକ୍ସଡ୍ରେନ ପ୍ରକଳ୍ପ । ଏହି ପ୍ରକଳ୍ପ ଦ୍ୱାରା ସହରରେ ରାସ୍ତାଘାଟ ଓ ବର୍ଜ୍ୟଜଳ ନିଷ୍କାସନ ବ୍ୟବସ୍ଥା ସୁଧୁରି ଯିବ । ତେଣୁ ଯୁଦ୍ଧକାଳୀନ ଭିତ୍ତିରେ ବକ୍ସଡ୍ରେନ କାର୍ଯ୍ୟ ଚାଲିଥିବାବେଳେ ଆଜି ସିଏମସି ମେୟର ଓ କମିଶନରଙ୍କ ସମେତ ବିଭାଗୀୟ ଅଧିକାରୀ ଓ ଲୋକପ୍ରତିନିଧି ସ୍ଥିତି ଅନୁଧ୍ୟାନ କରିଛନ୍ତି…

Read More

ବଡମ୍ବା ନାବାଳିକା ବଳତ୍କାର ମାମଲା: ଆସାମୀକୁ ୭ ବର୍ଷ ସଶ୍ରମ କରାଦଣ୍ଡ

ବଡମ୍ବା ନାବାଳିକା ବଳତ୍କାର ମାମଲା: ଆସାମୀକୁ ୭ ବର୍ଷ ସଶ୍ରମ କରାଦଣ୍ଡ #କଟକ(ଏନ୍‌.ଏମ୍‌.): ଏକ ନାବାଳିକା ବଳତ୍କାର ମାମଲାରେ କଟକର ତୃତୀୟ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ ତଥା ପୋଷ୍କୋ କୋର୍ଟ ବଡମ୍ବା ଥାନା କୃଷ୍ଣଚନ୍ଦ୍ରପୁର ଅଞ୍ଚଳର ଆସାମୀ ଅକ୍ଷୟ କୁମାର ନାୟକକୁ ୭ ବର୍ଷ ସଶ୍ରମ କରାଦଣ୍ଡ ଆଦେଶ ପ୍ରଦାନ କରିଛନ୍ତି । ଏଥିସହିତ କୋର୍ଟ ଆସାମୀକୁ ୧୦ହଜାର ଟଙ୍କାର ଜୋରିମାନା ପ୍ରଦାନ କରିବାକୁ ମଧ୍ୟ ଆଦେଶ ଦେଇଛନ୍ତି । ଜୋରିମାନା ନଦେଇ ପାରିଲେ ଆସାମୀକୁ…

Read More

ବିଜେଡି କାର୍ଯ୍ୟକାରିଣୀରେ ପାଣ୍ଡିଆନଙ୍କ ସ୍ପଷ୍ଟୋକ୍ତି: ଲଢ଼ିବେନି ନିର୍ବାଚନ, ୧୪୭ ଦଳୀୟ ପ୍ରାର୍ଥୀଙ୍କ ପାଇଁ କାମ କରିବେ

ବିଜେଡି କାର୍ଯ୍ୟକାରିଣୀରେ ପାଣ୍ଡିଆନଙ୍କ ସ୍ପଷ୍ଟୋକ୍ତି: ଲଢ଼ିବେନି ନିର୍ବାଚନ, ୧୪୭ ଦଳୀୟ ପ୍ରାର୍ଥୀଙ୍କ ପାଇଁ କାମ କରିବେ #ଭୁବନେଶ୍ୱର(ଏନ୍‌.ଏମ୍‌.): ବହୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ସ୍ପଷ୍ଟ କରିଛନ୍ତି ନବୀନ ଓଡ଼ିଶା ଓ ଫାଇପ-ଟି ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ । କ୍ଷମତାସୀନ ବିଜେଡିର ରାଜ୍ୟ ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକରେ ଭିକେ ପାଣ୍ଡିଆନଙ୍କ ଡେବ୍ୟୁ ହୋଇଛି । ପାଣ୍ଡିଆନ ଆଗାମୀ ସାଧାରଣ ନିର୍ବାଚନ ଲଢ଼ିବେ ନାହିିଁ ବୋଲି ନିଜଆଡ଼ୁ ଘୋଷଣା କରିବା ସହ ନବୀନ ପଟ୍ଟନାୟକଙ୍କୁ ସେ ନିଜର ‘ଗୁରୁ’…

Read More

ଚୌଦ୍ୱାର ମହାବିଦ୍ୟାଳୟରେ ଯୁବ ଓଡ଼ିଶା ଓ ନବୀନ ଓଡ଼ିଶା

ଚୌଦ୍ୱାର ମହାବିଦ୍ୟାଳୟରେ ଯୁବ ଓଡ଼ିଶା ଓ ନବୀନ ଓଡ଼ିଶା #ଚୌଦ୍ୱାର(ଏନ୍‌.ଏମ୍‌.): ଯୁବପିଢିଙ୍କୁ ସଂଗଠିତ ଓ ସଶକ୍ତ କରିବାକୁ ଓଡ଼ିଶା ସରକାରଙ୍କ ପକ୍ଷରୁ ଏକ ନୂଆ ସାମାଜିକ, କ୍ରୀଡା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି । ଏହି ପରିପ୍ରେକ୍ଷୀରେ ଆଜି ଚୌଦ୍ୱାର ମହାବିଦ୍ୟାଳୟ ପରିସରରେ ଏହି କାର୍ଯ୍ୟକ୍ରମ ଉଦ୍ଘାଟନ ହୋଇଯାଇଛି । ପ୍ରଥମେ ଛାତ୍ରଛାତ୍ରୀମାନଙ୍କ ପକ୍ଷରୁ ସାଙ୍କୃତିକ କାର୍ଯ୍ୟକ୍ରମ ନାଚ, ଗୀତ ସହ ନିଜର ଅନ୍ତର୍ନିହିତ କଳା ଓ ପ୍ରତିଭା ମାନ ଦେଖାଇଥିଲେ । ମୁଖ୍ୟଅତିଥି ଭାବେ…

Read More

ସାମ୍ବାଦିକ ବନବିହାରୀ ମହାନ୍ତି ସମ୍ମାନ ପାଇବେ ସୁକେଶ ବେହେରା

ସାମ୍ବାଦିକ ବନବିହାରୀ ମହାନ୍ତି ସମ୍ମାନ ପାଇବେ ସୁକେଶ ବେହେରା #କଟକ(ଏନ୍‌.ଏମ୍‌.): ଚଳିତ ବର୍ଷ ମର୍ଯ୍ୟାଦାଜନକ ସାମ୍ବାଦିକ ବନବିହାରୀ ମହାନ୍ତି ସ୍ମୃତି ସମ୍ମାନ ପାଇବା ପାଇଁ ଯୁବ ସାମ୍ବାଦିକ ସୁକେଶ ବେହେରା ମନୋନୀତ ହୋଇଛନ୍ତି । ବନବିହାରୀ ମହାନ୍ତି ଫାଉଣ୍ଡେସନ ଓ ପ୍ରେସ୍‌କ୍ଲବ ପକ୍ଷରୁ ଏନେଇ ଆଜି ଘୋଷଣା କରାଯାଇଛି । ଶ୍ରୀ ବେହେରା ୧୨ ବର୍ଷରୁ ଉର୍ଦ୍ଧ୍ୱକାଳ ରାଜ୍ୟର ବିଭିନ୍ନ ପ୍ରମୁଖ ଓଡ଼ିଆ ସମ୍ବାଦପତ୍ରରେ ସ୍ୱଚ୍ଛ, ନିରପେକ୍ଷ ତଥା ମୂଲ୍ୟଭିତ୍ତିକ ସମ୍ବାଦ ପରିବେଷଣ କରିଆସିଛନ୍ତିି । ସାମ୍ବାଦିକତା…

Read More

ବିଜେପିରେ ମିଶିଲେ ଟାଣୁଆ ସରପଞ୍ଚ ପବିତ୍ର ଉପାଧ୍ୟାୟ: ଶଙ୍ଖ ଶିବିରରେ ଆତଙ୍କ

ବିଜେପିରେ ମିଶିଲେ ଟାଣୁଆ ସରପଞ୍ଚ ପବିତ୍ର ଉପାଧ୍ୟାୟ: ଶଙ୍ଖ ଶିବିରରେ ଆତଙ୍କ #ଚୌଦ୍ୱାର (ଏନ୍‌.ଏମ୍‌.): ଚୌଦ୍ୱାର-କଟକ ନିର୍ବାଚନ ମଣ୍ଡଳୀ ତଥା ଟାଙ୍ଗୀ-ଚୌଦ୍ୱାର ବ୍ଲକର ଜଣେ ଟାଣୁଆ ରାଜନୈତିକ ବ୍ୟକ୍ତିବିଶେଷ ଭାବେ ବେଶ ପରିଚିତ ପବିତ୍ର ଉପାଧ୍ୟାୟ ଆଜି ରାଜ୍ୟ ବିଜେପିରେ ସାମିଲ ହୋଇଛନ୍ତି । ଆଜି ରାଜ୍ୟ ବିଜେପି କାର୍ଯ୍ୟାଳୟରେ କଟକ ଜିଲ୍ଲା ବିଜେପି ସଭାପତି ପ୍ରକାଶ ବେହେରାଙ୍କ ନେତୃତ୍ୱରେ ଶ୍ରୀ ଉପାଧ୍ୟାୟ ରାଜ୍ୟବିଜେପି ସଭାପତିଙ୍କ ନିକଟରେ ଦଳରେ ସାମିଲ ହୋଇଥିଲେ । ସେ ବହୁବାର ଧରି…

Read More