ବାଙ୍କୀ ନିର୍ବାଚନ ମଣ୍ଡଳୀ ବାରଙ୍ଗ ବ୍ଲକ୍ରେ ଯୋଡି ହେଲା ବିକାଶର ଆଉ ଏକ ଫର୍ଦ୍ଦ
ବାଙ୍କୀ ନିର୍ବାଚନ ମଣ୍ଡଳୀ ବାରଙ୍ଗ ବ୍ଲକ୍ରେ ଯୋଡି ହେଲା ବିକାଶର ଆଉ ଏକ ଫର୍ଦ୍ଦ #ବାଙ୍କୀ(ଏନ୍.ଏମ୍.): ବାଙ୍କୀ ନିର୍ବାଚନ ମଣ୍ଡଳି ବାରଙ୍ଗ ବ୍ଲକ ଅନ୍ତର୍ଗତ ବେଲଗଛିଆ ଗ୍ରାମ ପଞ୍ଚାୟତ ନୟାପାଟଣା ଓ ଆମ୍ବବରେଇକୁ ସଂଯୋଗ ପାଇଁ ପୁରୁଣା ଲୁହା ପୋଲ ପାଖରେ ଏକ ନୂତନ ବିଜୁ ସେତୁ ନିର୍ମାଣ ହେବ । ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ଅଞ୍ଚଳର ହଜାର ହଜାର ଜନସାଧାରଣ ଓ ଜନପ୍ରତିନିଧିଙ୍କ ମଧ୍ୟରେରେ ଆଧୁନିକ ବାଙ୍କୀ ବିକାଶର କର୍ଣ୍ଣଧାର ପୁର୍ବତନ ବିଧାୟକ ପ୍ରଭାତ କୁମାର…
